ନପୁଂସକତା ରୋଗ କାହିଁକି ହୁଏ ? ଏହାର ଲକ୍ଷଣ, କାରଣ ଓ ଚିକିତ୍ସା ଜାଣନ୍ତୁ -Dr Shraddha

ତେବେ ପ୍ରତେକ ବ୍ୟକ୍ତି ଙ୍କର ଶରୀର ରେ କିଛି ନା କିଛି ସମସ୍ୟା ସବୁ ଦେଖା ଯାଇଥାଏ ଯାହା ଦ୍ୱାରା ବ୍ୟକ୍ତି ମାନସିକ ଚିନ୍ତା ରେ ମଧ୍ୟ ରହି ଥାଏ | ଆଉ ଏହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ବ୍ୟକ୍ତି ଅନେକ ଉପାୟ ସବୁ ମଧ୍ୟ ଆପଣେଇ ଥାଏ | ତେବେ ଏହି ସବୁ ମଧ୍ୟରୁ ପୁରୁଷ ମାନଙ୍କର ଏକ ବଡ଼ ସମସ୍ୟା ହେଉଛି ଯୌନ ଅକ୍ଷମତା ବା ଯୌନ ଶିଥିଳତା ଭଳି ସମସ୍ୟା ଯାହା ଦ୍ୱାରା ବ୍ୟକ୍ତି ମାନସିକ ଚିନ୍ତା ରେ ମଧ୍ୟ ଆସି ଯାଇଥାଏ |

ଯାହାକୁ ନପୁଂସକତା ବୋଲି କୁହା ଯାଇଥାଏ ଯେଉଁଥି ପାଇଁ ପୁରୁଷ ମାନଙ୍କୁ ବିଭିନ୍ନ ପ୍ରକାର ଅସୁବିଧା ର ମଧ୍ୟ ସାମ୍ନା କରିବା ପାଇଁ ପଡିଥାଏ | ତେବେ ଆଜି ଆମେ ଜାଣିବା ଏହି ଯୌନ ଅକ୍ଷମତା ଶରୀର ରେ କାହିଁକି ଦେଖା ଯାଇଥାଏ ଏବଂ ଯୌନ ଅକ୍ଷମତା ବା ଯୌନ ଶିଥିଳତା ଭଳି ସମସ୍ୟା ରୁ ଆମେ କିପରି ମୁକ୍ତି ପାଇବା |

ନପୁଂସକତା ଭଳି ସମସ୍ୟା କାହିଁକି ଦେଖା ଯାଇଥାଏ :-

 


ଏହାର ପ୍ରମୁଖ କାରଣ ହେଉଛି ଆଜିକାଲି ଯୁଗର ଜୀବନ ଶୈଳୀ ଅର୍ଥାତ ଠିକ ଭାବରେ ଖାଦ୍ୟ ପେୟ ନ କରିବା | ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ସମୟ ଅନୁସାରେ ଖାଦ୍ୟ ଖାଉ ନାହାଁନ୍ତି ଏବଂ ପ୍ରାୟ ସମୟରେ ଘର ଖାଦ୍ୟ ନ ଖାଇ ବାହାରେ ଫାଷ୍ଟ ଫୁଡ଼ ଖାଦ୍ୟ ଖାଉଛନ୍ତି | ପୁରୁଷ ମାନଙ୍କର ଏହି ଯୌନ ଅକ୍ଷମତା ବା ଯୌନ ଶିଥିଳତା ଭଳି ସମସ୍ୟା ଦେଖା ଗଲେ ତାଙ୍କର ଲିଙ୍ଗ ଅଧିକ ସମୟ ଧରି ଇରେକ୍ଟ ହୋଇ ରୁହେ ନାହିଁ ଏବଂ ଜଲଦି ଫଲ ହୋଇ ଯାଏ ଯାହା ଫଳରେ ଅନେକ ସମସ୍ୟା ଉପୁଜି ଥାଏ | ଏହାକୁ ଇରେକ୍ଟାଇଲ ଡିସଫଙ୍କସନ ବୋଲି କୁହା ଯାଇଥାଏ |

ଏହିଭଳି ସମସ୍ୟା ଥିଲେ କଣ କରିବା :-

 

 


ପୁରୁଷ ମାନଙ୍କର ଯଦି ଏଭଳି ସମସ୍ୟା ଦେଖା ଯାଏ ତେବେ ସେମାନେ ସେକ୍ସ କରିବା ପୂର୍ବରୁ ସବୁବେଳେ ସକାରାତ୍ମକ ଚିନ୍ତାଧାରା ନେଇ ସେକ୍ସ କରିବା ଉଚିତ | ଆଉ ସେକ୍ସ କରିବା ସମୟରେ ସବୁବେଳେ ସୁସ୍ଥ ମାନସିକତା ରେ କରିବା ଉଚିତ |ସେକ୍ସ କରିବା ସମୟରେ ଟେଷ୍ଟୋଷ୍ଟିରନ୍ ହରମୋନ କ୍ଷରଣ ହୋଇଥାଏ ଓ ଯାହା ଫଳରେ ରକ୍ତ ସଞ୍ଚାଳନ ପେନିଶ ରେ ଅଧିକ ହୋଇଥାଏ ଏବଂ ପେନିସ୍ ରେ ଇରେକସନ୍ ମଧ୍ୟ ଦେଖା ଯାଇଥାଏ | ଆଉ ଯାହା ଫଳରେ ମସ୍ତିଷ୍କ ରେ ଥିବା ସ୍ନାୟୁ କୋଷ ଗୁଡିକ ମଧ୍ୟ ଅଲର୍ଟ ରହେ |

କେଉଁ ସବୁ ଅସୁବିଧା ପାଇଁ ସମ୍ଭୋଗ ସମ୍ଭବ ହୁଏ ନାହିଁ :-

 

 


ତେବେ ଏହା ଜାଣି ରଖନ୍ତୁ କି ଯଦି ସେକ୍ସ ସମୟରେ ଆପଣଙ୍କର ମସ୍ତିଷ୍କ ଅନୁପସ୍ଥିତ ରହିବ ତାହେଲେ ତାହା ପେନିସ ର ଇରେକ୍ସନ ଏବଂ ଶିଥିଲତା ଉପରେ ପ୍ରଭାବ ପକାଇ ଥାଏ | ଏହା ସହିତ ଡାଇବେଟିସ, କିଡନୀ ସମସ୍ୟା, ହୃଦ ରୋଗ ଭଳି ସମସ୍ୟା ଥିଲେ ଓ ଶରୀରରେ ଲିପିଡ଼ ର ପରିମାଣ ଅଧିକ ରହିଲେ ମଧ୍ୟ ନପୁଂସତା ଦେଖା ଯାଏ | ତେଣୁ ନକାରାତ୍ମକ ଚିନ୍ତାଧାରା ଠାରୁ ଦୁରେଇ ରହିବା ସହିତ ଏହି ଭଳି ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ହୋଇଥାଏ, ଏହା ଦ୍ୱାରା ଏହି ଆପଣ ଯୌନ ଅକ୍ଷମତା ସମସ୍ୟା ରୁ ମୁକ୍ତି ପାଇ ପାରିବେ |

Leave A Reply

Your email address will not be published.