ଦେଖନ୍ତୁ Exclusive ଭିଡିଓ ! ଦେହଜୀବୀଙ୍କ ପାଇଁ ଗରାଖ ହୋଇ ଗଲେ ଏସପି…ପୁରା video ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ….

ବର୍ତ୍ତମାନ ସମୟ ରେ ସାରା ଦେଶରେ ସେକ୍ସ ରିୟାକେଟ କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏ ଯେମିତି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ଵାମୀ ଜଗବନ୍ଧୁ ସେକ୍ସ କାରୋବର କରି ଏବେ ଜେଲ ରେ ଦିନ କାଟୁଛନ୍ତି । ତେବେ ବର୍ତ୍ତମାନ ଏମିତି ଆଉ ଏକ ଖବର ସମାନା କୁ ଆସିଛି । ଯେଉଁଠି ସେକ୍ସ ରିୟାକେଟ ଚଲାଇଥିଲା ଆଉ ପୋଲିସ କିପରି ସେମାନ ଙ୍କୁ ଧରିଛି । ରାତି ଯେତିକି ଯେତିକି ବଢୁଥିଲା ଗେଷ୍ଟ ହାଉସ ରେ ସେତିକି ସେତିକି ତାତି ବି ବଢୁଥିଲା ।

ଏହି ଖବର ପହଞ୍ଚି ଥିଲା ଖୋଦ ବ୍ରହ୍ମପୁର ଏସପି ଙ୍କ ପାଖରେ । କେମିତି ଦେହ ଜୀବୀ ଙ୍କୁ ଧରା ଯିବ ଏପରି ଅନୈତିକ କାର୍ଯ୍ୟ କୁ ବନ୍ଦ କରାଯିବ ସେ ନେଇ ମାଷ୍ଟର ପ୍ଳାନ କରିଥିଲେ ଏସପି । ଖୋଦ ନିଜେ ଗ୍ରାହକ ହୋଇ ଅଧ ରାତି ରେ ପହଞ୍ଚି ଥିଲେ ଗେଷ୍ଟ ହାଉସ ରେ । ଆଉ ଏସପି ପହଞ୍ଚିବା ପରେ ଗେଷ୍ଟ ହାଉସ ରୁ ୪ ଜଣ ରାଣୀ ମହୁ ମାଛି ଙ୍କୁ ଉଧାର କରିବା ସହ ୧୦ ଗ୍ରାହକ ଙ୍କୁ ଥାନା କୁ ନେଇ ଥିଲା ପୋଲିସ ।

ରାତି ବଢିଲେ ଗେଷ୍ଟ ହାଉସ ରେ ଯମୁ ଥିଲା ରଙ୍ଗୀନ ଆସର । ସୁନ୍ଦରୀ ରୂପ ଜୀବୀ ଓ ରଙ୍ଗୀନ ନାଲି ନେଳି ଆଲୁଅ ରେ ନିଜକୁ ହଜାଇ ଦେଉ ଥିଲେ ଗ୍ରାହକ ମାନେ । ବ୍ରହ୍ମପୁର ସହର ର ଟାଟା ବେଣ୍ଟ ଛକ ଉପରେ ଥିବା ତୁଳସୀ ଗେଷ୍ଟ ହାଉସ ରେ ଚାଲି ଥିଲା ସେକ୍ସ ରିୟାକେଟ । ଏହି ଗେଷ୍ଟ ହାଉସ ର ତଳ ମହଲା ରେ ବାଇକ ସୋ ରୁମ ଚାଲି ଥିବା ବେଳେ ଉପର ମହଲା ରେ ସେକ୍ସ ରିୟାକେଟ ବେପାର । ଆଉ ରାତି ହେଲେ ଏଠାରେ କଥା ସରିଲା ।

ରାତି ହେଲେ ଗେଷ୍ଟ ହାଉସ ଆଗରେ ଏମିତି କାମ ହେଉ ଥିଲା ଯେ ଯେମିତି ଯାତ୍ରା ହେଉଛି । କିନ୍ତୁ ପୂର୍ବ ରୁ କେବେ ପୋଲିସ ଏଠାରେ ରେଡ ମାରି ନ ଥିଲା । ଏହି ଗେଷ୍ଟ ହାଉସ ର ସେକ୍ସ ରିୟାକେଟ ସମ୍ପର୍କ ରେ ଏସପି ଶ୍ରବଣ ବିବେକ ସବୁ ଜାଣିଥିଲେ । ଯୋଜନା ଅନୁଯାୟୀ ଗତ ସୋମବାର ରାତି ପ୍ରାୟ ୧୧ଟା ରେ ଗ୍ରାହକ ଭାବେ ଗେଷ୍ଟ ହାଉସ ରେ ପହଞ୍ଚି ଥିଲେ ଏସପି । ସେଠାରେ ଦେହ ବ୍ୟାପାର ହେବା ର ଦେଖି ନୂଆ ଗାଁ ଓ ବୈଦ୍ୟନାଥ କୁ ଖବର ଦେଇ ଥିଲେ ।

ପୋଲିସ ଟିମ ଗେଷ୍ଟ ହାଉସ ରେ ଚଢାଉ କରି ୧୦ ଜଣ ଗ୍ରାହକ ଙ୍କୁ ଗିରଫ କରିବା ସହ ୪ ଜଣ ସୁନ୍ଦରୀ ଙ୍କୁ ଉଧାର କରିଥିଲା । ସେମାନ ଙ୍କୁ ପୋଲିସ ଅଟକି ରଖି ଥାନା ରେ ପଚରା ଉଚରା କରୁଛି । ତେବେ ଖୋଦ ଏସପି ଗ୍ରାହକ ହୋଇ ଦେହ ଜୀବୀ ମାନ ଙ୍କୁ ଧରିବା ପରେ ସ୍ଥାନୀୟ ଅଞ୍ଚଳ ରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.