ollywood ଖବର ! ଓଡିଆ ଅଭିନେତ୍ରୀ ରିୟାଙ୍କ ହଳଦୀ ସେରେମନି,ଦେଖନ୍ତୁ କିପରି ଖୁସି ଆଜି ଅଛନ୍ତି ରିୟା ପୁରା full ଭିଡିଓ
ଦୀର୍ଘ ଦିନ ଧରି ଓଲିଓଡ୍ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଆସିଛନ୍ତି ରିୟା । ଆଜି ପର୍ଯ୍ୟନ୍ତ ପ୍ରାୟ 50 ରୁ ଅଧିକ ସିନେମା ରେ ଅଭିନୟ କରି ସାରିଲେଣି ଅଭିନେତ୍ରୀ ରିୟା । ଅଭିନେତ୍ରୀ ରିୟା ଙ୍କ ର ସୁନ୍ଦର ଅଭିନୟ କାରଣ ରୁ ରିୟା ଙ୍କୁ ସାରା ଓଡିଶା ର ଲୋକ ମାନେ ବହୁତ ଭଲ ପାଇବା ଦେଉଛନ୍ତି ।
ବର୍ତ୍ତମାନ୍ ସମୟ ରେ ରିୟା ଙ୍କୁ ପ୍ରାୟ 31 ବର୍ଷ ବୟସ ହୋଇଛି ।ବାହାଘର ପାଇଁ ରିୟା ଙ୍କୁ ଉପଯୁକ୍ତ ବୟସ ହୋଇ ମଧ୍ୟ ଏପର୍ଯ୍ୟନ୍ତ ସେ କାହାକୁ ଏ ବିଷୟ ରେ କହି ନଥିଲେ । ଦୀର୍ଘ ଦିନ ଧରି ତାଙ୍କ ର ଜଣେ ବୟଫ୍ରେଣ୍ଡ ଥିଲା ଆଉ ତାଙ୍କୁ ବହୁତ ଭଲ ପାଉଥିଲେ ରିୟା । କିନ୍ତୁ ଏ ପର୍ଯ୍ୟନ୍ତ ସମସ୍ତ ଙ୍କୁ ଏହି କଥା ଲୁଚେଇ ରଖି ଥିଲେ ଅଭିନେତ୍ରୀ ରିୟା ।
ଆଉ ଏବେ ଅଭିନେତ୍ରୀ ରିୟା ତାଙ୍କ ର ବୟଫ୍ରେଣ୍ଡ ଙ୍କୁ ବିବାହ କରିବା କୁ ଯାଉଛନ୍ତି ।ରିୟା ଙ୍କ ର ନିର୍ବନ୍ଧ ବହୁତ ଧୁମ ଧାମ୍ ରେ ହେଉଥିଲା ଆଉ ଆଶା କରା ଯାଉଛି ମଧ୍ୟ କି ବାହାଘର ବି ବହୁତ ଧୁମ ଧାମ ରେ କରା ଯିବ । ଆଉ ନିର୍ବନ୍ଧ ଭଳି ବାହାଘର ରେ ମଧ୍ୟ ସବୁ ସେଲିବ୍ରିଟି ମାନେ ମଧ୍ୟ ଯୋଗ ଦେବେ ଆଉ ବହୁତ ମଜ୍ଜା ମସ୍ତି କରିବେ ବୋଲି ଆଶା କରା ଯାଉଛି ।
ରିୟା ଙ୍କ ର ଏହି ମେହେନ୍ଦି ରସମ୍ ରେ ମଧ୍ୟ ବହୁତ ଅଭିନେତା ଓ ଅଭିନେତ୍ରୀ ମାନେ ଯୋଗ ଦେଇ ଥିଲେ । ଆଉ ସମସ୍ତେ ଏହି ମେହେନ୍ଦି ରସମ୍ କୁ ବହୁତ ଏଞ୍ଜଏ କରି ଥିବାର ନଜର ରେ ଆସିଥିଲେ । ତାହା ସହ ନିଜେ ରିୟା ଏ ମେହେନ୍ଦି ରସମ୍ କୁ ନାଚି ନାଚି ଏଞ୍ଜଏ କରିଛନ୍ତି ଆଉ ବହୁତ ସାରା ମସ୍ତି ମଧ୍ୟ କରିଛନ୍ତି ସମସ୍ତେ ଯାହାର ଭିଡିଓ ବହୁତ ଭାଇରାଲ ହେବାକୁ ଲାଗୁଛି ।
ସରିଗଲା ରିୟା ଙ୍କ ର ମେହେନ୍ଦି ରସମ୍ । ହେବାକୁ ଯାଉଛି ରିୟା ଙ୍କ ହଳଦୀ ତାପରେ ବାହାଘର । ଆପଣ ମାନେ ଜାଣି ଥିବେ ଯେ ଗତ ଦିନ ମାନଙ୍କ ରେ ନିର୍ବନ୍ଧ କରି ସାରିଛନ୍ତି ଅଭିନେତ୍ରୀ ରିୟା । ଆଉ ଏହି ନିର୍ବନ୍ଧ ପାର୍ଟି ରେ ବହୁତ ସାରା ସେଲିବ୍ରିଟି ମାନେ ଯୋଗ ଦେଇ ଥିବା ସହ ବହୁତ ମଜ୍ଜା ମସ୍ତି କରିଥିବାର ମଧ୍ୟ ନଜର ରେ ଆସିଥିଲେ ।
ଆଉ ଏହାରି ମଧ୍ୟ ରେ ରିୟା ଙ୍କ ନିର୍ବନ୍ଧ ବା ରିଙ୍ଗ ସେରିମନି ସାରି ଦେଇଛନ୍ତି । ଆଉ ତା ପରେ ସରି ଯାଇଛି ତାଙ୍କ ର ମେହେନ୍ଦି ରସମ୍ । ମେହେନ୍ଦି ରସମ୍ ପରେ ସାରିଯାଇଛି ରହିଛି ତାଙ୍କ ହଳଦୀ ରସମ୍ ଆଉ ତାଙ୍କ ର ବାହାଘର । ଆଉ ଅଳ୍ପ କିଛି ସମୟ୍ ରେ ବାହା ହେବେ ରିୟା । ଅଭିନେତ୍ରୀ ରିୟା ଦେ ନକର ଧୁମ୍ ଧାମରେ ବିବାହ ଉତ୍ସବ ପାଳନ କରାଯାଉଛି ।