ବିବାହ ବନ୍ଧନରେ ବାନ୍ଧିହେବା ପରେ ଦେଖନ୍ତୁ ଶ୍ବେତାଲିନା ଶାଶୂ ଘରେ ପ୍ରଥମ ଦିନ ସେ କେମିତି କଟିଲେ ? ଦେଖନ୍ତୁ Full wedding ଭିଡିଓ

ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି ଏଭଳି ଜଣଙ୍କ ଭିଡ଼ିଓ ଯାହାକୁ ଆମେ ସମସ୍ତେ ବେଶ ଭଲ ଭାବରେ ଜାଣିଛୁ | ଓଡିଶା ର ଘରେ ଘରେ ପ୍ରତେକ ଲୋକ ଙ୍କ ହୃଦୟରେ ଘର କରିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ | ଆଉ ସେ ହେଉଛନ୍ତି ଆମ ସମସ୍ତଙ୍କ ର ପ୍ରିୟ କଳାକାର ଶ୍ଵେତାଲିନା | ଆଉ ଯିଏ କି ଅନେକ ଓଡ଼ିଆ ସିରିଏଲ ରେ କାମ କରି ଓଡିଶା ବାସୀ ଙ୍କ ହୃଦୟ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଶ୍ଵେତାଲିନା | ଆଉ ଯାହା କୁହାଯାଉଛି କି ସେ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହେବାକୁ ହୋଇଛନ୍ତି, ଆଉ ତାଙ୍କର ବେଦୀ ରେ ବସି ସିନ୍ଦୁର ପିନ୍ଧୁଥିବାର ଭିଡ଼ିଓ ବର୍ତ୍ତମାନ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |


ତେବେ ଆପଣ ମାନେ ଜାଣିଥିବେ କି କିଛି ଦିନ ଆଗରୁ ଅଲିଉଡ ହିରୋଇନ ରିୟା ଦେ ଙ୍କର ମେରେଜ ହୋଇଥିବା ଆଉ ବର୍ତ୍ତମାନ ଦେଖିବାକୁ ମିଳିଛି କି ଶ୍ଵେତାଲିନା ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ହାତ କୁ ଦୁଇ ହାତ ବର୍ତ୍ତମାନ ସେ ହୋଇଯାଇଛନ୍ତି | ଆଉ ବେଦୀ ଉପରେ ଅଗ୍ନି କୁ ସାକ୍ଷୀ ରଖି 7 ଜନ୍ମ ପାଇଁ ସାଥି ହେବା ପାଇଁ କଥା ଦେଇଛନ୍ତି | ଆଉ ବେଶ ଧୁମ ଧାମ ରେ ମଧ୍ୟ ବିବାହ ଉତ୍ସବ ଆୟୋଜିତ ହୋଇଛି ବୋଲି ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ଟିରେ |


ଆଉ ଯାହା କୁହାଯାଉଛି କି ବେଶ ସୁନ୍ଦର ଭାବରେ ଶ୍ଵେତାଲିନା ସଜେଇ ହୋଇଛନ୍ତି ଆଉ ସତେ ଯେମିତି କଣ୍ଢେଇ ରାଣୀ ପରି | ଆଉ ତାହା ସହିତ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଶ୍ଵେତାଲିନା ଙ୍କ ମୁଣ୍ଡରେ ସିନ୍ଦୁର ଲଗାଉଛନ୍ତି ତାଙ୍କର ଵର ଆଉ ନିଜର ଜୀବନ ସାଥି ଭାବରେ ସାରା ଜୀବନ ପାଇଁ ତାଙ୍କୁ ବାଛି ନେଇଛନ୍ତି ସେ | ତେବେ ଶ୍ଵେତାଲିନା ଙ୍କର ଅନେକ ସିରିଏଲ ଭିତରୁ “ତୋ ଅଗଣାର ତୁଳସୀ ମୁଁ ” ବେଶ ଲୋକ ପ୍ରିୟତା ହାସଲ କରିଥିଲା | ଆଉ ଯେଉଁଥିରେ ସେ ତୁଳସୀ ଭୂମିକା ରେ ଅଭିନୟ ମଧ୍ୟ କରିଥିଲେ |

ଆଉ ତାଙ୍କର ବିବାହ ରେ ବର୍ତ୍ତମାନ ଦେଖା ଯାଇଛି କି ଫେମିଲି ଙ୍କ ସହିତ ଓ ତାଙ୍କର ସାଙ୍ଗ ସାଥି ମାନଙ୍କ ସହିତ ମେରେଜ ପାର୍ଟି କୁ ଉପଭୋଗ କରିବାକୁ ଲାଗିଛନ୍ତି | ଆଉ ତାହା ସହିତ ତୁଳସୀ ଶ୍ଵେତାଲିନା ଙ୍କ ମେରେଜ ରେ ମଧ୍ୟ ଅନେକ ସିନେ ଷ୍ଟାର ମାନଙ୍କୁ ଦେଖିବାକୁ ମିଳିଛି ମାନଙ୍କ ସହିତ ମେରେଜ ପାର୍ଟି କୁ ଉପଭୋଗ କରିବାକୁ ଲାଗିଛନ୍ତି | ଆଉ ତାହା ସହିତ ତୁଳସୀ ଶ୍ଵେତାଲିନା ଙ୍କ ମେରେଜ ରେ ମଧ୍ୟ ଅନେକ ସିନେ ଷ୍ଟାର ମାନଙ୍କୁ ଦେଖିବାକୁ ମିଳିଛି | ଆଉ ସମସ୍ତେ ଶ୍ଵେତାଲିନା ଙ୍କର ବାହାଘର କୁ ଉପଭୋଗ କରିବା ସହିତ ଆଶୀର୍ବାଦ ମଧ୍ୟ ଦେଉଛନ୍ତି ସେମାନଙ୍କର ସୁଖ ର ସଂସାର ଗଢିବା ପାଇଁ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

Leave A Reply

Your email address will not be published.