Jyotisha Shastra ବାଛନ୍ତୁ ଗୋଟିଏ ନମ୍ବର ଜାଣନ୍ତୁ ଆପଣଙ୍କ ମନର ଗୁପ୍ତ ରହସ୍ୟ

ଆମେ ଜାଣିଛୁ କି ଆମ ଭାରତୀୟ ସଂସ୍କୃତି ଓ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ ମାନେ ଅନେକ ସମୟରେ ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ରୁ ଅଧିକ ବିଶ୍ୱାସ କରିବାକୁ ଲାଗିଥାଉ | ଯାହା ଆମ ପାଇଁ ଭଲ ହୋଇଥାଏ କାରଣ ଏହା ସାହାଯ୍ୟରେ ଆମେ ଆଗକୁ ଆସିବାକୁ ଥିବା ଖରାପ ସମୟ ଓ ଦୁଃଖ ଦୁର୍ଦଶା ବିଷୟରେ ଜାଣିପାରୁ | ତେବେ ଆଜି ଆମେ କହିବାକୁ ଯାଉଛୁ ସେହିଭଳି କିଛି କଥା ତାହା ହେଉଛି ଶଙ୍ଖ ସାହାଯ୍ୟ ରେ ଭାଗ୍ୟଫଳ ତଥା ନିଜ ଜୀବନର କିଛି ଗୁପ୍ତ କଥା | ଆଉ ଯେଉଁଠି 1,2,3 ସଂଖ୍ୟା ଲେଖା ହୋଇଛି ତିନୋଟି ଶଙ୍ଖ ଉପରେ | ତେବେ ଏହି 3 ଟି ସଂଖ୍ୟାର ଶଙ୍ଖ ଭିତରୁ ଯେକୌଣସି ଗୋଟିଏ ନମ୍ବରର ଶଙ୍ଖ କୁ ବାଛି ଆପଣ ମାନେ ଜାଣି ପାରିବେ ଆପଣଙ୍କର ଭାଗ୍ୟଫଳ ଏବଂ ନିଜ ଜୀବନର କିଛି ଗୁପ୍ତ କଥା |

1 ନମ୍ବର ଥିବା ଶଙ୍ଖ-

ଏହିବ୍ୟକ୍ତି ମାନଙ୍କର ଜୀବନରେ ସବୁବେଳେ ସମସ୍ୟା ଲାଗି ରହିଥାଏ ବୋଲି କୁହାଯାଉଛି | ତେବେ ଅନେକ ସମୟରେ ଦେଖା ଯାଏ କି ସେମାନଙ୍କର ଭାଗ୍ୟ ସେମାନଙ୍କୁ ସାଥ ଦେଇ ନ ଥାଏ ଆଉ ସେଥିପାଇଁ ଅନେକ ସମୟରେ ଦୁଃଖ ଆଉ ଦୁର୍ଦଶା ର ଶିକାର ହୋଇଥାନ୍ତି ସେହି ବ୍ୟକ୍ତି ମାନେ |ସେମାନେ ବହୁତ ଭଲ ଆଉ ସରଳ ପ୍ରକୃତିର ହୋଇଥାନ୍ତି, ସେମାନେ କେବେ ହେଲେ ସମୟ ନଷ୍ଟ କରନ୍ତି ନାହିଁ |

ଆଉ ଗୋଟିଏ କାମ କରିବା ପୂର୍ବରୁ ବାରମ୍ବାର ଚିନ୍ତା କରିଥାନ୍ତି ଯାହା ଅନେକ ସମୟ ନେଇଥାନ୍ତି ଯାହା କେତେକ କ୍ଷେତ୍ରରେ ସେମାନଙ୍କୁ ସାହାଯ୍ୟ କରୁଥିବା ବେଳେ କେତେକ କ୍ଷେତ୍ରରେ ଅସୁବିଧା ହୋଇଥାଏ | ତେବେ ସେମାନେ ନିଜର ସାଥି ମାନଙ୍କର କଥା ମାନିବା ର ଆବଶ୍ୟକତା ରହିଛି |

2 ନମ୍ବର ଥିବା ଶଙ୍ଖ-

 

ତେବେ ଏହି ନମ୍ବର ବାଛି ଥିବା ଲୋକ ମାନେ ବହୁତ ଧୋର୍ଯ୍ୟ ବାନ ହୋଇଥାନ୍ତି | ତେବେ ତାହା ସହିତ ବହୁତ ଚିଡଛିଡା ସ୍ଵଭାଵ ର ହୋଇଥିବାରୁ ଅନେକ ଲୋକ ଆପଣକୁ ଖରାପ ଭାବିଥାନ୍ତି | କିନ୍ତୁ ଯିଏ ଆପଣ ଙ୍କୁ ଭଲ ଭାବରେ ଜାଣିଛନ୍ତି ସେ କେବେବି ଆପଣଙ୍କର ହାତ ଛାଡ଼ିବେ ନାହିଁ | ତାହା ବ୍ୟତୀତ ଆପଣ ଖର୍ଚି ସ୍ଵଭାଵ ର ହୋଇଥିବାରୁ ଅନେକ ସମୟରେ ଅସୁବିଧା ରେ ପଡିଥାନ୍ତି | କିନ୍ତୁ ସେମାନେ ସବୁବେଳେ ସବୁ କ୍ଷେତ୍ରରେ ଆଗୁଆ ଥାଆନ୍ତି

3ନମ୍ବର ଥିବା ଶଙ୍ଖ-
3 ନମ୍ବର ଲେଖା ଥିବା ଶଙ୍ଖକୁ ବାଛିଥିବା ବ୍ୟକ୍ତି ମାନେ ବହୁତ ଭଲ ଓ ତାହା ସହିତ ଶାନ୍ତ ସ୍ଵଭାଵ ର ହୋଇଥାନ୍ତି | ସମସ୍ତଙ୍କ ର ମନକୁ ମୋହି ନେବା ଭଳି ଗୁଣ ରହିଥାଏ ସେମାନଙ୍କ ଭିତରେ ତେଣୁ ସେମାନଙ୍କ ପାଖକୁ ଲୋକ ମାନେ ସବୁବେଳେ ଆସିଥାନ୍ତି | ଆପଣ ବର୍ତ୍ତମାନ ବହୁତ ଚିନ୍ତାରେ ସମୟ ଅତିବାହିତ କରୁଛନ୍ତି । ଯାହା ଭାୁଛନ୍ତି ସେ କାର୍ଯ୍ୟ କରିପାରୁନାହିଁନ୍ତି । ଆପଣଙ୍କ ପାଇଁ ବର୍ତତ୍ମାନ ଏସମୟ ଭଲ ନାହିଁ ତେଣୁ ଏହାକୁ ଯିବାକୁ ଦିଅନ୍ତୁ ଏହାସହିତ ପ୍ରତ୍ୟେକ ଦିନ ହନୁମାନ ଚାଳିଷା ପାଠ କରନ୍ତୁ ।

Leave A Reply

Your email address will not be published.