ଦେଖନ୍ତୁ shocking ଭିଡିଓ ବୋହୁ ସହ ସମ୍ପର୍କ ରଖି ତାକୁ ନେଇ ଶ୍ୱଶୁର ଛୁ….. ।ଆଉ ଲଜ୍ୟା ସହିନପାରି ଜୀବନ ହାରିଲା ପୁଅ…

ଭଲ କରି ଦେଖୁ ନିଅନ୍ତୁ ଏହି ଭିଜୁଆଲ ଟିକୁ ଏଠି ଚାଲିଛି ଶେଷ ଯାତ୍ରା ଏହି ମୃତ ଦେହ କୁ ନେବା ପାଇଁ ଛଅ ଖଣ୍ଡ କାଠ ବି ନାହିଁ ଆଉ ଆଗରେ ଖଇ କଉଡ଼ି ପକାଇବା ପାଇଁ ନିଜର ବି କେହି ନାହାଁନ୍ତି | ମା ମରି ଗଲା ପରେ ଏହି ବାବୁ ଙ୍କ ସ୍ତ୍ରୀ କୁ କୁଆଡେ ତାଙ୍କ ବାପା ନେଇ ପଳାଇଲେ ଆଉ ଗଲେ ତ ଗଲେ ତାଙ୍କ ଛୁଆ ଟିକୁ ବି ନେଇ ଗଲେ | ବାପା ତାଙ୍କ ସ୍ତ୍ରୀ କୁ ନେବା ପରେ ପୁଅ ଏହି ଘଟଣା କୁ ସହି ପାରିଲା ନାହିଁ ଆଉ ଶେଷରେ ନିଜ ଜୀବନ କୁ ହାରି ଦେଲା |

ସମାଜ ରେ ବାପା ପୁଅ ଆଉ ଶଶୁର ବୋହୂ ର ସମ୍ପର୍କ ଅତି ପବିତ୍ର ସମ୍ପର୍କ ଟିଏ ଯେମିତି ବାପ ଝିଅ ର ସମ୍ପର୍କ | ମାତ୍ର ଏବେ ଶଶୁର ଆଉ ବୋହୂ ସମାଜ ର ନୈତିକତା ହରାଇ ସମାଜର ବହୁ ଆଗକୁ ଯାଇଁ ଯେଉଁ ସମ୍ପର୍କ ଗଢିଛନ୍ତି ତାକୁ ନେଇ ଆଜି ଗୋଟେ ପୁଅ ବଳି ପଡ଼ି ଯାଇଛି |


ଏଭଳି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଡ଼ ଥାନା ଅନ୍ତର୍ଗତ ସଇଡ଼ା ଗ୍ରାମରେ ଯେଉଁଠି ପୁଅ ଟିଏ ଜୀବନ ହାରି ଦେଇଛି | ଆଉ ଅଭିଯୋଗ ହେଉଛି ଏହା ତା ବାପା କୁଆଡେ ତା ସ୍ତ୍ରୀ ଆଉ ଛୁଆ କୁ ନେଇକି ପଳେଇ ଗଲା | ସ୍ତ୍ରୀ ଆଉ ଛୋଟ ଝିଅ ଟିକୁ ଝୁରି ଝୁରି ଶେଷରେ ପୁଅ ବି ଜୀବନ ହାରି ଦେଲା |

ଯେଉଁଠି ମା ଧୋକା ଦେଇ ଆରପାରିକୁ ଚାଲି ଯାଏ ଯେଉଁଠି ବାପା ଧୋକା ଦେଇ ସ୍ତ୍ରୀ କୁ ନେଇ ଯାଏ ଆଉ ଯେଉଁଠି ଛୋଟ ଝିଅ ଟି କିଛି ନ ବୁଝି ନ ସୁଜି ମା ସହିତ ଚାଲି ଯାଏ ଆଉ ସେଠି ଆତ୍ମା ଟା କରିବ ବା କଣ | ଶେଷରେ ନିଜର ମାନସିକ ଭାରସାମ୍ୟ ହରାଇ ନିଜ ଜୀବନ କୁ ହାରି ଦିଏ | ଶେଷରେ ନା ମିଳେ ଛଅ ଖଣ୍ଡ କାଠ ନା ମିଳେ ନିଜ ଛୁଆ ହାତରୁ ମୁହଁରେ ନିଆଁ |

ଜୀବନ ହାରି ଥିବା ବ୍ୟକ୍ତି ଜଣଙ୍କର ନାଁ ହେଉଛି ସଞ୍ଜୟ ମୁଣ୍ଡା ଯାହାଙ୍କର ବର୍ଷ 25 ବର୍ଷ ବୟସ ସଞ୍ଜୟ ନିଜ ସ୍ତ୍ରୀ ଆଉ ନିଜ ତିନି ବର୍ଷ ର ଝିଅ ସହିତ ବେସ ଖୁସିବାସ ରେ ଥିଲେ | ଆଉ ବର୍ଷେ ହେବ ସଞ୍ଜୟ ଙ୍କର ମା ଙ୍କର ମୃତ୍ୟୁ ହୋଇ ଯାଇଥିଲା ଆଉ ମା ଙ୍କର ମୃତ୍ୟୁ ପରେ ବାପା ପୁଅ ଏକାଠି ହିଁ ରହୁ ଥିଲେ | ଆଉ ଏହାରି ଭିତରେ ବୋହୂ ଓ ଶଶୁର ଙ୍କ ମଧ୍ୟରେ ଖରାପ ସମ୍ପର୍କ ଗଢି ଉଠି ଥିଲା ଆଉ ପରେ ପରେ ଉଭୟ ଫେରାର ହୋଇ ଯାଇଥିଲେ | ପୁଅ ବହୁତ ଖୋଜା ଖୋଜି ମଧ୍ୟ କରି ଥିଲେ କିନ୍ତୁ ଶେଷରେ ତାଙ୍କର ପତ୍ତା ନ ପାଇ ପୁଅ ନିଜର ଭାରସାମ୍ୟ ହରାଇ ଆତ୍ମହତ୍ୟା କରି ଦେଲା |

Leave A Reply

Your email address will not be published.