ଦେଖନ୍ତୁ ଆଧୁନିକ ସଂକୀର୍ତ୍ତନ…ପ୍ରଥମ ଗୀତରୁ ହେଲା ଝିଅ ଉପରକୁ ନୋଟ୍ ବର୍ଷା..ଅକୁର ନେଇ ଗଲା ରେ ଝିଅକୁ.. ଥରେ ବଦଳରେ ୧୦ ଥର ଦେଖିବେ… 36 Million ରୁ ଅଧିକ ଲୋକ ଦେଖି ସାରିଲେଣି….

ଏବେ ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି ଯାହାକୁ ଯିଏ ଦେଖୁଛି, ଓ ଶୁଣୁଛି ସେହିଁ ଭିଡ଼ିଓ ଟି ର ପ୍ରଶଂସା କରୁଛି | ହଁ ଆଜ୍ଞା ଏମିତି ଏକ ଭିଡ଼ିଓ ଯେଉଁ ଭିଡ଼ିଓ କୀର୍ତ୍ତନ ର ଦୁଶ୍ୟ ସହତି ନୃତ୍ୟ ମଧ୍ୟ ଦେଖିବାକୁ ମିଳିଥିବା କୁହାଯାଇଛି | ତେବେ ଏହି ସଂକୀର୍ତ୍ତନ ମଞ୍ଚରେ ଦେଖାଯାଇଥିବା ଦୁଶ୍ୟ ଭିଡ଼ିଓ କୁ ଲୋକମାନେ ବହୁତ ମାତ୍ରା ରେ ପ୍ରଶଂସା କରିବା ସହିତ ଏହି ସଂଗୀତ କୁ ମଧ୍ୟ ଉପଭୋଗ କରିଥିବା କୁହାଯାଇଛି, ତେବେ ଏହି ସଂଗୀତ ର ତାଳେ ତାଳେ ନିଜକୁ ହଜାଇ ଦେଇଥିବା ସଂକୀର୍ତ୍ତନ ର ଗାୟିକା ମାନେ ଆନନ୍ଦ ରେ ନାଚି ଉଠିଥିବା ଦେଖାଯାଇଛନ୍ତି | ତାହାଲେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସଂଗୀତ ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି |


ଭଜନ, ଜଣାଣ, ସଂକୀର୍ତ୍ତନର ଭିଡିଓ ପ୍ରତିଦିନ ଆପଣ ସୋସିଆଲ ମିଡ଼ିଆରୁ ଦେଖିବାକୁ ପାଉଥିବେ। ପ୍ରତ୍ୟେକ୍ଷ ଭାବରେ ମଧ୍ୟ ଆପଣ ଏହିସବୁ ଭିଡିଓ ସଂସ୍ପର୍ଶରେ ଆସୁଥିବେ। ଏହିସବୁ କାର୍ଯ୍ୟକ୍ରମ ଯାହା ସତ୍ ସଙ୍ଗ ଦେଇଥାଏ ଏବଂ ସତ୍ ମାର୍ଗରେ ପରିଚାଳିତ କରାଇଥାଏ ତାହା ଅନେକଙ୍କୁ ବହୁତ୍ ଭଲ ଲାଗିଥାଏ। ଏହିସବୁ ର ଭିଡିଓ ଦୃଶ୍ୟ ଦେଖିବାକୁ ଅନେକଙ୍କୁ ବହୁତ୍ ଭଲ ଲାଗିଥାଏ। ସୋସିଆଲ ମିଡିଆରେ ବି ଏସବୁର ଭିଡିଓ ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳିଥାଏ। ତେବେ ସୋସିଆଲ ମିଡ଼ିଆ ରୁ ମନୋରଂଜନ ର ସୁରାକ୍ ତ ନିଶ୍ଚିତ ଭାବରେ ଆପଣ ପାଇ ଯାଉଥିବେ।


ତେବେ ଆଜିକାଲି ଯୁଗରେ କେତେ କଣ ଆଗକୁ ଯିବା ବେଳେ ଏବେ ସଂକୀର୍ତ୍ତନ ରେ ମଧ୍ୟ ସଂକୀର୍ତ୍ତନ କାରୀ ମାନେ ନିଜର ଚେଷ୍ଟା ଓ ବୁଦ୍ଧି ବଳ ରେ ଆଗକୁ ଯିବା ପାଇଁ ଚେଷ୍ଟା କରିଛନ୍ତି ସେଥିପାଇଁ ସେମାନେ ଏବେ ସଂକୀର୍ତ୍ତନ ରେ ନୂଆ ଗୀତ କୁ ଯୋଡି ତାଙ୍କ ଅନ୍ଦାଜ ଗାଇବା ଆରମ୍ଭ କରିଦେଇଛନ୍ତି ଓ ଏହାକୁ ଲୋକ ମାନେ ଶୁଣି ଆନନ୍ଦ ନେବା ସହିତ ସଂଗୀତ ମାଧ୍ୟମ ରେ ଦର୍ଶକ ମାନଙ୍କ ମନକୁ ମଧ୍ୟ ଜିତିପାରିଛନ୍ତି | ସେଥିପାଇଁ ସେମାନେ ସବୁବେଳେ ନିଜର ଚେଷ୍ଟା ଓ ବୁଦ୍ଧି ବଳ ରେ କିଛି ନୂଆ କରିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି | ତାହାଲେ ସେଇ ଚେଷ୍ଟା ଓ ବୁଦ୍ଧି ବଳ ସେମାନେ ଆରମ୍ଭ କରିଥିବା ସଂଗୀତ ମଧ୍ୟ ରୁ ଏବେ ଭାଇରଲ ହେଉଥିବା ସଂଗୀତ ଅନ୍ୟତମ ବୋଲି କୁହାଯାଇଛି |

ଏହି ଭାଇରାଲ୍ ସଂକୀର୍ତ୍ତନରେ ଭିଡିଓରେ ଦେଖିବାକୁ ମିଳିଛି ଯେ ଗାୟିକା ସୁନିତା ସାହୁ ବହୁତ ସୁନ୍ଦର ଭାବରେ କାର୍ତ୍ତନରେ ସଂଗୀତ ପରିବେଶଷ କରୁଛନ୍ତି । ଆଉ ଯାହାଙ୍କ ଗୀତରେ ତାଳେ ତାଳେ ସେଠାରେ ଉପସ୍ଥିତ ଅନ୍ୟ ସମସ୍ତେ ନାଚିବାକୁ ଲାଗିଛନ୍ତି । ସେ ମଧ୍ୟ ଅତି ଭାବଭରା କଣ୍ଠରେ ଭଗବାନଙ୍କୁ ସ୍ମରଣ କରି ତାଙ୍କରସୁମଧୁର କଣ୍ଠରେ ଅକୁର ନେଇଗଲା ରେ ଝିଅକୁ ଗୀତ ଗାଇଛନ୍ତି । ଆଉ ତାଙ୍କର ଏପରି ସଂଗୀତ ଶୁଣି ସେଠାରେ ଉପସ୍ଥିତି ଥିବା ସମସ୍ତ ଲୋକ ତାଙ୍କୁ ପ୍ରଶଂସା କରିବା ସହିତ ଅନେକ ପୁରଷ୍କାର ମଧ୍ୟ ଦେଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ।

Leave A Reply

Your email address will not be published.