ଦେଖନ୍ତୁ LIVE ଭି଼ଡିଓ ! ପ୍ରଥମ ଥର ପାଇଁ ଶୁଣନ୍ତୁ ଗୁରୁବାରୀ ର ମାଣ ବସା ଗୀତ….ମାତ୍ର 4 ଘଣ୍ଟାରେ 27K ରୁ ଅଧିକ ଲୋକ ଦେଖି ସାରିଲେଣି… …ଆଜି ଗୁରୁବାର ନିଶ୍ଚିତ ଶୁଣନ୍ତୁ

ଆଜିର ଦିନରେ ସୋସିଆଲ ମିଡ଼ିଆ ସମଂସ୍ତକ ପାଇଁ ଖୁବ୍ ଜରୁରୀ ହୋଇ ପଡ଼ିଛି। ଏହି ଇଣ୍ଟରନେଟ୍ ଯୁଗରେ ଲୋକମାନେ ସବୁ କିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଏମିତି କି କେଉଁଠି କେତେବେଳେ କେଉଁ ଘଟଣା ଘଟି ଚାଲିଛି ତାହା କେବଳ କିଛି ସେକେଣ୍ଡ ମଧ୍ୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣିବା ସମ୍ଭବ ହୋଇ ପାରୁଛି।ତେବେ ଆପଣ ମାନେ ମନୋରଞ୍ଜନ ପାଇଁ ସୋସିଆଲ ମିଡିଆରେ ବ୍ୟବହାର ନିଶ୍ଚିତ ଭାବେ କରୁଥିବେ ଏବଂ ସୋସିଆଲ ମିଡିଆରେ ଆପଣ ପ୍ରତିଦିନ ଅନେକ ପ୍ରକାର ଭିଡିଓ ଦେଖିବାକୁ ପାଉଥିବେ ଆଉ ପସନ୍ଦ ମଧ୍ୟ କରୁଥିବେ।ଆଜିର ଦିନରେ ଯୁବ ପିଢି ମାନେ ସୋସିଆଲ ମିଡ଼ିଆକୁ ନିଜ ରୋଜଗାରର ପନ୍ଥା ଭାବେ ଚୟନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇ ପାରୁଛନ୍ତି।

ତେବେ ସୋସିଆଲ ମିଡିଆରୁ ଲୋକପ୍ରିୟତା ହାସଲ କରିଥିବା ସେମିତି ଜଣେ ଜଣାଶୁଣା ହାସ୍ୟ ଅଭିନେତା ହେଉଛନ୍ତି ଟୁକୁନା ।ନାଁ ତାଙ୍କର କମେଡ଼ିଆନ୍ ଟୁକୁନା ଷ୍ଟାଇଲିସ୍ ଭାବରେ ସେ ବେଶ ପରିଚିତ। ୟୁଟ୍ୟୁବରୁ ନିଜର ପରିଚୟ ସୃଷ୍ଟି କରିଥିବା ଟୁକୁନା ଷ୍ଟାଇଲିସ୍ ଏବେ ଓଡ଼ିଶାର ଘରେ ଘରେ ପରିଚିତ। ୟୁଟ୍ୟୁବରେ ତାଙ୍କର ଭିଡିଓ ଅପଲୋଡ଼ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଦର୍ଶକ ତାଙ୍କ ଭିଡିଓକୁ ଦେଖିଥାନ୍ତି। ଆଉ ତାଙ୍କ ଭିଡିଓରେ ଏତେ ହାସ୍ୟରସ ଭରି ରହିଥାଏ କି ଯିଏ ତାଙ୍କର ଭିଡିଓ ଦେଖିବ ହସି ହସି ତାଙ୍କ ପେଟ ଦରଜ ହୋଇ ଯିବ।


ତେବେ ଟୁକୁନା ଷ୍ଟାଇଲିସ୍ ଙ୍କ ଅନେକ ଭିଡିଓ ଆପଣ ୟୁଟ୍ୟୁବରେ ଦେଖିବାକୁ ପାଇଥିବେ ଆଉ ଏହି ଭିଡିଓ ସବୁ ଆପଣଙ୍କୁ ନିଶ୍ଚିତ ପସନ୍ଦ ମଧ୍ୟ ଆସୁଥିବ।ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଟୁକୁନା ଷ୍ଟାଇଲିସ୍ ର ଏକ ଭିଡିଓ ୟୁଟୁବ ରେ ଅପଲୋଡ଼ ହୋଇଛି ଯାହା ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ସେ କମେଡ଼ିର ଟାଇଟେଲ ହେଉଛି ଗୁରୁବାରୀର ମାଣବସା। ଏହା ମାର୍ଗଶିର ମାସ ର ମାଣବସା ଗୁରୁବାର କୁ ନେଇ ଏକ ନୂଆ ପ୍ରକାରର ନୂଆ ଢ଼ଙ୍ଗରେ ତିଆରି ହୋଇଛି ଏହି କମେଡ଼ିଟି।


ଭିଡ଼ିଓରେ ଟୁକୁନା ,ଗୁଣ୍ଡା, ସୁଶାନ୍ତ, ଲିଟୁ, ବାପୁ ଓ ଚନ୍ଦନ ମିଶି କମେଡି କରୁଥିବାର ଦେଖିବା ପାଇଁ ମିଳିଛି। ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଲକ୍ଷ୍ମୀ ଙ୍କର ମାସ ମାର୍ଗଶୀର ମାସ ଆରମ ହୋଇ ଯାଈଛି। ଆଉ ଏହି ଭିଡିଓ ଟି ବହୁତ ସୁନ୍ଦର ହୋଇଛି। ଫ୍ୟାନ୍ ମାନେ ବହୁତ ପସନ୍ଦ କରିଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଏତେ ମଜାମସ୍ତି ଭରି ରହିଛି ଯାହା ଆପଣ ଭିଡିଓ ଦେଖିଲେ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.