ଯୁବକ ଦେଲେ କଡା ମନ୍ତବ୍ୟ ! ଛୁଆ ଯେତେବେଳ ପାଖରେ ଅଛି ସେ ଟିଚର ବୋଧେ କୋଉ ଟୋକା ସହ ଗପିଛି ..ସେ ପିଲାଟା ଦେଖିଛି:ଗଜପତି

ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଆଉ ଖବର ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି ଆଉ ଲୋକ ମାନେ ଯେକୌଣସି ସ୍ଥାନରେ ରହି ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣି ପାରୁଛନ୍ତି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଏକ କୁନି ପୁଅ ନିଜ ଶିକ୍ଷୟତ୍ରୀଙ୍କ ସହ ଝଗଡା କରୁଥିବାର ନଜର ଆସୁଛି । ଶିକ୍ଷୟତ୍ରୀ ଛୁଆକୁ ମାଡ଼ ମାରିବାରୁ ଛୁଆଟି ଶିକ୍ଷୟତ୍ରୀକୁ କହୁଛି, ଶିକ୍ଷୟତ୍ରୀ କୁଆଡେ କାହାକୁ ଭଲ ପାଉଛନ୍ତି ଆଉ ଯଦି ସେ ତାକୁ ବାଡେଇବେ ତା ହେଲେ ସେ ଏ କଥା ସମସ୍ତଙ୍କୁ କହିଦେବ ।


ଏ କଥା ଶୁଣିବା ପରେ ଶିକ୍ଷୟତ୍ରୀ ଛୁଆକୁ ଆହୁରି ବାଡାଉ ଛନ୍ତି । ତେବେ ଏଭଳି ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ଏହାକୁ ମନୋରଞ୍ଜନ ହିସାବରେ ନେଉଛନ୍ତି ତ ଅନେକ ଲୋକ ଏହାକୁ ନେଇ ନିଜର ପ୍ରତିକ୍ରିୟା ଦେଉଛନ୍ତି । ତେବେ ଏହାରି ମଧ୍ୟରେ ଏହି ଭିଡିଓକୁ ନେଇ ଗଜପତି ନିଜର ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।


ଗଜପତି ଗଣମାଧ୍ୟମ ଆଗରେ କହିଛନ୍ତି-‘ପ୍ରଥମ କଥା ହେଉଛି ଛୁଆ ତ ମାଟି ହାଣ୍ଡି ଭଳିଆ କଞ୍ଚା ହାଣ୍ଡି ଆପଣ ତାକୁ ଯେମିତି ଗଢିବେ ସେ ସେମିତି ଗଢିବ । ଏଠି ଛୁଆର ଦୋଷ ନୁହେଁ ଶିକ୍ଷୟତ୍ରୀର ଦୋଷ ଥାଇ ପାରେ । ଏଠି ଦୁଇଟି ଜିନିଷ ହେଇଥାଇ ପାରେ ଯେତେବେଳେ ଛୁଆ ପାଖରେ ଅଛି ସେତେବେଳେ ଶିକ୍ଷୟତ୍ରୀ କାହା ସହ ଗୋଟେ ଗପିଛି ।ମୋତେ ଗୋଟେ ସାଇଜିଆ ଟୋକା ମିଳିଛି ଏ କଥା କହିଲା ବେଳକୁ ସେ ଛୁଆ ବୋଧ ହୁଏ ପାଖରେ ଥାଇ ସବୁ ଶୁଣିଛି । ଏ ଛୁଆ କଣ 80 ମସିହା ଛୁଆ ଇଏ ବା ଆଡଭାନ୍ସ ଛୁଆ ।

ବର୍ଷକ ଭିତରେ ସେମାନେ ଜାଣି ଦେଇଥିବେ ଛୁଆ କେମିତି ହେବ । ସେ ଶିକ୍ଷୟତ୍ରୀ ଛୁଆ ପାଖରେ ଥିଲା ବେଳେ କାହା ସହ ଗପିଛି ନହଲେ ସେ ତା ଲଭର ସହ କେଉଁଠି ଗୋଟେ କେଞ୍ଚା କେଞ୍ଚି ଚଲେଇଛି ଯାହା ସେ ଟୋକା ଦେଖିଛି । ନହଲେ ତାକୁ କିଏ କହିପାରେ ଏସବୁ କଥା ସେଇଥି ପାଇଁ ସେ କହିଲା ତୁ କଣ ମୋତେ ମାରୁଛୁ ତୁ ଗୋଟେ ଟୋକା ସହ ପ୍ରେମ କରୁଛୁ ତୁ ମୋତେ ଛେଚୁଛୁ ତୁ ଯଦି ମୋତେ ଛେଚିବୁ ମୁଁ ତତେ କେଞ୍ଚି ଦେବି’ । ତେବେ ଗଜପତି ଙ୍କର ଏପରି ବୟାନ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.