ରାଣୀପଣ୍ଡା କହିଥିଲେ ୫୦ ହଜାର ଦେବେ କିନ୍ତୁ ୩୫ ହଜାର ଦେଇଛନ୍ତି..ଶୁଣନ୍ତୁ ମୃତ୍ୟୁବରଣ କରିଥିବା ସୁକାନ୍ତ ଙ୍କ ବାପାଙ୍କ ମୁହଁରୁ…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ରାଣୀ ପଣ୍ଡା ଙ୍କର ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଆଉ ଯେଉଁଠି କୁହାଯାଉଛି କି ରାଣୀ ପଣ୍ଡା ଙ୍କର କାର ଆକ୍ସିଡେଣ୍ଟ ରେ ଜଣେ ଯୁବକଙ୍କର ଏକ୍ସିଡେଣ୍ଟ ହୋଇ ଯାଇଛି । ଆଉ ରୋଜଗାରିଆ ପୁଅ କୁ ତାହାର ମା ହରାଇବା ପରେ ଓ ସ୍ୱାମୀ ଙ୍କ ପାଖରୁ ସବୁଦିନ ଦୁରେଇ ଦେବାର ଦୁଃଖରେ ଭାଙ୍ଗି ପଡିଛନ୍ତି ସୁକାନ୍ତ ଙ୍କର ପରିବାର ଲୋକ ଆଉ ରାଣୀ ଙ୍କ ଏଥିପାଇଁ ଦାୟୀ ବୋଲି କହିଛନ୍ତି । ଆଉ ରାଣୀ ମଧ୍ୟ ଖଣ୍ଡିଆ ଖାବରା ହୋଇ ପଡିଛନ୍ତି ଆଉ କହୁଛନ୍ତି ଯଦି ମୁଁ ଦୋଷ କରିଛି ତାହେଲେ ସହାୟତା ମଧ୍ୟ ଯୋଗେଇବି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା ।


ଆପଣ ମାନେ ଯାତ୍ରା ଜଗତରେ ହଟ ଆଇଟମ ଡାନ୍ସର ଭାବରେ କାମ କରୁଥିବା ରାଣୀ ପଣ୍ଡା ଙ୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ ।ତେବେ ଯାହା କୁହାଯାଉଛି କି ରାଣୀ ପଣ୍ଡା ବର୍ତ୍ତମାନ ହସ୍ପିଟାଲ ର ବେଡ଼ ରେ ପଡିଛନ୍ତି ଆଉ ତାଙ୍କର ଗୋଡ଼ ଓ ହାତ ମଧ୍ୟ ଭାଙ୍ଗି ଯାଇଛି ବୋଲି କୁହାଯାଉଛି ।ତେବେ ଯାହା ସୂଚନା ମିଳିଛି କି ରାଣୀ ପଣ୍ଡା ଏକ ବାହାଘର ଭୋଜି ରେ ଯାଇଥିଲେ ଆଉ ସେଠାରୁ ଫେରୁଥିବା ସମୟରେ ତାଙ୍କର କାର ସହିତ ଜଣେ ଯୁବକଙ୍କୁ ଙ୍କର ବାଇକ ର ଧକ୍କା ହୋଇଥିଲା ।


ତେବେ ମିଳିଥିବା ସୂଚନା ଅନୁସାରେ ଆଠଗଡ ନିକଟସ୍ଥ ଦଳଖାଇ ବ୍ଲକ ର ମୁଣ୍ଡୁଳି ରାସ୍ତା ରେ ରେ ତଥା ଡାଳଖାଇ ଠାକୁରାଣୀ ଙ୍କ ମନ୍ଦିର ଆଗରେ ଏକ୍ସିଡେଣ୍ଟ ହୋଇଥିଲା । ଆଉ ଯାହା ଫଳରେ ଘଟଣା ସ୍ଥଳରେ ସୁକାନ୍ତ ନାମକ ଯୁବକ ଜଣକର ମୃତ୍ୟୁ ମଧ୍ୟ ହୋଇ ଯାଇଛି । ଆଉ ତାଙ୍କର ର ମୃତ୍ୟୁ କୁ ନେଇକି ତାଙ୍କର ପରିବାର ରେ ଶୋକ ର ଛାୟା ଖେଳି ଯାଇଛି ବୋଲି କୁହାଯାଉଛି । ଆଉ ଯେଉଁଠି ପାଇଁ ସେମାନେ ରାଣୀ ଙ୍କ ଦାୟୀ ବୋଲି କରିବା ସହିତ ଭରଣ ପୋଷଣ କଥା କହିଛନ୍ତି ।ତେବେ ରାଣୀ ପଣ୍ଡା ଙ୍କର ମଧ୍ୟ ହାତ ଗୋଡ଼ ରେ ଖଣ୍ଡିଆ ହୋଇଛି ଆଉ ହସ୍ପିଟାଲ ବେଡ଼ ରେ ସେ ପଡିଛନ୍ତି ।


ତଥାପି ରାଣୀ ପଣ୍ଡା ତାଙ୍କୁ ୫୦ ହଜାର ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ରାନୀ ପଣ୍ଡା ତାଙ୍କର ଭାଇ ଙ୍କ ହାତରେ 35 ହଜାର ଟଙ୍କା ସହାୟତା ରାଶି ଭାବରେ ବଢ଼ାଇ ଛନ୍ତି । ତାହା ସହିତ ସେ କହିଛନ୍ତି କି ଭଲ ହୋଇ ରାଣୀ ସେମାନଙ୍କ ପାଖକୁ ଯିବେ ।କିନ୍ତୁ ବର୍ତ୍ତମାନ ସୁକାନ୍ତ ଙ୍କ ମୃତ୍ୟୁ ପରେ ତାଙ୍କ ବାପା ମା ପୁରା ଭାଙ୍ଗି ପଡ଼ି ଯାଇଛନ୍ତି। ତେବେ ଗଣମାଧ୍ୟମ ସୁକାନ୍ତ ଙ୍କ ବାପାଙ୍କୁ କିଏ ସହାୟତା କରିଛନ୍ତି ବୋଲି ପଚାରିଥିଲେ। ସରକାରଙ୍କ ତରଫରୁ ଏ ପର୍ଯ୍ୟନ୍ତ କୌଣସି ସହାୟତା ମିଳି ନଥିବା କହିଥିଲେ। ଆଉ କହିଥିଲେ ରାନୀ ପଣ୍ଡା ୩୫ ହଜାର ଟଙ୍କା ଏବଂ ଥାନା ବାଲା ୧୦ ହଜାର ଟଙ୍କା ଦେଇଥିଲେ। ଆଉ ରାନୀ ପଣ୍ଡା ତାଙ୍କ ଦୁଇ ଛୁଆର ସବୁ କଥା ବୁଝିବେ ବୋଲି ମଧ୍ୟ କହିଥିଲେ।

Leave A Reply

Your email address will not be published.