ଛି ଛି ପୁଣି ଲଜ୍ୟାଜନକ କାମ..ପେଟରେ 7 ମାସର ଛୁଆ ତଥାପି ତାକୁ ଛାଡିଲେନି…..

ଏବେ ସାମ୍ନାକୁ ଆସିଛି ଏମିତି ଏକ ଘଟଣାର ଦୃଶ୍ୟ ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଘଟଣାଟି କିଛି ଏପରି ଅଟେ ଯାହା ସାଧାରଣରେ ଗ୍ରହଣ କରିବା ସହଜ ନୁହେଁ ଏବଂ ଆଶ୍ଚର୍ଯ୍ୟ ର ବିଷୟ। ଯେଉଁ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯଦିଓ ଏମିତି ଘଟଣା ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ଏବେ ପୁଣି ଆମେ ଆପଣଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଏହି ଘଟଣା ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ କିନ୍ତୁ ସେହି ଘଟଣା ସତ।ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ କଥା।

ଏଭଳି ଘଟଣା ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଆମେ ସେହି ବିଷୟରେ ଜାଣି ପାରୁ।ତେବେ ଜାଣିବା ସେହି ଅଜବ ଘଟଣା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। ଏହି ଘଟଣା ବର୍ତ୍ତମାନ ସମୟରେ ନିତିଦିନିଆ ଘଟଣା ପାଲଟି ଗଲାଣି।ତେବେ ଅଧିକାଂଶ ସମୟରେ ଆପଣ ଏହିପରି କିଛି ଅଜବ ଘଟଣା ମାନ ସବୁ ଦେଖିବା ପାଇଁ ପାଉଥିବେ।ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ। ସେହିଭଳି କିଛି ଘଟଣା ଯେତେବେଳେ କ୍ୟାମେରା ରେ ରେକର୍ଡ ହୋଇଥାଏ ତାହା ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଥାଏ।

ତେବେ ବର୍ତ୍ତମାନ ସମୟରେ ସମାଜରେ ଏମିତି ଅନୈତିକ କାର୍ଯ୍ୟ ବଢ଼ିବାରେ ଲାଗିଛି ଯାହାକୁ ସମ୍ଭାଳିବା ମୁସ୍କିଲ ହୋଇ ପଡ଼ିଲାଣି। ଆଉ ବର୍ତ୍ତମାନ ଲୋକେ ଯେତେ ଶିକ୍ଷିତ ହେଉଛନ୍ତି, ସେହି ଶିକ୍ଷିତ ଲୋକ ମାନେ ହିଁ ଏଭଳି ଅନୈତିକ କାର୍ଯ୍ୟ ସବୁ କରୁଛନ୍ତି। ତେବେ ବିବାହ ସମୟରେ ବର ପକ୍ଷ କନ୍ୟା ପକ୍ଷକୁ କୌଣସି ଯୌତୁକ ପାଇଁ ଦାବି କରିପାରିବେ ନାହିଁ ବୋଲି ସରକାର ଘୋଷଣା କରିଥିଲେ। କିନ୍ତୁ ତାହା ଆଜି ସୁଦ୍ଧା ଠିକ୍ କେହି ବି ତାହାକୁ କାର୍ଯ୍ୟକାରୀ କରୁ ନାହାଁନ୍ତି। ଏବେ ମଧ୍ୟ ବିବାହ ସରିବା ପରେ ଯୌତୁକ ନିର୍ଯ୍ୟାତନା ଦେଇ ମାରିଦେବା ଅଭିଯୋଗ ନିତିଦିନିଆ ଘଟଣା ପାଲଟି ଯାଇଛି।

ତେବେ ସେହିପରି ଯୌତୁକ ନିର୍ଯ୍ୟାତନା କୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଏକ ଗାଁ ରେ ଝିଅ କୁ ହତ୍ୟା କରିଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଉ ଯେତେବେଳେ ଝିଅଟିର ହତ୍ୟା କରାଯାଇଥିଲା ସେହି ଝିଅ ଗର୍ଭରେ ସାତ ମାସର ନିଷ୍ପାପ ଶୁଶୁ ମଧ୍ୟ ଥିଲା। ତେବେ ତାଙ୍କ ଭଉଣୀଙ୍କ କହିବା ଅନୁସାରେ ତାଙ୍କ ଶାଶୁ ଘର ଲୋକେ ତାଙ୍କ ଭଉଣୀ କୁ ଯୌତୁକ ପାଇଁ ସବୁବେଳେ ନିର୍ଯ୍ୟାତନା ଦେଇ ଆସୁଥିଲେ। ଠିକ୍ ରେ ଖାଇବା ପିଇବା ପାଇଁ ଦେଇ ନଥିଲେ। ଆଉ ଯୌତୁକ ନ ଦେଇ ପାରିବାରୁ ତାଙ୍କୁ ମାରି ଦେଇଛି ବୋଲି ଅଭିଯୋଗ କରିଛନ୍ତି। ତେବେ ପରିବାର ଲୋକେ ଅଭିଯୋଗ କରିଛନ୍ତି କି ସେ ଝିଅର ସ୍ୱାମୀ, ଶାଶୁ ଓ ଭାଉଜକୁ ଫାସି ଦିଆଯାଉ।

Leave A Reply

Your email address will not be published.