ବିବାହ ପରେ ପ୍ରତ୍ୟେକ ଦମ୍ପତି ଚାହିଁଥାନ୍ତି ସେମାନଙ୍କର ଜୀବନକୁ ଏକ ସନ୍ତାନ ଟିଏ ଆସୁ। ସେମାନେ ସ୍ୱପ୍ନ ଦେଖିଥାନ୍ତି କି ତାଙ୍କ କୋଳକୁ ଗୋଟିଏ ପୁଅଟିଏ ବା ଝିଅଟିଏ ଆସୁ। ହସି ଖେଳି ତାଙ୍କ ବଂଶ ଆଗକୁ ବଢ଼ୁ। ଆଉ ଜଣେ ନାରୀ ମାତୃତ୍ବ ଲାଭ କରିବା ପରେ ତାର ଜୀବନ ସାର୍ଥକ ହୋଇଥାଏ ବୋଲି କୁହାଯାଏ।
ଆଉ ଆପଣ ମାନେ ଜାଣିଥିବେ ସମସ୍ତ ବାପା ମା ଏବଂ ତାଙ୍କ ପରିବାର ଚାହିଁଥାନ୍ତି କି ପ୍ରଥମେ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହେଉ। କାରଣ ପୁତ୍ର ସନ୍ତାନ ଜନ୍ମ ହେଲେ ସେ ବଡ଼ ହୋଇ କୁଳ ରକ୍ଷା କରିଥାନ୍ତି। ସେଥିପାଇଁ ପରିବାରରେ ପୁଅ ହେଲେ ସମସ୍ତେ ଖୁସି ହୋଇଥାନ୍ତି। କିନ୍ତୁ ଏହା ସମସ୍ତ ଦମ୍ପତ୍ତିଙ୍କ ଜୀବନରେ ହୋଇ ନଥାଏ। କାହାକୁ ପ୍ରଥମେ ଝିଅ ହୋଇଥାଏ ତ ଆଉ କାହାକୁ ପୁଅ ହୋଇଥାଏ।
ତେବେ ଆଜି ଆମେ ଆପଣଙ୍କୁ ପୁତ୍ର ସନ୍ତାନ ଜନ୍ମ ହେବାର ୩ ଟି ଉପାୟ କହିବୁ ଯାହାକୁ କରିଲେ ଆପଣଙ୍କ ନିଶ୍ଚିତ ପୁତ୍ର ସନ୍ତାନ ଜନ୍ମ ହେବ। ତେବେ ପୁଅ ହେଉ କି ଝିଅ ହେଉ ସମସ୍ତେ ଦୁନିଆରେ ସମାନ। ତେଣୁ ପୁଅ ପାଇଁ ଆପଣ ଝିଅ ପ୍ରତି ଅତ୍ୟାଚାର କରିବେ ନାହିଁ।
ପ୍ରଥମ ଉପାୟ –
ଆପଣ ଯଦି ପୁତ୍ର ସନ୍ତାନ ପାଇବା ପାଇଁ ଚାଁହୁଛନ୍ତି ତେବେ ଆପଣ ସପ୍ତାହରେ କେବଳ ରବିବାର ଦିନ ଆମିଷ ଖାଇବା ବନ୍ଦ କରି ଦିଅନ୍ତୁ ଏହା ଦ୍ଵାରା ଆପଣ ପୁତ୍ର ସନ୍ତାନ ଲାଭ କରିବେ ।ଏହିସବୁ ନିୟମ ଆପଣ ନିଷ୍ଠାର ସହିତ ମାନିବା ଦ୍ଵାରା ଏବଂ ସର୍ବଦା ପୁତ୍ର ସନ୍ତାନ ପାଇଁ ଭଗବାନଙ୍କୁ ସ୍ମରଣ କରିବା ଦ୍ଵାରା ଆପଣଙ୍କ ମନସ୍କାମନା ନିଶ୍ଚିତ ପୂରଣ ହୋଇଥାଏ ।ଆପଣ ପୁତ୍ର ସନ୍ତାନ ହିଁ ପାଇଥାନ୍ତି ।
ଦ୍ୱିତୀୟ ଉପାୟ –
ଆପଣ ପ୍ରତ୍ୟକ ଦିନ ନିଜର ପୂଜା ଘରେ ଠାକୁର ପୂଜା ସାରିବା ପରେ ଘିଅ ଦୀପ ନିଶ୍ଚିତ ଜଳୁଥିବେ, ମାତ୍ର ଆପଣ ଯଦି ପୁତ୍ର ସନ୍ତାନ ଚାଁହୁଛନ୍ତି ତେବେ ପ୍ରତ୍ୟେକ ସୋମବାର ଏବଂ ଶନିବାର ଦିନ ଭଗବାନଙ୍କୁ ନିଜର ମନ କଥା ଜଣାଇ ତାଙ୍କ ପାଖରେ ଦୁଇଟି ଘିଅ ଦୀପ ଜଳାନ୍ତୁ ।ଦେଖିବେ ଏହିପରି କରିବା ଦ୍ଵାରା ଆପଣଙ୍କ ମନସ୍କାମନା ଭଗବାନ ନିଶ୍ଚିତ ପୂରଣ କରିବେ ଏବଂ ଆପଣ ପୁତ୍ର ସନ୍ତାନ ଲାଭ କରିବେ ।
ତୃତୀୟ ଉପାୟ –
କଥାରେ କୁହାଯାଏ ଯେ ଜଣେ ଗର୍ଭବତୀ ନାରୀ ଗର୍ଭବତୀ ଥିବା ସମୟରେ ଯେଉଁ ବ୍ୟକ୍ତିଙ୍କ ମୁହଁ ସେ ତାର ଆଖି ସାମ୍ନାରେ ଅଧିକ ସମୟ ଦେଖିଥାଏ ତାର ସନ୍ତାନଟି ସେହିପରି ହୋଇଥାଏ, ତେଣୁ ଆପଣ ଗର୍ଭବତୀ ଥିବା ସମୟରେ ଯଦି ଏକ ସୁନ୍ଦର ଶିଶୁର ଫଟୋ ଆପଣଙ୍କ ଶୋଇବା ଘରେ ସାମ୍ନାରେ ଲଗାନ୍ତି ତେବେ ଏହା ଆପଣଙ୍କୁ ପୁତ୍ର ସନ୍ତାନ ଲାଭ କରିବାରେ ସହାୟକ ହୋଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।