ସମସ୍ତ ଚର୍ମ ( Skin ) ରୋଗର ଘରୋଇ ଚିକିତ୍ସା ଜାଣନ୍ତୁ ?Rochika rajpoot..

ଆପଣମାନେ ସମସ୍ତେ ହେଲଦି ଆଉ ସୁନ୍ଦର ରହିବା ପାଇଁ ସବୁବେଳେ ଚାହିଁଥାନ୍ତି। ଆଉ ସ୍ଲିମ୍ ଆଉ ସୁନ୍ଦର କରିବା ପାଇଁ ଇଛା କରିଥାନ୍ତି। ତେବେ କୁହାଯାଇଛି କି ଆଜିର ବିଭିନ୍ନ ପ୍ରକାରର ଫାଷ୍ଟ ଫୁଡ୍ ର ଅଧିକ ସେବନ ତାହା ସହିତ ଖାଦ୍ୟ ପେୟ ର ଅସୁବିଧା କାରଣରୁ ଆଜିର ଯୁବପିଢି ମାନେ ଅନେକ ସମୟରେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଆଉ ଯାହା ଯୋଗୁଁ ସେମାନେ ଅନେକ ସମୟରେ ବିଭିନ୍ନ ପ୍ରକାରର ଅସୁବିଧା କୁ ସମ୍ମୁଖୀନ କରୁଛନ୍ତି।

ଖାଦ୍ୟ ର ଅନିୟମିତତା ଯୋଗୁଁ ସ୍କିନ୍ ଡିଜିଜ୍ ଭଳି ସମସ୍ୟା ମଧ୍ୟ ହୋଇଥାଏ। ତେବେ ଏହି ସ୍କିନ୍ ଡିଜିଜ୍ ର କାରଣ ଆମର ଖାଦ୍ୟ ପେୟର ଅସାବଧାନତା ଓ ତାହା ସହିତ ପ୍ରଦୂଷିତ ବାୟୁ ଓ ଦୂଷିତ ଜଳ। ତେବେ ଆପଣ ଚର୍ମ ରୋଗ ରୁ କେମିତି ମୁକ୍ତି ପାଇବେ ତାହା ଏକ ଘରୋଇ ଉପଚାର ଦ୍ୱାରା ଆପଣ କରିପାରିବେ।

ର୍ମ ରୋଗ ର କେତେକ ଲକ୍ଷଣ –

 

କୁହାଯାଏ କି ଆମର ଚର୍ମ ରେ କୁଣ୍ଡେଇ ହୋଇ କିଛି ବାହାରି ଗଲେ ଆମେ ଜାଣିଥାଉ କି ଆମର ସ୍କିନ ଡିଜିଜ ଭଳି କିଛି ସମସ୍ୟା ଦେଖା ଯାଉଛି ।ତାହା ସହିତ ଆମର ସେହି କୁଣ୍ଡେଇବା ଜାଗାରେ ପାଣି ଭଳି ମଧ୍ୟ କିଛି ବାହାରି ଥାଏ ।ତେବେ ବେଳେ ବେଳେ ଗୁପ୍ତାଙ୍ଗରେ ମଧ୍ୟ ସେମିତି କିଛି ବାହାରି ଥାଏ କୁଣ୍ଡେଇ ହୋଇଥାଏ ଓ ଏସବୁ ଲକ୍ଷଣ ପ୍ରକାଶ ପାଇଲେ ଆପଣ ଏଲୋପାତି ମେଡ଼ିସିନ୍ କୁ ବ୍ୟବହାର କରିଥାଉ ତେବେ ତାହା ଆମ ସ୍କିନ ପାଇଁ ଭଲ ହୋଇ ନଥାଏ ।ଏବେ ଘରେଇ ଉପାଚାର ବିଷୟରେ ଜାଣିବା ।

ଚର୍ମ ରୋଗ କୁ ଭଲ କରିବାର ଘରେଇ ଉପଚାର –

 

୧- ତେବେ କୁହାଯାଏ କି କିଛି ଲୋକଙ୍କର ଝାଡା କ୍ଲିୟର ନ ହେବା ଫଳରେ ମଧ୍ୟ ଚର୍ମ ଜନିତ ସମସ୍ୟା ଦେଖା ଯାଇଥାଏ । ତେଣୁ ଆପଣ ମାନେ ପ୍ରତିଦିନ ସକାଳେ ଉଠିଲେ ଗୋଟିଏ ଲିଟର ପାଣି ପିଅନ୍ତୁ ବା ତାହା ନ ହେଲେ ଅଧା ଲିଟର ପାଣି କୁ ଉଷୁମ କରି ସେବନ କରିଲେ ଏହି ଭଳି ଝାଡା ସମସ୍ୟା ଦୁରେଇ ଯାଏ । ଯାହା ଫଳରେ ଚର୍ମ ସମସ୍ୟା ମଧ୍ୟ ଦୂରେଇଯିବ 75 ପ୍ରତିଶତ ।

୨- ଆପଣ ମାନେ ଚର୍ମ ରୋଗ ଭଲ କରିବା ପାଇଁ ପିଲା ଜନ୍ମ ହୋଇ ନଥିବା ଗାଈ ପାଖରୁ ଗୋମୁତ୍ର ଭର୍ତ୍ତି କରି ଗୋଟିଏ ସଫା କାଚ ବୋତଲରେ ଆଣନ୍ତୁ ଆଉ ତାହା କୁ ବ୍ୟବହାର କରନ୍ତୁ ।

୩- ଏହାଛଡ଼ା ଗୋମୂତ୍ର କୁ ନେଇକି ଆପଣଙ୍କର ଯେଉଁ ସ୍ଥାନରେ ଇନଫେକସନ୍ ହୋଇଛି ସେହି ସ୍ଥାନରେ ଲଗାନ୍ତୁ । ଆଉ ଗୋଟିଏ ଘଣ୍ଟା ରଖିବା ପରେ ତାହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଯାହା ଫଳରେ ଚର୍ମ ଜନିତ ସମସ୍ୟା ସବୁ ଦିନ ପାଇଁ ଦୁରେଇ ଯିବ ।

Leave A Reply

Your email address will not be published.