ଯୁବତୀଙ୍କ ବନ୍ଦ କମରେ ମେ ପ୍ୟାର କରେଗାଂ ଗୀତରେ ହଟ୍ ଡାନ୍ସ, ଭିଡ଼ିଓ ଦେଖିଲେ ଆଖି ଝଲସି ଯିବ… ଦେଖନ୍ତୁ Video

ଏବେ ସୋସିଆଲ ମିଡିଆରେ ଜଣେ ଯୁବତୀ ଙ୍କ ଏକ ଦମଦାର ଡାନ୍ସ ର ଭିଡିଓ ଭାଇରାଲ ହେଉଛି। ଯୁବତୀ ଜଣଙ୍କର ଡାନ୍ସ ବେଶ୍ ଆକର୍ଷିତ କରୁଛି ଦର୍ଶକ ମାନଙ୍କୁ। ତେବେ ପ୍ରତିଦିନ ଆପଣ ଅନେକ ଗୁଡ଼ିଏ ଏହିପରି ଭିଡିଓ ସବୁ ଦେଖିବାକୁ ପାଉଥିବେ।ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଟିକେ ହଟକେ, ଆକର୍ଷଣୀୟ ଏବଂ ଭିନ୍ନ ଧରଣର ହୋଇଥାଏ। ସେହିଭଳି ଏହି ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ହିଟ୍ ହେବାରେ ଲାଗିଛି। ଏଠାରେ ଯୁବତୀ ଜଣଙ୍କର ଏକ ଜବରଦସ୍ତ ଡାନ୍ସ ଏକ ଭିନ୍ନ ଷ୍ଟାଇଲ ରେ ଦେଖିବାକୁ ମିଳିଛି। ଯାହାଙ୍କ ନାମ ହେଉଛି ଅନୁରାଧା ।

ଯାହାକୁ ଦେଖି ଲୋକେ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି। ଅନେକ ସଂଖ୍ୟାରେ ଲୋକ ଏହି ଭିଡିଓ କୁ ସେୟାର କରୁଥିବାର ଦେଖିବାକୁ ମିଳୁଛି। ତେବେ ଏହି ଭିଡିଓରେ ଅନୁରାଧା ଯେଉଁଭଳି ଡାନ୍ସ କରୁଥିବାର ଆପଣ ଦେଖିବାକୁ ପାଉଛନ୍ତି ସେହି ଡାନ୍ସ ବାସ୍ତବରେ ଏକ ଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଅଟେ।

ଯାହାକୁ ଦେଖିଲେ ଆପଣଙ୍କୁ ନିଶ୍ଚିତ ଖୁସି ଲାଗିବ।ତେବେ ଆପଣ ତ ଏହିପରି ଅନେକ ଭିଡିଓ ଅନେକ ସମୟରେ ଦେଖିଥିବେ। ଯୁବପିଢିଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ବି ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ୟ ହେଉଥିବେ।

କାରଣ ସେମାନଙ୍କର ଏପରି ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ରହିଥାଏ। ସେମାନଙ୍କ ଡାନ୍ସ ଭିଡିଓରେ ଏକ ଭିନ୍ନ ଆକର୍ଷଣ ରହିଥାଏ।ଆମେ ସେମାନଙ୍କ ଏପରି ଷ୍ଟାଇଲ ଦେଖି ବହୁତ୍ ଖୁସି ହୋଇଥାଉ। ଅନେକ ଦର୍ଶକ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା

 

ନିଅନ୍ତି ଏବଂ ଯଦି ଏହା ଟିକେ ହଟକେ ହୋଇଥାଏ ତେବେ ସେମାନେ ଚାହିଁ ରହି ଯାଆନ୍ତି।ସେହିପରି ଏଠାରେ ଏହି ଯୁବତୀ ଜଣଙ୍କ କୌଣସି ଏକ ପ୍ରୋଗ୍ରାମରେ ଯେଉଁଭଳି ଭାବରେ ନାଚୁଛନ୍ତି, ଆଉ ଯେଉଁଭଳି ଷ୍ଟେପ ପକାଉଛନ୍ତି, ତାହା ଟିକେ ହଟକେ ଲାଗୁଛି।ଏକ ଭିନ୍ନ ଧରଣର ଡାନ୍ସ ଷ୍ଟାଇଲ ଅନୁରାଧାଙ୍କ ଏହି ଡାନ୍ସରେ ଦେଖିବାକୁ ମିଳୁଛି।

ଏହାକୁ ଦେଖି ଅନେକ ଏଭଳି ଡାନ୍ସ କୁ ପ୍ରଶଂସା ମଧ୍ୟ କରୁଛନ୍ତି। ତେବେ ଅନୁରାଧା ଏକ ସୁନ୍ଦର୍ ହିନ୍ଦି ଗୀତ, ବନ୍ଦ କମରେ ମେ ପ୍ୟାର କରେଗାଂ ଗୀତରେ ହଟ୍ ଡାନ୍ସ କରୁଛନ୍ତି। ଗୀତର ତାଳେ ତାଳେ ମ୍ୟୁଜିକ ଅନୁସାରେ ସେ ଏତେ ସୁନ୍ଦର ଭାବରେ ଷ୍ଟେପ ପକାଇ ନାଚୁଛନ୍ତି ଯେ ଏହା ବହୁତ୍ ଆକର୍ଷିତ କରୁଛି ଦର୍ଶକ ମାନଙ୍କୁ।ଏହି ଡାନ୍ସ ର କରିଓଗ୍ରାଫି ବି ବହୁତ୍ ଜବରଦସ୍ତ ହୋଇଛି। ଯୁବତୀ ଜଣଙ୍କର ଏହି ନାଚକୁ ଉପସ୍ଥିତ ଅନ୍ୟ ଯୁବକ ମାନେ, ପିଲାମାନେ ସମସ୍ତେ ଉପଭୋଗ କରୁଛନ୍ତି। ଏହି ଭିଡିଓ କୁ ୟୁଟ୍ୟୁବରେ ଏବେ ସୁଦ୍ଧା 1 ମିଲିୟନ ରୁ ଅଧିକ ଲୋକ ଦେଖି ସାରିଲେଣି।

Leave A Reply

Your email address will not be published.