breaking ଭିଡିଓ- ବିବାହ ବନ୍ଧନରେ ବାନ୍ଧିହେଲେ ହେଲେ ଅଭିନେତ୍ରୀ ରିୟା ଏବଂ ସମସ୍ତ ଅଭିନେତ୍ରୀ ଆସିଯୋଗ ଦାନ କଲେ…. ଦେଖନ୍ତୁ full ଭିଡିଓ


ତେବେ ଏହି ଖବର ଟି ସିନେମା ଆକଟ୍ରେସଙ୍କ ସହ ଜଡ଼ିତ ଅଟେ।ଓଡ଼ିଆ ସିନେମା ଆକଟ୍ରେସଙ୍କୁ ନେଇ ଏବେ ଅନେକ ଖବର ଆସୁଛି। ଏହି ଖବରଟି ହେଉଛି ଅଭିନେତ୍ରୀ ରିୟାଙ୍କୁ ନେଇ। ତେବେ ଆପଣ ମାନେ ତ ଅଭିନେତ୍ରୀ ରିୟାଙ୍କୁ ବେସ ଭଲ ଭାବେ ଜାଣି ଥାଇପାରନ୍ତି। ତାଙ୍କୁ ନେଇ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଖବରଟି ହେଉଛି ତାଙ୍କ ବାହାଘରକୁ ନେଇ। ରିୟାଙ୍କର ଏବେ ବାହାଘର ହେବାକୁ ଯାଉଛି। ତେବେ ବେଶ କିଛି ଦିନ ହେବ ରିୟା ଙ୍କର ଏନଗେଜମେଣ୍ଟ କୁ ନେଇକି ଭିଡ଼ିଓ ମାନ ଭାଇରାଲ ହେଉଥିବା ବେଳେ । ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ରିୟା ଙ୍କର ମେହେନ୍ଦି ଫାଂକସନ ର ଏକ ଭିଡ଼ିଓ ।

ଆଉ ଯେଉଁଥିରେ ଦେଖିବାକୁ ମିଳିଛି କି ଓଲିଉଡ଼ ହିରୋଇନ ରିୟା ବେଶ ସୁନ୍ଦର ଭାବରେ ଡାନ୍ସ କରିବାକୁ ଲାଗିଛନ୍ତି ଷ୍ଟେଜ ଉପରେ ତାହା ପୁଣି ତାଙ୍କର ସାଙ୍ଗ ମାନଙ୍କ ସହିତ ଓ ରିୟା ମଧ୍ୟ ବେଶ ଖୁସି ଥିବାର ନଜର ଆସିଛନ୍ତି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ଟିକିଏ ନଜର ପକାଇବା ।



ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଅଭିନୟ ର ଯାଦୁ ରେ ଦର୍ଶକ ମାନ ଙ୍କର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ଅଲିଉଡ ର ସୁନ୍ଦରୀ ଅଭିନେତ୍ରୀ ରିୟା। ତେବେ ଚୁଳ ବୁଲି ଅଭିନେତ୍ରୀ ଜଣଙ୍କ ଅନେକ ଓଡ଼ିଆ ଫ୍ଲିମ ରେ ନିଜର ଅଭିନୟ ର ଝଲକ ଦେଖାଇ ଦର୍ଶକ ମାନଙ୍କର ହୃଦୟକୁ କିଣି ନେଇଥିବା ସେହି ଚୁଳ ବୁଲି ନାୟିକା ଜଣଙ୍କ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଆଉ ଯାହା ଜଣ ପଡିଛି ରିୟା ପ୍ରେମ ବିବାହ କରିବେ ଆଉ ତାହା ପୁଣି ଜଣେ ବିଜ ନେସମେନ ସୁନୀଲ ଙ୍କ ସହିତ ।ଆଉ ତାଙ୍କର ହଳଦୀ ରସମ ହୋଇଥିଲା। ଯେଉଁଥିରେ ଅନେକ ଲୋକ ଯୋଗ ଦେଇଥିଲେ।ଏହାକୁ ନେଇ ଏକ ଭିଡ଼ିଓରେ ଦେଖାଯାଉଛି କି ଯେଉଁଥିରେ ରିୟାଙ୍କ ସହିତ ଅନ୍ୟ ୩ ଜଣ ନାଚୁଥିଲେ। ସେ ତାଙ୍କ ହଳଦୀରେ ଅନେକ ନାଚିଥିଲେ ଅନ୍ୟ ମାନଙ୍କ ସହ ମିଶି।ସେମାନେ ସୁନ୍ଦର ଭାବେ ନାଚୁଥିଲେ। ୪ ଜଣ ଯାକ ହଳଦୀ ରଙ୍ଗର ଶାଢ଼ୀ ପିନ୍ଧି ତୁ ଚିଜ ବଡି ହେ ମସ୍ତ ମସ୍ତ ଗୀତରେ ନାଚିଥିଲେ।

ବହୁତ ସୁନ୍ଦର ନାଚୁଥିଲେ ସେ ୪ ଜଣ। ରିୟା ଅନେକ ଫିଲ୍ମରେ ଅଭିନୟ କରିଥିଲେ। ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।ସେ ବିଭିନ୍ନ ପ୍ରକାରର ଆକ୍ଟିଂ ବି କରିପାରନ୍ତି। ଅନେକ ଫିଲ୍ମରେ ସେ ଆକ୍ଟିଂ କରିଛନ୍ତି।ଡାନ୍ସରେ ହଳଦୀ ରଙ୍ଗର ଶାଢୀ ପିନ୍ଧି ଏକ ଗୀତ ବାଜୁଥିଲେ ଓ ସେମାନେ ନାଚୁଥିଲେ। ଏକ ଭିଡ଼ିଓରୁ ଜଣ ଯାଉଛି କି ତୁ ଚିଜ ବଡି ହେ ମସ୍ତ ମସ୍ତ ଗୀତଟି ବାଜିଥିଲା ଓ ସେମାନେ ନାଚିଥିଲେ। ରିୟା ଓଲିଉଡ ଆକଟ୍ରେସ ଅଟନ୍ତି।ସେ ଅନେକ ଫିଲ୍ମରେ ଆକ୍ଟିଂ କରିଛନ୍ତି।ଓଲିଉଡରେ ଅନେକ ଫିଲ୍ମ ଆକ୍ଟର ମାନେ ରୋଲ କରନ୍ତି। ଯେଉଁଥିରେ ରିୟା ଆକଟ୍ରେସ ଭାବେ ରୋଲ କରନ୍ତି, ସେ ଓଲିଉଡରେ ଅନେକ ସିନେମାରେ ଅଭିନୟ ବି କରିଛନ୍ତି।

Leave A Reply

Your email address will not be published.