ଦେଖନ୍ତୁ ଭିଡ଼ିଓ -ବିଚକ୍ଷଣ ବାଳିକା ! ଏହି ଛୋଟ ବାଳିକା ର Knowledge ଆଗରେ computer ବି ଫେଲ ମାରିବ…

ତେବେ ଆଜିକାଲି ର ଦୁନିଆ ରେ ସୋସିଆଲ ମିଡ଼ିଆ ବହୁତ ବଡ଼ ଭୂମିକା ଗ୍ରହଣ କରିଛି କାରଣ ସମାଜ ରେ ପ୍ରତିଦିନ ଯାହା ଘଟୁଛି ଆମେ ଏହା ଦ୍ୱାରା ହିଁ ଅବଗତ ହୋଇ ପାରୁଛୁ | ଏହି ସୋସିଆଲ ମିଡ଼ିଆ ରେ ଅନେକ ଲୋକ କିଛି ନା କିଛି ପୋଷ୍ଟ କରି ସମାଜ ରେ ଖୁବ ଭଲ ପାଇବା ମଧ୍ୟ ହାସଲ କରି ପାରନ୍ତି |

କିଏ କେତେ ବେଳେ ଡ୍ୟାନ୍ସ ଭିଡ଼ିଓ କରି ଉପଲୋଡ କରି ଥାଏ ତ ଆଉ ଗୀତ ଗାଇ ନଚେତ ଆଉ କିଏ ନିଜର ଅନ୍ୟ କିଛି ପ୍ରତିଭା ହେଉ ଅଥବା ନିଜ ଜୀବନ ଶୈଳୀ କୁ ନେଇ ୟୁଟ୍ୟୁବ ଆକାଉଣ୍ଟ ରେ ସେୟାର କରି ଥାଆନ୍ତି | ଆଉ ବେଳେ ବେଳେ ତାହା ଏତେ ମାତ୍ରା ରେ ଭାଇରାଲ ହୋଇ ଥାଏ କି ସେହି ବ୍ୟକ୍ତି ଜଣଙ୍କ ଖୁବ ଭଲ ପାଇବା ପାଇ ଥାଏ | ତେବେ ଆଜି ସେଭଳି ଏକ ଭାଇରାଲ ଭିଡ଼ିଓ ସମ୍ପର୍କ ରେ କହିବୁ ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ପସନ୍ଦ କରିବେ |


ତେବେ ଏକ ଭିଡ଼ିଓ ବର୍ତ୍ତମାନ ସମୟ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ କୁନି ଝିଅ ଦେଖିବା ପାଇଁ ମିଳିଛି ଆଉ ଏହି କୁନି ଝିଅ ଟିର ପ୍ରତିଭା ଦେଖିଲେ ଆପଣ ମଧ୍ୟ ଚମକି ଉଠିବେ | ଏହି କୁନି ଝିଅ ଟି ବେସ ସୁନ୍ଦର ଭାବରେ ଗୀଟାର ବଜାଉ ଥିବାର ଦେଖିବା ପାଇଁ ମିଳିଛି |

ତେବେ ଏହା ଏକ ସ୍କୁଲ ର ଦୃଶ୍ୟ ଯେଉଁଠି କି କୌଣସି ଏକ କାର୍ଯ୍ୟକ୍ରମ ହେଉ ଥିବାର ଜଣା ପଡ଼ିଛି ଆଉ ସେଠାରେ ସ୍କୁଲ ର ଅନେକ କୁନି କୁନି ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଛନ୍ତି ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ଉପସ୍ଥିତ ରହିଛନ୍ତି | ତେବେ ଏହି କୁନି ଝିଅ ଟି ସାରେ ଯାହାସେ ଆଛା ହିନ୍ଦୁ ସୀତା ହାମାରା ଏ ଦେଶାତ୍ମକ ଗୀତ ଟିକୁ ଅତି ସୁନ୍ଦର ଭାବରେ ଗୀଟାର ରେ ମ୍ୟୁଜିକ ଦେଇ ଥିଲେ |

କୁନି ଝିଅ ଟି ଏତେ ସୁନ୍ଦର ଓ ଏତେ ଜୀବନ୍ତ ଭାବେ ମ୍ୟୁଜିକ ଦେଇ ଥିଲେ ଯେ ଯାହାକୁ ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ କି ଏତେ କମ ବୟସରୁ କୁନି ଝିଅ ଟି ଏଭଳି ଆଶ୍ଚର୍ଯ୍ୟ ଭାବେ ଗୀଟାର ବଜାଉଛି | ତେବେ ତାର ଏଭଳି ସୁନ୍ଦର ପ୍ରତିଭା ଦେଖି ସେଠାରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ବେସ ଖୁସି ରେ ତାଳି ମାରି ତାଙ୍କୁ ଆହୁରି ଉତ୍ସାହିତ କରୁଛନ୍ତି | ତେବେ କୁନି ଝିଅ ଟିର ଏଭଳି ପ୍ରତିଭା ଏବେ ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି ଆଉ ଏହାକୁ ଯିଏ କେହି ନା ଦେଖୁଛି ସେ ଭିଡ଼ିଓ ଟିକୁ ପସନ୍ଦ କରିବା ସହିତ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି |

Leave A Reply

Your email address will not be published.