ପୁଣି ଓଡିଶାରେ ଭାଇରାଲ ହେଲା “Ollywood” ହିରୋଇନ ପ୍ରକୃତି ମିଶ୍ର (Prakruti Mishra) ଙ୍କ ଏହି ଭିଡିଓ

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏକ ସୁନ୍ଦର୍ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଠି ତାଙ୍କୁ ନିଜ ଗୁରୁ ଙ୍କ ବାଦ୍ୟ ର ତାଳେ ତାଳେ ଭାରତ ନାଟ୍ୟମ କରୁଥିବାର ଦେଖିବାକୁ ମିଳିଛି। ତେବେ ଆପଣ ତ ଜାଣିଥିବେ, ଅଭିନେତ୍ରୀ ପ୍ରକୃତି ମିଶ୍ର ଯିଏକି ଓଡ଼ିଶାର ଜଣେ ଲୋକପ୍ରିୟ ଏବଂ ଜଣାଶୁଣା ଚେହେରା। ବହୁତ୍ ଅଳ୍ପ ବୟସରୁ ସେ ଅଭିନୟ ଜଗତରେ ପାଦ ଦେଇଥିଲେ। ତେବେ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ବୋଲ୍ଡ ଅନ୍ଦାଜ ପାଇଁ ସେ ଓଡିଶାରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କର ଲୁକ୍ସ ସମସ୍ତଙ୍କୁ ତାଙ୍କର ଦିୱାନା କରିଥାଏ। ଅଭିନେତ୍ରୀ ପ୍ରକୃତି ମିଶ୍ର ଜଣେ ଭଲ ଡାନ୍ସର ମଧ୍ୟ ଅଟନ୍ତି।

ତାଙ୍କର ଅନେକ ଡାନ୍ସ ଭିଡିଓ ଆପଣ ଅନେକ ସମୟରେ ଦେଖିବାକୁ ପାଇଥିବେ।ସମୟକ୍ରମେ ତାଙ୍କର ଅନେକ ଜବରଦସ୍ତ ଡାନ୍ସ ର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉ ଥିବାର ଦେଖିବାକୁ ମିଳିଥାଏ। ଏହି ଅଭିନେତ୍ରୀ ଜଣଙ୍କ ତାଙ୍କର ନିଜର ଗ୍ଲାମର ପାଇଁ ଏବଂ ତାଙ୍କର ବେଶଭୂଷା ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ।

 

ବେଳେବେଳେ ଏମିତି ଗେଟ୍ ଅପ୍ ରେ ସେ ନଜର ଆସିଥାନ୍ତି ଯାହାକୁ ଦେଖି ଦର୍ଶକଙ୍କ ହୋସ ଉଡ଼ି ଯାଇଥାଏ। ପ୍ରକୃତି ମିଶ୍ର ଓଲିଉଡ ଇଣ୍ଡଷ୍ଟ୍ରି ର ଏମିତି ଜଣେ ଅଭିନେତ୍ରୀ ଅଟନ୍ତି ଯାହାଙ୍କର ଅଭିନୟ, ବୋଲ୍ଡ ଅନ୍ଦାଜ୍ ଏବଂ ଡାନ୍ସ ସବୁବେଳେ ଚର୍ଚ୍ଚାରେ ରହିଥାଏ।

ତାଙ୍କର ଡାନ୍ସ ର ଭିନ୍ନ ଭିନ୍ନ ଅନ୍ଦାଜକୁ ନେଇ ବେଶ୍ ଚର୍ଚ୍ଚା ହୋଇଥାଏ। ତେବେ ଅନେକ ଫିଲ୍ମ୍ ରେ ଏବଂ ମ୍ଯୁଜିକ ଭିଡିଓ ରେ ଦମଦାର ପ୍ରଦର୍ଶନ କରିଥାନ୍ତି ଏହି ଡାନ୍ସିଂ କୁଇନ ଜଣଙ୍କ।ଅନେକ ଗୀତରେ ପ୍ରକୃତି ତାଙ୍କର ନୂଆ ନୂଆ ଲୁକ୍ ସବୁକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହାକୁ ଦେଖି ତାଙ୍କର ଫ୍ଯାନ ସବୁ ପାଗଳ ହୋଇ ପଡିଥାନ୍ତି।

ତେବେ ଏକ ପ୍ରକାରର କହିବାକୁ ଗଲେ ପ୍ରକୃତି ମିଶ୍ର ନିଜର କିଲର୍‌ ଡ୍ୟାନ୍ସ ଏବଂ ଗେଟ୍ ଅପ୍ କୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ପ୍ରକୃତି ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। ତେବେ ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଏବଂ ଡାନ୍ସ ର ତଡକା ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

 

ତେବେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓଡିଶାରେ ବହୁତ କମ୍ ରହୁଥିବା ବେଳେ ମୁମ୍ବାଇରେ ଅଧିକ ସମୟ ରହିଥାନ୍ତି ଏବଂ ସେହିଠାରେ ହିଁ ନିଜର ଅଭିନୟ କ୍ୟାରିୟର ଜାରି ରଖିଥିବା ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ । କିନ୍ତୁ ବର୍ତ୍ତମାନ ସେ ଅଭିନେତ୍ରୀ ରିୟାଙ୍କ ବିବାହପାର୍ଟି ପାଇଁ ଓଡିଶା ଆସିଥିଲେ ଏବଂ ସଠାରେ ବହୁତ ମଜାମସ୍ତି କରିଥିବା ନଜର ଆସିଥିଲେ ।

ହେଲେ ଏବେ ତାଙ୍କର ଯେଉଁ ଭିଡିଓଟି ଭାଇରାଲ୍ ହେଉଛି ସେଥିରେ ସେ ଏକ ଧଳାରଙ୍ଗର ଡ୍ରେସ ପିନ୍ଧି ନିଜ ଗୁରୁଙ୍କ ବାଦ୍ୟର ତାଳେ ତାଳେ ଭାରତନାଟ୍ୟମ କରୁଛନ୍ତି । ଆଉ ତାଙ୍କର ଗୁରୁ ପାଖରେ ବସି ବାଦ୍ୟର ତାଳ ଦେଉଛନ୍ତି ଏବଂ ପ୍ରକୃତି ସେହି ତାଳରେ ଡ୍ୟାନ୍ସ କରୁଥିବାର ଦେଖାଯାଇଛି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ତାଙ୍କର ଏହି ଭିଡ଼ିଓଟି ବେଶ୍ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.