ମହିଳା ଦେଲେ କଡା ମନ୍ତବ୍ୟ ! ପାଞ୍ଚ ଦଶ ମିନିଟର ସୁଖ ପାଇଁ ଦେହ ପ୍ରସ୍ତୁତ ନାହିଁ,ଏନେଇ କଣ କହୁଛନ୍ତି….ଦେଖନ୍ତୁ ଭିଡ଼ିଓ

ଆଜି କାଲି ଦୁନିଆ ରେ ଏପରି ସବୁ ଘଟଣା ଘଟୁଛି ଯାହା ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରାଉଛି । ତେବେ ଗତ କିଛି ଦିନ ହେବ ଏକ ଘଟଣା ସାରା ଦେଶ ରେ ଚହଳ ସୃଷ୍ଟି କରିଛି । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣି ଥିବେ ଯେ, ବେଙ୍ଗାଲୋରର ଏକ ସ୍କୁଲରେ କିଛି ଛାତ୍ର-ଛାତ୍ରୀ ଙ୍କ ବ୍ୟାଗରୁ ସିଗାରେଟ ଆଉ କଣ୍ଡୋମ୍ ବାହାରି ଥିଲା । ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଛାତ୍ର-ଛାତ୍ରୀ ଙ୍କ ବ୍ୟାଗରୁ କଣ୍ଡୋମ ବାହାରି ଥିଲା ଆଉ ଏନେଇ ଏବେ ବେଙ୍ଗାଲୋର ସ୍କୁଲ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଥିଲା ।

ବେଙ୍ଗାଲୋର ସ୍କୁଲ ପ୍ରଶାସନ ସେହି ପିଲା ମାନଙ୍କ ବାପା ମାଆ ଙ୍କୁ ଡାକି ଏକ ମିଟିଂ କରି ଥିଲେ । ତେବେ ଏହାରି ମଧ୍ୟରେ ଜଣେ ମହିଳା ଗଣ ମାଧ୍ୟମ ଆଗରେ ଆସି ଏକ ବଡ ବୟାନ ଦେଇଛନ୍ତି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟ ରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟ ରେ ।

 


ମହିଳା ଜଣକ ଗଣ ମାଧ୍ୟମ ଆଗରେ କହିଛନ୍ତି-‘ପିଲା ମାନଙ୍କୁ ଯାହା ଆମେ ଶିଖେଇବା ସେ ତାହା ହେବେ । ତେବେ ଆମେ କଥା ହେଉଛୁ ବେଙ୍ଗାଲୋର ଘଟଣା ବିଷୟ ରେ ଦେଖନ୍ତୁ ଭୁବନେଶ୍ବର ଏକ ମେଟ୍ରୋ ସିଟି ନ ହେଇ ବି ଏଠି ଜୀବନ ବ୍ୟସ୍ତ ବହୁଳ ହେଇ ସରିଲାଣି । ତେଣୁ ବେଙ୍ଗାଲୋର ଭଳିଆ ଜାଗା ରେ ନା ବାପା ନା ମାଆ ନା ଛୁଆ କାହା ପାଖରେ ଟାଇମ ଅଛି କାହା ପାଇଁ । 12 ବର୍ଷ ରୁ 20 ବର୍ଷ ଯାଏଁ ପିଲା ମାନେ ବହୁତ ଆଗ୍ରେସିବ ଥାନ୍ତି । ସେ ଯାହା ଦେଖନ୍ତୁ ତାହା ଅତି ଶୀଘ୍ର କରି ଦିଅନ୍ତି ।

ତେଣୁ ଆମେ ପିଲା ମାନଙ୍କୁ ସଫିସେଣ୍ଟ ଟାଇମ ଦେବା ଉଚିତ । ଆମେ ତାଙ୍କ ସହ ଏମିତି ମିଶିବା ଯେ, ସେ ସବୁ କଥା ଯେମିତି ଆମ ସହ ସେୟାର କରିବେ । ଛୁଆ ମନରେ ଏହା ନ ଆସୁ ଯେ ମୁଁ କେବଳ ଭଲ କଥା କହିବି ଘରେ ଆଉ ସବୁ କଥା ସାଙ୍ଗ ମାନଙ୍କ ଆଗରେ ସେୟାର କରିବି ।

 

ଆଜି କାଲି ଫିଲ୍ମ ଇଙ୍ଗ୍ଲିଶ ଆଉ ହିନ୍ଦୀ ଫିଲ୍ମ ଦେଖୁଛନ୍ତି ଆଉ ଏବେ ସବୁ ଫିଲ୍ମ ରେ ସିନ୍ସ ଅଛି ତେଣୁ ପିଲା ମାନେ ତାହା ଦେଖି କହୁଛନ୍ତି ଆମେ ବି ଟିକେ କରିବୁ ।ଏସବୁ ଯଦି ଆମେ ପିଲାଙ୍କୁ ଦେଖେଇବା ତ ବ୍ୟାଗରୁ ସେ ଜିନିଷ ବାହାରିବାର ହିଁ ଥିଲା । ତେଣୁ ଯଦି ଆମେ ପିଲା ଙ୍କ ସହ କ୍ଳୋଜ ହେଇ ପାରିବା ତା ହେଲେ ଆମେ ତାଙ୍କୁ ବୁଝେଇ ପାରିବା’ । ତେବେ ଏହି ମହିଳା ଙ୍କ ର ଭିଡ଼ିଓ ଟି ସମସ୍ତ ଙ୍କୁ ପସନ୍ଦ ଆସିଛି ଏବଂ ସୋସିଆଲ ମିଡ଼ିଆ ରେ ଖୁବ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।

Leave A Reply

Your email address will not be published.