ଦେଖନ୍ତୁ live ଭିଡିଓ !ବିବାହ ପରେ live ଆସି ନିଜ ଶାଶୂ ଘର ଲୋକଙ୍କ ବିଷୟରେ ଏମିତି କହିଲେ ଅଭିନେତ୍ରୀ ରିୟା…..ମୋ ଶାଶୁ ବହୁତ ଭଲ ଆଉ….

ଓଡିଆ ଚଳଚିତ୍ର ଦୁନିଆର ଅଭିନେତା ଓ ଅଭିନେତ୍ରୀ ମାନନକୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ଅଲଗା ସ୍ଥାନ ସୃଷ୍ଟି କରିବା ସହ ଓଡିଆ ଇଣ୍ଡଷ୍ଟ୍ରି ରେ ନିଜ ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଖାସ କରି ଓଡିଆ ହିରୋଇନ ମାନେ ନିଜର ସୁନ୍ଦରତା ଓ ଷ୍ଟାଇଲ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି ।ଆପଣ ମାନେ ଜାଣି ଥିବେ ଓଡିଆ ହିରୋଇନ ରିୟା ଦେ ଙ୍କ ବିବାହ ସମ୍ପନ୍ନ ହୋଇ ସାରିଛି ପୁରା ବୈଦିକ ରୀତି ନୀତି ଅନୁଯାୟୀ ।

ତେବେ ରିୟା ବର୍ତ୍ତମାନ ନିଜ ଶାଶୁ ଘରେ କେମିତି ଅଛନ୍ତି ତାହା ବିଷୟ ରେ ଆପଣ ମାନେ ଜାଣିଲେ ଖୁସି ହେବେ । ଆପଣ ମାନେ ଅଭିନେତ୍ରୀ ରିୟା ଦେ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ଇଣ୍ଡଷ୍ଟ୍ରି ର ଜେଣ ଲୋକ ପ୍ରିୟ ଅଭିନେତ୍ରୀ ଅଟନ୍ତି । ସେ ଅନେକ ସାରା ଫିଲ୍ମ ଭେଟି ଦେଇଛନ୍ତି ଓଡିଆ ଇଣ୍ଡଷ୍ଟ୍ରି କୁ ।

ତାଙ୍କର ବିବାହ ତାଙ୍କର ପ୍ରେମିକ ସୁନିଲ ଙ୍କ ସହ ଶେଷ ହୋଇଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆ ରେ ରିୟା ଙ୍କ ମ୍ୟାରେଜ ର ପ୍ରତେକ ଟି ଫଙ୍ଗସନ ବିଷୟ ରେ ଟିକିନିଖି ଖବର ପ୍ରସାରିତ ହେବାରେ ଲାଗିଛି । ବର୍ତ୍ତମାନ ରିୟା ବାହା ହୋଇ ଶାଶୁ ଘର କୁ ଯିବା ପରେ କେମିତି ଅଛନ୍ତି ତାହାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଚାଲିଛି ।

ଭାଇରାଲ ହୋଇଥିବା ରେ ସୁନୀଲ ରିୟା ଙ୍କ ମଥା ରେ ସିନ୍ଦୁର ଦେଇ ତାଙ୍କୁ ନିଜ ସ୍ତ୍ରୀ କରି ନିଜ ଘରକୁ ନେଇ ଯାଉଥିବାର ନଜର ଆସୁଛି । ଏହା ପରେ ରିୟା ନିଜ ଶାଶୁ ଘରେ ବହୁତ ଖୁସି ରେ ଥିବାର ମଧ୍ୟ ନଜର ଆସୁଛନ୍ତି । ରିୟା ବିବାହ ପରେ ନାଲି ରଙ୍ଗର ଶାଢୀ ପିନ୍ଧି ନୂଆ ଗେଟପ ରେ ନଜର ଆସୁଛନ୍ତି ଯାହା ପାଇଁ ସେ ବହୁତ ଗରେଜେସ ଲାଗୁଛନ୍ତି । ଶାଶୁ ଘର କୁ ଯାଇ ରିୟା ଏକ ନୂଆ ପରିବାର ପାଇଛନ୍ତି ।ଶାଶୁ ଘର ରେ ରିୟା ଲାଇଭ ଆସିଛି ଓ ତାଙ୍କ ପ୍ରିୟ ଫ୍ୟାନ ମାନକ ସହିତ କଥା କହୁଛନ୍ତି । ଗୋଟିଏ ନୂଆ ପରିବାରରେ ପାଦ ଦେଇଛନ୍ତି ଯାହାଙ୍କ ସହ ସେ ନିଜର ଭଲ ମନ୍ଦ ବାଣ୍ଟି ପାରିବେ ।

ସୁନିଲ ମଧ୍ୟ ରିୟା ଙ୍କ ସାଥ ଦେଉଛନ୍ତି । ରିୟା ଓ ସୁନୀଲ ପରସ୍ପର ଭଲ ପାଇ ଆଜି ଦୁହେଁ ସ୍ଵାମୀ ସ୍ତ୍ରୀ ହୋଇ ଥିବା ରୁ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଆଉ ଦୁହି ଙ୍କ ର ପରିବାର ମଧ୍ୟ ସେମାନ ଙ୍କର ବାହାଘର କୁ ନେଇ ବେଶ ଖୁସି ଅଛନ୍ତି । ତେବେ ଦୁହିଙ୍କ ଯୋଡି ଆଗକୁ ଏମିତି ରହୁ ଏହା ଆମର ଶୁଭକାମନା ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.