ମଡର୍ଣ୍ଣ ଯୁଗର ଯୁଗର ଷଡ଼ର୍ଣ୍ଣ ଛୁଆ xpress ଟ୍ୟାଲେଣ୍ଟେଡ… ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ…

ପ୍ରତିଦିନ ଆପଣ ମାନେ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ। ଯାହାକୁ ଦେଖିଲେ ଆମକୁ ବହୁତ ଖୁସି ଲାଗିଥାଏ ଆଉ ଆମ ମନ ଖୁସି ହୋଇ ଯାଇଥାଏ ବୋଲି କୁହା ଯାଇଥାଏ ।ତେବେ ସେହି ଭଳି ଏକ ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଆଉ ଯେଉଁଠି ଦେଖିବାକୁ ମିଳିଛି କି କୁନି ପୁଅ ଟେ ଦେଖାଇବା କୁ ଲାଗିଛି ତାର ପାଖରେ ଥିବା ଜବରଦସ୍ତ ଟେଲେଣ୍ଟ କୁ ଆଉ ଯାହାକୁ ଆପଣ ମାନେ ମଧ୍ୟ ଦେଖିଲେ ଖୁସି ହୋଇଯିବେ । ତାହେଲେ ଦେଖନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ।

କୁନି କୁନି ପିଲା ମାନ ନକର ଭିଡ଼ିଓ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ହେଉଛି ଜଣେ ଛୋଟ ପିଲା ର ଆଉ ଯେଉଁଠି ଛୋଟ ପିଲା ଟି ଗାଁ ର ତାଙ୍କର କେତେ ଜଣ ସାଥି ପିଲା ମାନଙ୍କ ସହିତ ମିଶିକି ମୋଜା ମସ୍ତି କରୁଥିବା ର ଦେଖିବା କୁ ମିଳି ଥିଲା । ଆଉ ଯାହା କୁହାଯାଉଛି କି 4-5 ବର୍ଷ ର ହେବ ଏହି କୁନି ପୁଅ ଟି । ଆଉ ତାକୁ ଯେତେବେଳେ ତାହାର ନାଁ ପଚାରା ଯାଉଛି ସେତେବେଳେ ସେ ତାହାର ନାଁ ବଳଭଦ୍ର ଟୁଁଙ୍ଗୁରିଆ ବୋଲି କହୁଛି । ଆଉ ସେ କଣ କରୁଛି ବୋଲି ପଚାରିବା କୁ ସେ ମୁଢି ଖାଉଛି ବୋଲି କହିବା କୁ ଲାଗୁଛି ।

ଆଉ ଦେଖିବାକୁ ମିଳିଛି କି ଛୋଟ ପିଲା ଟିକୁ ଯାହା ବି ପାଠ ପୋଚରା ଯାଉଛି ସେ ବେଶ ଭଲ ଭାବରେ ସମସ୍ତ ପ୍ରଶ୍ନ ର ଉତ୍ତର ଦେବାକୁ ଲାଗୁଛି । ଆଉ ସେ ଅ ଆ ମଧ୍ୟ ଡାକିବା ସହିତ ଏ ବି ସି ଡ଼ି ମଧ୍ୟ ଡାକିବାକୁ ଲାଗୁଛି । ଆଉ ଛୋଟ ଛୁଆଁ ଟିର ଏହି ଭଳି ଭିଡ଼ିଓ କୁ ସମସ୍ତେ ପ୍ରାୟ ପସନ୍ଦ କରିବାକୁ ଲାଗିଛନ୍ତି ଆଉ ବହୁତ ଭଲ ପାଇବା ମଧ୍ୟ ମିଳିଛି ଛୋଟ ଛୁଆଁ ଟିର ଏହି ଭଳି ଭିଡ଼ିଓ ପାଇକି ବୋଲି କୁହାଯାଉଛି । ତେବେ ଏହା ସହିତ ଏହି କୁନି ପୁଅ ଟି ପାଖରେ ଅନ୍ୟ ଟେଲେଣ୍ଟ ମଧ୍ୟ ରହିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି ।

 

ଯେଉଁଠି ଦେଖିବାକୁ ମିଳିଛି କି ଛୋଟ ଛୁଆଁ ଟି କୁ ଯେତେବେଳେ ଗୀତ ଗାଇବା କୁ କୁହାଯାଇଛି ସେତେବେଳେ ସେ ଗୀତ ଜାଣିନି ବୋଲି କହୁଛି ।ମାତ୍ର ଯେତେବେଳେ ଛୋଟ ଛୁଆଁ ଟି କୁ ଡିଜେ ବଜେଇବା କଥା କୁହାଯାଇଛି ସେତେବେଳେ ବହୁତ ସୁନ୍ଦର ଭାବରେ ଡିଜେ କୁ ନିଜ ପାଟି ରେ ବଜେଇବା କୁ ଲାଗିଛନ୍ତି ପିଲା ଜଣ ଙ୍କ ଆଉ ଛୋଟ ପିଲା ପାଖରେ ଏହି ଭଳି ଟେଲେଣ୍ଟ ସମସ୍ତ ଙ୍କ ବେଶ ଆକୃଷ୍ଟ କରେଇଛି lଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.