ମାତ୍ର ୨ ଦିନରେ ଯାଦୁ, କାଛୁ ଓ କୁଣ୍ଡିଆଣ ( fungal infection ) ଶୁଖିକି ଝଡି ପଡିବ ଗ୍ୟାରେଣ୍ଟି କରନ୍ତୁ ଏହି ଛୋଟିଆ ଉପାୟ…

ଆଜି ଆମେ ଜାଣିବା ଯାଦୁ କାଛୁ କୁଣ୍ଡିଆ ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇବାର ଘରୋଇ ଉପଚାର ବିଷୟରେ । ଏହି ଉପାୟଟି ବହୁତ ସରଳ ଏବଂ ସହଜ ଅଟେ । ଏହାକୁ ପ୍ରସ୍ତୁତ କରିବା ମଧ୍ୟ ବହୁତ୍ ସହଜ ଅଟେ । ତେବେ ଚାଲନ୍ତୁ ଜାଣିବା ସେହି ସହଜ ଘରୋଇ ଉପାୟ ବିଷୟରେ । ସାଧାରଣତଃ ଏହି ଯାଦୁ କାଛୁ କୁଣ୍ଡିଆ ରୋଗ ହେବାର ମୁଖ୍ୟ କାରଣ ହେଉଛି ଯଦି ଆମେ ଅପରିଷ୍କାର ରହିବା କିମ୍ବା ଆମର ପ୍ରାଇଭେଟ୍ ପାର୍ଟ କୁ ଭଲ ଭାବରେ ସଫା କରିବା ନାହିଁ । ତାସହିତ ଯଦି ଆମେ ଅନ୍ୟ ମାନଙ୍କର ଟାଉଲ୍ , ଗାମୁଛା ଆଦି ବ୍ୟବହାର କରିବା । ଏହାଛଡା ଯଦି ଆମେ ସଂକ୍ରମଣ ହୋଇ ଥିବା ସ୍ଥାନରେ ବାରମ୍ବାର ସାବୁନ୍ ର ବ୍ୟବହାର କରୁ ତେବେ ମଧ୍ୟ ଏହି ସଂକ୍ରମଣ ଅଧିକ ହୁଏ । ବର୍ତ୍ତମାନ ଚାଲନ୍ତୁ ଜାଣିବା ଏଥିରୁ ମୁକ୍ତି ପାଇବାର ଇପାୟ ବିଷୟରେ ।

ଆବଶ୍ୟକୀୟ ଉପକରଣ :-

 

 


ଏକ ଚାମଚ ନଡ଼ିଆ ତେଲ, ଗୋଟିଏ କର୍ପୁର, ମୂଳା, ଏହା ସହିତ ନିମ୍ବ ପତ୍ର ର ଗୁଣ୍ଡ |

ପ୍ରସ୍ତୁତି ପ୍ରଣାଳୀ :-

 


ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗୋଟିଏ ବାଉଲ୍ ନିଅନ୍ତୁ ତାପରେ ସେହିରେ 1 ଚାମଚ ନଡ଼ିଆ ତେଲ ଏବଂ ଏକ କର୍ପୁରକୁ ଭଲ ଭାବରେ ଗୁଣ୍ଡ କରି ସେହି ତେଲରେ ପକାଇ ମିକ୍ସ କରନ୍ତୁ | ଏହା ପରେ ଆପଣଙ୍କୁ ଗୋଟିଏ ମୂଳା ଆବଶ୍ୟକ । ତେବେ ଆପଣଙ୍କୁ ଏକ କଞ୍ଚା ମୂଳା ନେବା ପାଇଁ ପଡ଼ିବ । ଏହି ମୂଳା କୁ ଆପଣ ଭଲ ଭାବରେ ଧୋଇ ଏହାର ଚୋପାକୁ ଭଲ ଭାବରେ ଛେଲି ଦିଅନ୍ତୁ । ଏହାକୁ ଛେଲି ସରିବା ପରେ ଏହାକୁ ଚାରି ଭାଗ କରି କାଟି ଦିଅନ୍ତୁ । ଏହାପରେ ସେହି ଚାରି ଭାଗରୁ ଏକ ଭାଗ ନିଅନ୍ତୁ ଏବଂ ସେହି ଏକ ଭାଗକୁ ଭଲ ଭାବରେ ମସଲା ପେଶାରେ ପେଶି ଦିଅନ୍ତୁ । ତେବେ ଏହାକୁ ପେଶି ସାରିବା ପରେ ଏକ ସଫା ପାତ୍ର ରେ ନିଅନ୍ତୁ ।

 

ଏହାପରେ ପୂର୍ବରୁ ପ୍ରସ୍ତୁତ କରି ଥିବା ପାତ୍ର ରେ ଏହାକୁ ନିଅନ୍ତୁ ଏବଂ କିଛି ଶୁଖିଲା ନିମ୍ବ ପତ୍ର ର ଗୁଣ୍ଡ କୁ ସେଥିରେ ମିକ୍ସ କରନ୍ତୁ | ଏହାପରେ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଯେପରିକି ଏହାର ସମସ୍ତ ପୋଷାକ ତତ୍ତ୍ଵ ଏଥିରେ ଭଲ ଭାବରେ ମିଶିଯିବ । ବର୍ତ୍ତମାନ ଆପଣଙ୍କର ଉପଚାର ପ୍ରସ୍ତୁତ ।ତେବେ ଚାଲନ୍ତୁ ଜାଣିବା ଏହାକୁ ଆପଣ କିପରି ବ୍ୟବହାର କରିବ ।

ବ୍ୟବହାର :-

 

ଆପଣ ରାତିରେ ଶୋଇବା ସମୟରେ ଏହାକୁ ସଂକ୍ରମଣ ହୋଇ ଥିବା ସ୍ଥାନ ବା ଯେଉଁଠି ଆପଣଙ୍କ ଯାଦୁ କାଚ୍ଛୁ କୁଣ୍ଡିଆ ଭଳି ସମସ୍ୟା ମାନ ହୋଇଛି ସେହି ଠାରେ ଭଲ ଭାବରେ ହାତରେ ନେଇ ଲଗାଇ ଦିଅନ୍ତୁ । ଜାଣି ରଖନ୍ତୁ ଏହାର କୌଣସି ସାଇଡ ଇଫେକ୍ଟ ନାହିଁ , ଏହା ସଂମ୍ପୂର୍ଣ୍ଣ ଭାବରେ ପ୍ରାକୃତିକ ଅଟେ ।

Leave A Reply

Your email address will not be published.