Vastutips – ଘରେ ଏହି ଜାଗାରେ ମହୁଫେଣା ଥିଲେ ,କାହାକୁ କିଛି ନକହି କରନ୍ତୁ ଏହି ଛୁଟିଆ ଅଚାନକ ହେବ ଧନର ବର୍ଷା ଓ ମାଲଷ୍ମୀଙ୍କ କୃପା ପ୍ରାପ୍ତି ହୁଏ…

ଧନୀ ହେବା ପାଇଁ କିଏ ବା ଚାହିଁ ନଥାଏ। ସମସ୍ତେ ଚାହାଁନ୍ତି ତାଙ୍କ ଜୀବନରେ କେବେ ବି ଧନର କମି ନରହୁ। ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଉପାୟ ବାବଦରେ ଜଣାଇବୁ ଯାହାକୁ କରିବା ଦ୍ଵାରା ଆପଣ ମଧ୍ୟ ଜଣେ ଧନବାନ ବ୍ୟକ୍ତି ହୋଇ ପାରିବେ । ତେବେ ଶାସ୍ତ୍ରରେ କୁହାଯାଇଛି କି ମହୁ ଫେଣା କୁ ଆମେ ମାନେ ବିଭିନ୍ନ ଉପାୟରେ ବ୍ୟବହାର କରି ଆମର ଧନ ଜନିତ ସମସ୍ୟା ସହିତ ବିଭିନ୍ନ ପ୍ରକାରର ସମସ୍ୟା ରୁ ମୁକ୍ତି ପାଇ ପାରିବା |

ଆପଣ ମାନେ ସମସ୍ତେ ନିଶ୍ଚିତ ଭାବରେ ଜାଣି ଥିବେ ଯେ ମହୁ ଫେଣା ହେଉଛି ମା ଦୁର୍ଗା ଙ୍କର ପ୍ରିୟ ଜିନିଷ ଅଟେ | ତାହା ସହିତ ମହୁ କୁ ମଧ୍ୟ ଆମେ ଅମୃତ ଭିତରୁ ଗୋଟିଏ ବୋଲି ମାନିଥାଉ | ତାହେଲେ ଆସନ୍ତୁ ସେହି ମହୁଫେଣା ଆମକୁ କେମିତି ଧନ ପ୍ରାପ୍ତି ରେ ସାହାଯ୍ୟ କରିଥାଏ ଜାଣିବା |

 

ତେବେ ଆମେ ଆମର ଧନ ବୃଦ୍ଧି ହେବାପାଇଁ ମା ଲଷ୍ମୀଙ୍କ ଆରାଧନା କରିଥାଉ |ମା ଲଷ୍ମୀ ଯଦି ଆପଣଙ୍କ ଉପରେ ପ୍ରସନ୍ନ ରୁହନ୍ତି ତେବେ ଆପଣଙ୍କ ଘର ଧନ ଧନ୍ୟରେ ପୁରି ଉଠିବ |ମା ଲଷ୍ମୀଙ୍କ ଅତି ପ୍ରିୟ ବାର ହେଉଛି ଗୁରୁବାର |ଏହି ଗୁରୁବାର ବାର ଦିନ ଆପଣ ମା ଲଷ୍ମୀଙ୍କୁ ପ୍ରସନ୍ନ କରିପାରିବେ |

ଆପଣ କେବଳ ମା ଲଷ୍ମୀଙ୍କ ପୂଜା କଲେ ମା ପ୍ରସନ୍ନ ହୁଅନ୍ତି ନାହିଁ, ତାଙ୍କର ପୂଜା ସହ କେତେକ ନିୟମ ମଧ୍ୟ୍ୟ ମାନିବାକୁ ପଡିଥାଏ |ମା ଯଦି ଆପଣଙ୍କ ଉପରେ କୃପା କରନ୍ତି ଆପଣଙ୍କ ଘରେ ସବୁ ଦୁଃଖ ଦୂର ହୋଇଯିବ | ଆପଣ ଶାନ୍ତିରେ ପରିବାର ସହିତ ଦିନ ବିତାଇବେ,ଏବଂ ଖୁସିରେ ରହିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ ବିଷୟରେ ଜଣେଇବୁ ତାହା କରିବା ଦ୍ବାରା ମାଁଲକ୍ଷୀ ଆପଣଙ୍କ ଘର ଉପରେ ସଦାସର୍ବଦା ପ୍ରସନ୍ନ ରହିବେ ଏବଂ ଆପଣଙ୍କର ଆଉ କେବେବି ଧନଜନିତ କୌଣସି ସମସ୍ୟା ରହିବ ନାହିଁ ।

 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନ ଜନିତ ସମସ୍ତ ପ୍ରକାର ସମସ୍ୟା ଦୂର କରିବା ପାଇଁ ଆପଣ ଉଡିଯାଇଥିବା ମହୁ ଫେଣା ଥିବା ଗଛ ପାଖକୁ ଯାଇ ସେଠାରେ ଧୂପ ଦିପ ଦେଇ ତାହାକୁ ପୂଜା କରିବା ସହିତ ନିଜର ଧନ ସମସ୍ୟା ବିଷୟରେ ଜଣାଇ ତାର ପର ଦିନ ସେହି ମହୁ ଫେଣା କୁ ଆଣିକି ଆପଣଙ୍କର ମୁଖ୍ୟ ଦ୍ୱାର ସମ୍ମୁଖରେ ପୋତି ଦେବେ । ଏହାଛଡା ସେହି ମହୁ ଫେଣାରୁ ଅଳ୍ପ କିଛି ଆଣି ଏକ ନାଲି କପଡା ରେ ବାନ୍ଧୀକି ଆପଣଙ୍କର ଟଙ୍କା ରହୁଥିବା ସ୍ଥାନରେ ରଖିଲେ ମଧ୍ୟ ଧନ ଜନିତ ସମସ୍ୟା ଦୂର ହୋଇଥାଏ ଏବଂ ମହୁ ଫେଣା କୁ ଡେଉଂରୀଆ ରେ ବାନ୍ଧୀକି ଗଳାରେ ପକାଇଲେ ନଜର ଦୋଷ ଦୂର ହୋଇଥାଏ ।

ତେବେ ଏହା ବ୍ୟତିତ ଅନ୍ୟ ଏକ ଉପାୟ ରହିଛି ଯାହା ଦ୍ବାରା ମଧ୍ୟ ଆପଣଙ୍କର ଧନଜନିତ ସମସ୍ୟା ଦୂର ହୋଇଯାଇଥାଏ । ଆପଣ ପ୍ରଥମେ ଗୋଟିଏ ମହୁ ଫେଣା ପାଖକୁ ଯିବେ ଏବଂ ସେଥିରେ ଗଙ୍ଗା ଜଳ ଛିଞ୍ଚି ଦେବେ ଏହାପରେ ହଳଦୀରେ ଆପଣଙ୍କ ମନରେ ଯାହା ଚାହୁଁଛନ୍ତି ତାହାକୁ ଲେଖିକି ପାଣିରେ ଭୋସାଇ ଦେବେ ଦେଖିବେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ । ପ୍ରେମସଂପର୍କକୁ ଯଦି ନିଜ ବସରେ କରିବାକୁ ଇଚ୍ଛା କରୁଛନ୍ତି ତେବେ ଗୁଡ଼ରେ ମହୁ ଫେଣାରୁ କିଛି ମିଶେଇ ତାହାକୁ ଖାଦ୍ୟରେ ଖାଇବାକୁ ଦେଇ ଦିଅନ୍ତୁ | ଏପରି କିଛି ଉପାୟ କରନ୍ତୁ ଦେଖିବେ ଆପଣଙ୍କର ସମସ୍ତ ଇଚ୍ଛା ବହୁତ ଶିଘ୍ର ପୂରଣ ହୋଇଯିବ ।

Leave A Reply

Your email address will not be published.