2022-2023 ବର୍ଷର🔥” ଟିପ ଟିପ ବର୍ଷା ପାନୀ ” ଗୀତରେ ସୁପରହିଟ ରୋମାଣ୍ଟିକ hot ଡ୍ୟାନ୍ସ…. ଏମିତି ଡ୍ୟାନ୍ସ କେବେ ଦେଖି ନଥିବେ…

ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ଏଭଳି ଏକଯାତ୍ରା ମଞ୍ଚର ଏକ ସୁନ୍ଦର ଭିଡ଼ିଓ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ତେବେ ଆପଣ ମାନେ ଦେଖିବାକୁ ପାଉଥିବେ କି ଯାତ୍ରା ଜଗତରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେବାକୁ ଲାଗିଥାଏ ଆଉ ଯେଉଁଥିରେ ଯାତ୍ରା କଳାକାର ମାନେ ସେମାନଙ୍କର ଦମଦାର ପୋରଫୋମେନ୍ସ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇଛନ୍ତି |ତେବେ ବର୍ତ୍ତମାନ ଆଇଟମ ସଙ୍ଗ ସହିତ ଆଇଟଲ ଡାନ୍ସ କୁ ଦର୍ଶକ ମାନେ ଅଧିକ ପସନ୍ଦ କରିବାରେ ଲାଗୁଛନ୍ତି ଆଉ ସେହି ଡାନ୍ସ ର ଚାହିଦା ମଧ୍ୟ ଅଧିକ ଦେଖିବାକୁ ମିଳୁଥାଏ ବୋଲି କୁଗାଯାଉଛି |

ତେବେ ଯାହା କୁହାଯାଉଛି କି ସେହି ଭଳି କିଛି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି | ଆଉ ଯେଉଁ ଭିଡିଓ କୁ ଦେଖିଲେ ଆପଣ ମାନେ ମଧ୍ୟ ମୋତୁଆଲା ହୋଇଯିବେ ଆଉ ସେହି ଡାନ୍ସ ରେ ରୋମାଣ୍ଟିକ ହୋଇଯିବେ

ତେବେ ଯାହା କୁହାଯାଉଛି କି ଯାତ୍ରା ମଞ୍ଚ ରେ ହେଉଥିବା ଏହି ହଟ ଆଇଟମ ଡାନ୍ସ ଟି ହେଉଛି ଯାତ୍ରା ଗାଁ ର | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଷ୍ଟେଜ ଉପରେ ଡାନ୍ସ କରିବାକୁ ଲାଗିଛନ୍ତି ପୁଅ ଝିଅ ମାନେ ଆଉ ତାହା ପୁଣି ହଟ ଡ୍ରେସ ପିନ୍ଧିକି | ସାଧାରଣତଃ ଆଜିର ଯୁବ ପିଢ଼ି ମାନେ ଅନେକ ସମୟରେ ଏହିଭଳି ହଟ ଡାନ୍ସ ପିନ୍ଧିକି ନାଚିବା ଦେଖିବା ପାଇଁ ଅଧିକ ପସନ୍ଦ କରିଥାନ୍ତି ଓ ଯାତ୍ରା ରେ ଆଜି କାଲି ଯେଉଁ ମେଲୋଡି ଆଉ ରେକକ ଡାନ୍ସ ଚାଲିଛି ସେଥିରେ ମନ ନିବେଶ କରିବାରେ ଲାଗି ପଡିଛନ୍ତି |ଆଉ ଯାହା ଯୁବ ପିଢ଼ି ମାନଙ୍କୁ ଖରାପ ରାସ୍ତା ରେ ଆଣୁଛି ବୋଲି ମଧ୍ୟ କୁହାଯାଉଛି |


ଆଉ ଏଠାରେ ଦେଖିବାକୁ ମିଳିଛି କି ପୁଅ ଆଉ ଝିଅ ମାନେ ମିଶିକି ନାଚିବାରେ ଲାଗିଛନ୍ତି ଏହି ହଟ ରୋମାଣ୍ଟିକ ଡାନ୍ସ ଯାହାର ନାଁ ହେଉଛି ଟିପ ଟିପ ବର୍ଷା ପାଣି | ଆଉ ଯେଉଁଠି କୁହାଯାଉଛି କି ଏହି ଡାନ୍ସ ରେ ଉପରେ ବର୍ଷା ପଡିଲା ଭଳିଆ ପାଣି ମଧ୍ୟ ପଡିବାରେ ଲାଗିଛି | ଆଉ ପୁଅ ଝିଅ ମାନେ ଡାନ୍ସ କରିବାରେ ଲାଗିଛନ୍ତି | ଆଉ ଯେଉଁ ଡାନ୍ସ କୁ ଆମ ଯୁବ ପିଢ଼ି ମାନେ ଦେଖି ସେଥିରେ ଫାଇଦା ଉଠାଉଛନ୍ତି ଓ ଏଞ୍ଜୟ ମଧ୍ୟ କରିବାକୁ ଲାଗିଛନ୍ତି ବୋଲି କୁହାଯାଉଛି |


ତେବେ ଏଠାରେ ଦେଖିବାକୁ ମିଳିଛି କି ଏହି ଡାନ୍ସ କୁ ଦେଖିବା ପରେ ବିଭିନ୍ନ ଜାଗାରୁ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ଆସିବାରେ ଲାଗିଛି | ଆଉ ଯାହାକୁ 2022-23 ମସିହାରେ ସବୁଠୁ ସୁପର ହଟ ରେକଡ଼ ଡାନ୍ସ ବୋଲି କୁହାଯାଉଛି | ଆଉ ଯେଉଁ ଡାନ୍ସ ରେ ଏତେ ହଟ ହୋଇଛି କି ଯାହାକୁ ଦେଖିଲେ ଆପଣ ମାନେ ନ ଦେଖିଲେ ସହଜରେ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ ବୋଲି କୁହାଯାଉଛି | ଆଉ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

Leave A Reply

Your email address will not be published.