(ଶୁକ୍ରବାର ଦିନ) କଦଳୀ ଗଛ ମୂଳରେ ପୋତିଦିଅନ୍ତୁ ଏହି ଜିନିଷ ( ଧନ,ବିବାହ,ସନ୍ତାନ,ଚାକିରି,ବ୍ୟବସାୟ) ସମସ୍ୟା ଦୂର ହେବ

ଆଜି ଆମେ ଏମିତି ଏକ ସହଜ ଉପାୟ ବିଷୟରେ କହିବୁ ଯାହାକୁ ଯଦି ଶ୍ରଦ୍ଧା ର କରାଯାଏ ଓ ଭକ୍ତିର ସହ କରାଯାଏ ତାହେଲେ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯାଏ। କୌଣସି ବି ସମସ୍ୟା ଥାଉ ତାହା ବହୁତ ଶୀଘ୍ର ସମାପ୍ତ ହୋଇ ଯାଇଥାଏ ଏବଂ ଆମର ସମସ୍ତ ମନସ୍କାମନା ପୂରଣ ହୋଇ ଯାଇଥାଏ। ଆଜିର ବିଷୟ ହେଉଛି ଶୁକ୍ରବାର ଦିନ କରାଯାଉଥିବା ଉପାୟ। ଯଦି ଆମର ଜନ୍ମ କୁଣ୍ଡଳୀରେ ଶୁକ୍ର ଗ୍ରହ ରେ ଖରାପରେ ଅଛି ତାହେଲେ ଅସୁବିଧା ହୋଇଥାଏ।

ଭାଗ୍ୟ ଆମର ସାଥ୍ ଦେଇ ନଥାଏ। ଯେବେ ଏହି ଗ୍ରହ ଖରାପ ଥାଏ ସେତେବେଳେ ଦାମ୍ପତ୍ୟ ଜୀବନରେ ଖରାପ ସମୟ ଆସିଥାଏ। ଯଦି ଏହି ସମୟରେ କିଛି ଠିକ୍ ଉପାୟ କରିବା ତାହେଲେ ଏହା ଠିକ୍ ହୋଇଯିବ। ଯେତେବି ମନସ୍କାମନା ଥିବ ପୁରଣ ହୋଇଥାଏ। ସମସ୍ତ ସୁଖର ପ୍ରାପ୍ତି ହୋଇଥାଏ।


ତେବେ କିଛି ବିଶେଷ ଜିନିଷ ଶୁକ୍ରବାର ଦିନ କଦଳୀ ଗଛ ମୂଳରେ ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇ ଯାଇଥାଏ। ତେବେ ଜାଣିବା କଣ କଣ ସେହି ଜିନିଷ ଗୁଡ଼ିକ। କଦଳୀ ଗଛର ପୂଜା କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି। ଯଦି ଆପଣ ଶୁକ୍ରବାର ଦିନ କଦଳୀ ଗଛ ମୂଳରେ କିଛି ଚନ୍ଦନ କାଠ ଏକ ହଳଦିଆ କପଡ଼ାରେ ବାନ୍ଧି କଦଳୀ ଗଛ ମୂଳରେ ଅର୍ପଣ କରନ୍ତି ଆପଣଙ୍କ ଜୀବନରେ ଧନର ଆଗମନ ହୋଇଥାଏ।

ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଅଧିକ ଧନଲାଭ ହୋଇଥାଏ, ଆୟ ହୋଇଥାଏ। ଯଦି ଆପଣ ଏହି ଉପାୟ କରନ୍ତି ତାହେଲେ ଧନର ଆଗମନ ହେବ। ଶୁକ୍ରବାର ଦିନ ଉଠି ସ୍ନାନ, ନିତ୍ୟକର୍ମ ସାରି କଦଳୀ ଗଛ ମୂଳରେ ଜଳ ଅର୍ପଣ କରି ଦିଅନ୍ତୁ ଏବଂ ତାପରେ ଚନ୍ଦନର କିଛି କାଠ ହଳଦିଆ କପଡ଼ାରେ ବାନ୍ଧି କଦଳୀ ଗଛରେ ବାନ୍ଧି ଦିଅନ୍ତୁ। ଏହା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ କରିଥାଏ।


ଶୁକ୍ରବାର ଦିନ ଜଳରେ କିଛି ହଳଦୀ ମିଶାଇ କଦଳୀ ଗଛ ମୂଳରେ ଅର୍ପଣ କଲେ ଆପଣଙ୍କ ଜୀବନ ଚମକି ଉଠିବ। ଯଦି ବ୍ୟାପାରରେ ବାଧା ହେଉଛି, ଆପଣଙ୍କୁ କିଛି ଚାକିରି ମିଳୁ ନାହିଁ ତାହେଲେ ଏହି ହଳଦୀ ମିଶା ପାଣି କଦଳୀ ଗଛ ମୂଳରେ ଅର୍ପଣ କରନ୍ତୁ। ଯଦି ପ୍ରତ୍ୟେକ ଶୁକ୍ରବାର ଦିନ ଏପରି କରିବେ ତାହେଲେ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିଥାଏ।

ଯେଉଁ ଲୋକ ତାର ଜୀବନରେ ବହୁତ ଅଧିକ ଦୁଃଖ ରେ ଅଛନ୍ତି ଆପଣଙ୍କର କୌଣସି ବି କାମ ହେଉ ନାହିଁ, ଘର ପରିବାରରେ ବି ସମସ୍ୟା ଲାଗି ରହୁଛି, ଚାରିଆଡ଼ୁ ସମସ୍ୟା ଘେରି ରହିଛି ତ ଆପଣଙ୍କୁ ଶୁକ୍ରବାର ଦିନ କଦଳୀ ଗଛ ମୂଳରେ ଅଳ୍ପ ଗୁଡ଼ ପାଣିରେ ବତୁରା ହୋଇଥିବା ଚଣାର ଡାଲି ଅର୍ପଣ କରନ୍ତୁ। ଦେଖିବେ ଭଗବାନଙ୍କ କୃପା ଆପଣଙ୍କ ଉପରେ ରହିବ ଏବଂ ଆପଣଙ୍କ ଜୀବନରେ ଯାହାବି କାମ ପୁରଣ ହୋଇପାରୁ ନଥିଲା ସେହି ସବୁ କାମ ପୁରା ହେବ।

Leave A Reply

Your email address will not be published.