ରୁପାଙ୍କୁ ଦେଖି ଜାଣିନେଲା Lushi ଏହି video କୁ ଭାରତର ମାତ୍ର 4 ଘଣ୍ଟାରେ 4826k ରୁ ଅଧିକ ଲୋକ ପସନ୍ଦ କରିଛନ୍ତି…ଆପଣ ବି ଦେଖନ୍ତୁ

ଆପଣ ଯଦି ସୋସିଆଲ ମିଡିଆରେ ସମୟ ବିତାଉଥିବେ ଏବଂ ୟୁଟ୍ୟୁବ ଦେଖିବାକୁ ଭଲ ପାଉଥିବେ ତେବେ ରୂପା ଓ ପିଣ୍ଟୁଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ବର୍ତ୍ତମାନ୍ ସମୟରେ ରୂପା ପିଣ୍ଟୁ ଓଡ଼ିଶାରେ ଲୋକପ୍ରିୟ ଯୋଡି ଭାବରେ ଖୁବ୍ ଜଣାଶୁଣା । ଏମାନଙ୍କର ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି । ଯାହା ଓଡ଼ିଶାର ନଂ ୱାନ ୟୁଟ୍ୟୁବ ଚ୍ୟାନେଲ ଭାବରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ବେସ ଜଣାଶୁଣା । ରୂପା, ପିଣ୍ଟୁ, ଏବଂ ଖୁସିଙ୍କୁ ପ୍ରାୟ ସମସ୍ତେ ଜାଣିଥିବେ । ଏମାନେ ନିଜର ଛୋଟ ଛୋଟ ଅନୁଭୂତିକୁ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି । ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି ।

ତେବେ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ପ୍ରତ୍ୟେକ ଭିଡିଓକୁ ଦର୍ଶକ ମାନେ ଦେଖିବା ପାଇଁ ଚାତକ ଭଳି ଚାହିଁ ରହିଥାନ୍ତି । ଏମାନଙ୍କ ପ୍ରତ୍ୟେକ ଭିଡିଓ ମିଲିୟନ ମିଲିୟନ ଦର୍ଶକ ଦେଖିଥାନ୍ତି । ଏଥି ସହିତ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି । ରୂପା ପିଣ୍ଟୁ ତାଙ୍କ ଦୈନନ୍ଦିନ ଜୀବନରେ କରୁଥିବା କାର୍ଯ୍ୟ ଗୁଡ଼ିକୁ ଏକ ନିଆରା ଢଙ୍ଗରେ ଦର୍ଶକ ମାନଙ୍କ ପାଖରେ ପହଁଚାଇଥାନ୍ତି । ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରନ୍ତି ।

ତେବେ ପୂର୍ବରୁ ଲୋକ ମାନେ ନିଜ କଳା ଓ ପ୍ରତିଭାକୁ ଲୋକ ଲୋଚନକୁ ଆଣି ପାରନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ସମସ୍ତେ ନିଜ ଭିତରେ ଥିବା କଳା ଓ ପ୍ରତିଭାକୁ ଲୋକ ଲୋଚନକୁ ଆଣି ପାରୁଛନ୍ତି। ସେମାନେ ସବୁବେଳେ ପାଇଁ ତାଙ୍କ କଳାକୁ ଲୋକ ମାନଙ୍କ ନିକଟରେ ପରିବେଷଣ କରି ଥାଆନ୍ତି, ଓ ଯାହା ଫଳରେ କି ସେମାନେ ଏଥି ପାଇଁ ସେମାନେ ରାତା ରାତି ଷ୍ଟାର ମଧ୍ୟ ହୋଇ ଯାଇ ଥାଆନ୍ତି। ଯାହା ଫଳରେ କି ସେମାନେ ସବୁବେଳ ପାଇଁ ଚର୍ଚ୍ଚାରେ ରହିବା ସହିତ ଅନେକ ପ୍ରଶଂସା ମଧ୍ୟ ସାଉଁଟି ଥାଆନ୍ତି। ସେହିପରି ଗୋଟିଏ ଯୋଡି ହେଉଛନ୍ତି ରୂପା-ପିଣ୍ଟୁ ।


ତେବେ ବର୍ତ୍ତମାନ ସେମାନଙ୍କ ର ଏକ ବ୍ଲଗ ଭିଡିଓ ସାମ୍ନା କୁ ଆସିଛି ଯେଉଁ ଥିରେ ଦେଖିବାକୁ ମିଳିଛି କି ରୂପା-ପିଣ୍ଟୁ ଏବଂ ଖୁସି ବାହାରିଛନ୍ତି ଲୁସି କୁ ଦେଖା କରିବାକୁ ହେବ । ତେବେ ସେମାନେ କୁକୁରଫାର୍ମକୁ ଯାଇଛନ୍ତି ତାଙ୍କର ଯେଉଁ କୁକୁର ଲୁସିକୁ ଦେଖା କରିବାକୁ କାହିଁକି ନାଁ ଯେହେତୁ ଲୁସି ବହୁତ ଛୋଟ ଥିଲା ଏବଂ ପିଣ୍ଟୁଙ୍କ ଘର ଲୋକ ମାନେ ମଧ୍ୟ ଲୁସିକୁ ଘରେ ରଖିବା ପାଇଁ ମନା କରିଥିଲେ କାରଣ ଲୁସି ସବୁବେଳେ ଘର ଭିତରକୁ ପଶି ଯାଉଥିଲା ବେଡ୍ ଉପରକୁ ଉଢି ଯାଉଥିଲା କିନ୍ତୁ ଗାଁରେ ଏସବୁକୁ ପସନ୍ଦ କରନ୍ତି ନାହିଁ , ଛୁଆଁ ଅଛୁଆଁ ରହିଥାଏ ।

ସେଥିପାଇଁ ସେମାନେ ତାକୁ ଫାର୍ମରେ ଛାଡି ଦେଇଥିଲେ ସେ ବଡ ହୋଇଗଲେ ତାକୁ ଆଣିବା ପାଇଁ । ଆଉ ଏବେ ସେମାନେ ତାକୁ ଦେଖା କରିବାକୁ ଯାଇଥିବା ବେଳେ ଲୁସି ରୂପାଙ୍କୁ ଚିହ୍ନି ନେଇଥିଲା ଏବଂ ରୂପା ମଧ୍ୟ ତାକୁ କୋଳରେ ଧରି ବହୁତ ସାରା ଗେହ୍ଲ କରିବା ସହିତ ବହୁତ ଖୁସିଥିଲେ। ତେବେ ସେମାନଙ୍କର ଏହି ଭିଡିଓରେ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ।

 

Leave A Reply

Your email address will not be published.