life style ଏଥିରୁ ବାଛନ୍ତୁ ଗୋଟିଏ ମସିହା ଓ ଜାଣନ୍ତୁ କଣ କହି ଥାଏ ଆପଣଙ୍କ ନାଭି ଆପଣଙ୍କ ବିଷୟରେ |

ଜୀବନରେ ସମସ୍ତଙ୍କର ଅନେକ ସମସ୍ୟା ଆସିଥାଏ, ଏହି ସମସ୍ୟାକୁ ଦୂର କରିବାପାଇଁ ପ୍ରାୟତଃ ଜ୍ୟୋତିଷ ଶାସ୍ତ୍ରର ଉପଯୋଗ କରିଥାନ୍ତି ।ଏହା ସହିତ ଲୋକେ ନିଜର ଭବିଷ୍ୟତ ସହିତ ଜଡିତ କଥା ଗୁଡିକ ମଧ୍ୟ୍ୟ ଜାଣିବାକୁ ଚେଷ୍ଟା କରିଥାନ୍ତି ।ଆଗକୁ ଆସୁଥିବା ନୂଆ ବର୍ଷଟି ଆପଣଙ୍କ ପାଇଁ କେତେ ଶୁଭ ହୋଇଥାଏ ବା ଏହି ବର୍ଷ ଆପଣଙ୍କର କେମିତି କାଟିବ ମୁଁ ଆଜି ଆପଣକୁ ଏହି ବିଷୟରେ ଜଣାଇବି ।

ଆପଣକୁ ତିନୋଟି ରଙ୍ଗ ଅର୍ଥାତ ହଳଦିଆ, ନାଲି ଏବଂ ନୀଳ ମଧ୍ୟରୁ ଯେ କୌଣସି ଗୋଟିଏ ରଙ୍ଗ ପସନ୍ଦ କରିବାକୁ ପଡିବ ।ଯେଉଁ ବ୍ୟକ୍ତି ଯେଉଁ ରଙ୍ଗ ପସନ୍ଦ କରିବେ ସେ କଉଁ ସ୍ଵଭାବରେ ହୋଇଥିବେ, ସମୟ ତାଙ୍କୁ କଉଁ ଆଡକୁ ନେଇଯିବ ସେ ବିଷୟରେ ମୁଁ ଜଣାଇବି ।ତେବେ ଜାଣିବା ଏହାର ସମ୍ପୂର୍ଣ କଥା ବିଷୟରେ ।

 

ନୀଳରଙ୍ଗ –

ଆପଣ ଯଦି ନୀଳ ରଙ୍ଗ ବାଛିଛନ୍ତି ତେବେ ଆପଣ ଆଗକୁ ଆସୁଥିବା ଲମ୍ବା ସମୟରେ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡିବ ।ଆପଣ ଜଣେ ଗଭୀର ବ୍ୟକ୍ତି ଅଟନ୍ତି,ଅଯଥାରେ ସମୟ ନଷ୍ଟ ନକରି ନିଜ କେରିଅର ପାଇଁ ଚିନ୍ତା କରିଥାନ୍ତି ।ଆପଣ ନିଜର ଅଭିଜ୍ଞାତା ମାଧ୍ୟ୍ୟମରେ ନିଜେ ହିଁ ଦିନେ ସଫଳତା ହାସଲ କରିବେ,ଜୀବନରେ ଆପଣ ଯେକୌଣସି କାର୍ଯ୍ୟ କରିବା ପାଇଁ ଚେଷ୍ଟା କରନ୍ତି ସେହି କାର୍ଯ୍ୟ ବିଷୟରେ ଅଧିକ ଚିନ୍ତାକରିଥାନ୍ତି ।ଆପଣ ବିବାହିତ ହୋଇଥିଲେ ନିଜର ଜୀବନ ସାଥୀଙ୍କ କଥା ନିଶ୍ଚିତ ଶୁଣନ୍ତୁ, ତାହାଦ୍ଵାର ଆପଣ ବହୁତ ଆଗକୁ ଯାଇପାରିବ ।

ହଳଦିଆ ରଙ୍ଗ –

 

 

ଏହି ରଙ୍ଗ ପସନ୍ଦ କରିଥିବା ବ୍ୟକ୍ତିମାନେ ବହୁତ ଧର୍ଯ୍ୟବାନ ଓ ଵିଵେକୀ ହୋଇଥାନ୍ତି ।ଏହି ବ୍ୟକ୍ତିମାନେ ଯେଉଁ କ୍ଷେତ୍ରରେ ରହନ୍ତି ସବୁ କ୍ଷେତ୍ରରେ ଉଚ୍ଚରେ ହିଁ ରହିଥାନ୍ତି ।ଏହି ବ୍ୟକ୍ତିମାନେ ପବିତ୍ର ସ୍ଵଭାଵ ସମ୍ପର୍ଣ ହୋଇଥିବାରୁ ସବୁ ବ୍ୟକ୍ତିଙ୍କର ପ୍ରିୟ ହୋଇଥାନ୍ତି ।

ଆପଣ କ୍ରୋଧୀ ସ୍ଵଭାବର ହୋଇଥାନ୍ତି ତେଣୁ ଟିକେ କଥାରେ ଶୀଘ୍ର ରାଗିଯାଇଥାନ୍ତି, ଏଥିପାଇଁ ଆପଣକୁ ବହୁତ ଲୋକ ଭୁଲ ବୁଝିଥାନ୍ତି କିନ୍ତୁ ଯେଉଁମାନେ ଆପଣକୁ ଭଲରେ ବୁଝିଛନ୍ତି ସେମାନେ ଆପଣକୁ କେବେ ତ୍ୟାଗ କରନ୍ତି ନାହିଁ ।ଆପଣ ଖର୍ଚି ସ୍ଵଭାଵର ହୋଇଥାନ୍ତି ତେଣୁ ଜୀବନରେ କେବେ ଧନ ସଂଚୟ କରିପାରନ୍ତି ନାହିଁ ।ଜୀବନରେ ଏକ ନିର୍ଦ୍ଧିଷ୍ଟ ସମୟ ସୀମାରେ ଆପଣ ସଫଳତା ପ୍ରାପ୍ତ କରିବେ, ଆପଣଙ୍କ ପାଖକୁ ଏତେ ଧନ ଆସିବ ଯେ ତାହା କେବେ ଆପଣ ଧାରଣ କରିନଥିବେ ।

ଲାଲ ରଙ୍ଗ –

ଏହି ରଙ୍ଗ ପସନ୍ଦ କରିଥିବା ବ୍ୟକ୍ତି ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ଏମାନେ ସମସ୍ତଙ୍କ ମନ ଶୀଘ୍ର କିଣି ନେଇଥାନ୍ତି ।ଯେଉଁ ବ୍ୟକ୍ତି ଆପଣଙ୍କ ସହିତ ଥରେ ମିସିଛନ୍ତି ସେମାନେ ଶୀଘ୍ର ଆପଣଂକୁ ଭୁଲି ପାରନ୍ତି ନାହିଁ ।ଆପଣ ଗପିବାକୁ ଅଧିକ ପସନ୍ଦ କରିଥାନ୍ତି, ସମସ୍ତଙ୍କ ସହିତ ମିଶି ରହିବା ପାଇଁ ଆପଣ ଚାହାଁନ୍ତି ।ଆପଣଙ୍କ ହୃଦୟ ସମ୍ପୂର୍ଣ ସଫା ଅଟେ ତେଣୁ ଏଥିପାଇଁ ଆପଣ ବେଳେବେଳେ ଠକାମୀର ସାମ୍ନା କରିଥାନ୍ତି ।ଆପଣଙ୍କ ଜୀବନରେ ଯେକୌଣସି ବଡ଼ ସମସ୍ୟା ଆସିଲେ ମଧ୍ୟ ଆପଣ ତାହାକୁ ସାମ୍ନା କରିଥାନ୍ତି ।ଏହି ବ୍ୟକ୍ତିମାନେ କଳା ଏବଂ ସଂଗୀତରେ ଅଧିକ ରୁଚି ରଖିଥାନ୍ତି ।

Leave A Reply

Your email address will not be published.