ଯାତ୍ରା ଷ୍ଟେଜ ରେ କମାଲ କଲେ ଅଭିନେତା ସିଦ୍ଧାନ୍ତ ( Sidhant )… ମାତ୍ର 4 ଘଣ୍ଟାରେ 60k ରୁ ଅଧିକ ଲୋକ ଦେଖି ସାରିଲେଣି…
ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ସବୁବେଳେ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିଲେ । ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଯାହା ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରେଇବ ବୋଲି କୁହାଯାଉଛି । ଆଉ ସେହି ଭିଡ଼ିଓ ଟିରେ ଦେଖିବା କୁ ମିଳିଛି ଯାତ୍ରା ର ମହା ମଞ୍ଚରେ ଅଲିଉଡ ର ଜଣେ ବେଶ ଜଣା ଶୁଣା ଅଭିନେତା, ଯାହାଙ୍କର ଅଭିନୟ ର ଯାଦୁ ରେ ସାରା ଓଡିଶା ର ଲୋକ ଦିୱାନା ।
ଓଡ଼ିଶାର ଘରେ ଘରେ ସମସ୍ତଙ୍କର ହୃଦୟରର ରାଜ କରୁଥିବା ସିଦ୍ଧାନ୍ତ ମହାପାତ୍ର ଙ୍କୁ । ଆଉ ଯେଉଁଠି କୁହାଯାଉଛି କି ସିଦ୍ଧାନ୍ତ ମହାପାତ୍ର ବର୍ତ୍ତମାନ ଯାତ୍ରା ର ମହା ମଞ୍ଚରେ ଦେଖିବାକୁ ମିଳିଥିଲେ ଆଉ ନିଜର ଅଭିନୟ , ନାଚ ଗୀତ ରେ ଦର୍ଶକ ମାନଙ୍କର ମନକୁ ମଧ୍ୟ ଛୁମେଇଥିଲେ । ତାହେଲେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା ।
ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ।ଆଉ ଯେଉଁଠି କୁହାଯାଉଛି କି ଓଲିଉଡ ର ସୁପରଷ୍ଟାର ଭାବରେ ପରିଚିତ, ଯାହାଙ୍କର ଅଭିନୟ ର ଝଲକ ଟିକିଏ ଦେଖିବା ପାଇଁ ଲୋକ ମାନେ ଅପେକ୍ଷା କରିକି ରହିଥାନ୍ତି ସେହି ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ଦେଖିବାକୁ ମିଳିଥିଲା ଯାତ୍ରା ର ମହା ମଞ୍ଚରେ । ଆଉ ଯାହା କୁହାଯାଉଛି କି କଳିଙ୍ଗ ଗଣନାଟ୍ୟ ଅପେରା ରେ ଅତିଥି ଭାବରେ ଯାଇଥିଲେ ସିଦ୍ଧାନ୍ତ ମହାପାତ୍ର ।
ଆଉ ସିଦ୍ଧାନ୍ତ ମହାପାତ୍ର ଙ୍କୁ ମଞ୍ଚ ଉପରେ ପାଇବ ପରେ ଦର୍ଶକ ମାନଙ୍କର ଖୁସି ର ସୀମା ଆଉ ନ ଥିଲା ।ଦର୍ଶକ ମାନଙ୍କ ଗହଳରେ ରହି ସିଦ୍ଧାନ୍ତ ମହାପାତ୍ର ମଧ୍ୟ ନିଜକୁ ବହୁତ ଖୁସି ମନାଉଥିଲେ । ତେବେ ସେ ପ୍ରଥମେ ତାଙ୍କର ଫିଲ୍ମ ର କିଛି ଡାଇଲଗ ଗୁଡିକ ଲୋକ ଙ୍କ ଉଦେଶ୍ୟ ରେ କହିଥିଲେ । ଆଉ ତାହା ପରେ ସିଦ୍ଧାନ୍ତ ମହାପାତ୍ର ତାଙ୍କର ଫିଲ୍ମ ର କେତେକ ଗୀତ ମଧ୍ୟ ଗାଇବା ପାଇଁ ଲାଗିଥିଲେ ବୋଲି କୁହାଯାଉଛି ।ଆଉ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଷ୍ଟେଜ ଉପରେ ଏତେ ପାଖରେ ପାଇବା ପରେ ସେମାନଙ୍କ ମଧ୍ୟରେ ଆଗ୍ରହ ବଢ଼ି ଯାଇଥିଲା ବୋଲି କୁହାଯାଉଛି ।
ଆଉ ଯାହା କୁହାଯାଉଛି କି ସିଦ୍ଧାନ୍ତ ମଥାରେ ଦେଇ ପାଟ ଓଢ଼ଣୀ ଗୀତ ଗାଇଥିଲେ, ଆଉ ତାଙ୍କ ସହିତ ଦର୍ଶକ ମାନେ ମଧ୍ୟ ତାଙ୍କର ଗୀତ ତ ତଳେ ତଳେ ପୁରା ପୁରି ଝୁମି ଯାଇଥିବାର ଦେଖିବାକୁ ମିଳିଥିଲା । ଆଉ ସିଦ୍ଧାନ୍ତ ମଧ୍ୟ ଭଲ ପାଇବାକୁ ନେଇ ଆଜିର ଯୁବପିଢି ମାନଙ୍କୁ କେତେକ କଥା କହିଥିଲେ ସେହି ଯାତ୍ରା ମହାମଞ୍ଚ ଉପରେ। ଆଉ ଏହି ସାଇ ସମ୍ରାଟ ଅପେରା ରେ ସିଦ୍ଧାନ୍ତ ଙ୍କ ର ଯୋଗ ଦାନ ଲୋକ ଙ୍କ ମନରେ ବହୁତ ଖୁସି ମଧ୍ୟ ସୃଷ୍ଟି କରିଥିଲା ବୋଲି କୁହାଯାଉଛି ।ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗି ଲାଗିଛି ସୋସିଆଲ ମିଡ଼ିଆରେ