ଦେଖନ୍ତୁ Viral ଭିଡିଓ ,ଦେଖନ୍ତୁ ଏହି ଝିଅ ପୁଅ ମାନଙ୍କୁ ଏପରି କହୁଛନ୍ତି,,,ପୁରା ଭିଡିଓ ଦେଖିଲେ ଆପଣଙ୍କ ହୋସ ରହିବନି…

ଆଜିକାଲି ର ଯୁଗରେ ପୁରୁଷ ମାନଙ୍କ ଅପେକ୍ଷା ନାରୀ ମାନଙ୍କୁ ହିଁ ଅଧିକ ସମ୍ମାନ ଓ ଅଧିକ ସୁରକ୍ଷା ଏହା ସହିତ ଆଇନ ଦୃଷ୍ଟି ରୁ ମଧ୍ୟ ଅଧିକ ସୁରକ୍ଷା ମିଳୁଛି | ତେବେ ଶାରୀରିକ କ୍ଷମତା ରୁ ମହିଳା ମାନେ ପୁରୁଷ ଠାରୁ ଦୁର୍ବଳ ହୋଇ ଥାଆନ୍ତି ତେଣୁ ସେମାନଙ୍କୁ ଅଧିକ ସୁରକ୍ଷା ମିଳି ଥାଏ | କିନ୍ତୁ ତାହାର ମାନେ ଏହା ନୁହେଁ କି ଏକ ପୁରୁଷ କୁ କଷ୍ଟ ହୋଇ ନଥାଏ, ମହିଳା କୁ କୌଣସି କାର୍ଯ୍ୟ ପାଇଁ ଯେତିକି କଷ୍ଟ ହୋଇ ଥାଏ ଏକ ପୁରୁଷ କୁ ମଧ୍ୟ ସେତିକି କଷ୍ଟ ହୋଇ ଥାଏ |

ଆମ ସମାଜ ରେ ଅନେକ ମହିଳା ଓ ବ୍ୟକ୍ତି ଅଛନ୍ତି ଯେଉଁ ମାନେ କହି ଥାଆନ୍ତି କି ପୁରୁଷ ମାନେ କଷ୍ଟ କଣ ଜାଣି ନାହାଁନ୍ତି ଏବଂ ସେମାନେ କିଛି ବୁଝି ନଥାନ୍ତି | କିନ୍ତୁ ଏହି କଥା ସମ୍ପୂର୍ଣ୍ଣ ଭୁଲ ଅଟେ ତାହାକୁ ନେଇ ଏକ ଯୁବତୀ ଏକ ଭିଡ଼ିଓ ମାଧ୍ୟମ ରେ କିଛି କହିଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ ପ୍ରଶଂସା ନ କରି ରହି ପାରିବେ ନାହିଁ |

 


ଏକ ଭିଡ଼ିଓ ମାଧ୍ୟମ ରେ ଝିଅ ଟିଏ କହିଛି କି, କିଏ କହିଲା ପୁଅ ମାନଙ୍କ ଜୀବନ ରେ କଷ୍ଟ ନାହିଁ, ଘର ଛାଡିକି ଦୂର ସହର କୁ ଯାଆନ୍ତି ନିଜ ଘରର ଖୁସି ପାଇଁ | 12 ଘଣ୍ଟା ଡ୍ୟୁଟି କରିକି 24 ଘଣ୍ଟା ଅଭର ଡ୍ୟୁଟି କରନ୍ତି ନିଜ ଘରର ଖୁସି ପାଇଁ | 10 ହଜାର ଟଙ୍କା ସ୍ୟାଲେରୀ ଆସିଲେ 2 ହଜାର ଟଙ୍କା ରଖିକି 8 ହଜାର ଟଙ୍କା ତାଙ୍କ ଘରକୁ ଦିଅନ୍ତି ତାଙ୍କ ଘରର ଖୁସି ପାଇଁ | ନିଜ ଘରକୁ 15 ଦିନ ନହେଲେ ମାସେ ବୁଲିବା ପାଇଁ ଆସନ୍ତି କୁଣିଆ ହୋଇ ନିଜ ଘରର ଖୁସି ପାଇଁ | ନିଜ ହାତରେ ପାଣି ଗ୍ଲାସ ଟେ ଆଣି ପିଉ ନଥିବା ପୁଅ ନିଜ ହାତରେ ରୋଷେଇ କରି ଖାଉଛି ବାସନ ନିଜ ହାତରେ ଧୋଉଛି |


ଥରେ ସେହି ପୁଅକୁ ପଚାର ତା ହୃଦୟ ରେ ସେ କେତେ କଷ୍ଟ ଚାପିକି ରଖିଛି କିନ୍ତୁ ସେ କହି ପାରେ ନାହିଁ ନିଜ ଘରର ଖୁସି ପାଇଁ | ନିଜ ଭାଇ, ଭଉଣୀ, ବାପା, ମା ଙ୍କ ଖୁସି ପାଇଁ , ସେମାନଙ୍କର ବି ହୃଦୟ ଅଛି ସେମାନେ ନିଜ କଷ୍ଟ କାହାକୁ ଦେଖାଇ ପାରନ୍ତି ନାହିଁ | ସେହି ଭାଇ ମାନଙ୍କୁ ମୋର ହୃଦୟ ରୁ ସଲାମ ଯେଉଁ ଭାଇ ମାନେ ନିଜ କଷ୍ଟ କାହାକୁ ଦେଖାଇ ପାରନ୍ତି ନାହିଁ କଷ୍ଟ ବି ସେମାନଙ୍କୁ ହୁଏ ଆଉ ଅଧିକ କଷ୍ଟ କେବଳ ସେହି ମାନଙ୍କୁ ହିଁ ହୋଇ ଥାଏ | ତେବେ ଏହି ମହିଳା ଙ୍କର ଏଭଳି କଥା ଶୁଣି ସୋସିଆଲ ମିଡ଼ିଆ ରେ ତାଙ୍କ କଥା କୁ ଅନେକ ଲୋକ ସମର୍ଥନ କରିଛନ୍ତି ଆଉ ତାଙ୍କ କଥା କୁ ପ୍ରଶଂସା ମଧ୍ୟ କରି ଥିବାର ଦେଖିବା ପାଇଁ ମିଳିଛି |

Leave A Reply

Your email address will not be published.