ଯୁବକ ଦେଲେ କଡା ମନ୍ତବ୍ୟ ! ଛୁଆ ଯେତେବେଳ ପାଖରେ ଅଛି ସେ ଟିଚର ବୋଧେ କୋଉ ଟୋକା ସହ ଗପିଛି ..ସେ ପିଲାଟା ଦେଖିଛି:ଗଜପତି

ତେବେ ଆଜିକାଲି ର ଟିଚର ମାନଙ୍କର କଥାବାର୍ତା ଆଉ ଡ୍ରେସିଂ ଶୈଳୀ କୁ ନେଇ ଗଜପତି ନାମକ ଜଣେ ଯୁବକ ସୋସିଆଲ ମିଡ଼ିଆ ରେ କିଛି ମନ୍ତବ୍ୟ ଦେଇଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ ଚକିତ ହୋଇ ଯିବେ | ଆଜିକାଲି ଛୋଟ ଛୋଟ ଛୁଆ ମାନେ ମଧ୍ୟ ଲଭ ବିଷୟରେ ଜାଣୁଛନ୍ତି ଆଉ ବିଗିଡି ଯାଉଛନ୍ତି ଯାହା ପାଇଁ ସେ ବଡ଼ ଲୋକ ଙ୍କୁ ହିଁ ଦାୟୀ କରିଛନ୍ତି | ତେବେ ଆସନ୍ତୁ ଗଜପତି ଏହି ସମ୍ପର୍କ ରେ କଣ କହିଛନ୍ତି ସେ ସମ୍ପର୍କ ରେ ଜାଣିବା |

ତେବେ ତାଙ୍କ କହିବା ଅନୁଯାଇ ଆଗ କାଳରେ ପିଲା ମାନେ ଜନ୍ମ ହେଉ ଥିଲେ ଆଉ ବଡ଼ ହେବା ପର୍ଯ୍ୟନ୍ତ ସେମାନେ ପାଠ ଛଡ଼ା ଆଉ କିଛି ହେଲେ ବି ଜାଣୁ ନଥିଲେ କାରଣ ତାଙ୍କର ଅଲଗା କୁଆଡେ ନଜର ଆଉ ନଥିଲା | କିନ୍ତୁ ଆଜିକାଲି ର ଛୁଆ ଜନ୍ମ ହେବାର ବର୍ଷ ପରେ ହିଁ ପ୍ରାୟ କଥା ଜାଣି ନେଉଛନ୍ତି ଏସବୁ ହେଉଛି କେମିତି | ତେବେ ବର୍ତ୍ତମାନ ସମୟ ରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଗୁରୁମା ଏକ ଛୁଆ ଟିକୁ ଲଭ କଥା କହୁଛି ଆଉ ତା ଲଭ ପାଇବାରେ ମଧ୍ୟ ଗୁରୁମା ଙ୍କର ହାତ ଅଛି |]


ଆଉ ଛୋଟ ଛୋଟ ଛୁଆ ଯଦି ଏହି ବିଷୟରେ ନ ଶୁଣିବେ ତେବେ ସେମାନେ ଏହି ବିଷୟରେ ଜାଣିବେ କେମିତି | ଏହା ସହିତ ଆଜିକାଲି ଛୁଆ ମାନେ ଜାଣିଛନ୍ତି କି ଏକ ପୁଅ ଓ ଝିଅ କଥା ହେଲେ ସେମାନଙ୍କୁ ଲଭର୍ସ ବୋଲି କୁହାଯାଏ ନିହାତି ଭାବରେ ତାଙ୍କୁ ଏକଥା ସବୁ ଶିଖା ଯାଉଛି ନହେଲେ ସେମାନେ କେମିତି ଜାଣିବେ | ପୁଣି ଏହା ସହିତ ଆଜିକାଲି ର ଗୁରୁମା ମାନେ ଯେଉଁଭଳି ଭାବରେ ଶାଢ଼ୀ ପିନ୍ଧି ଅଧା ଛାତି ଦେଖେଇ ସ୍କୁଲ କୁ ଆସୁଛନ୍ତି ସେଠି ପିଲା ମାନେ ପାଠ କୁ ନ ଦେଖି କଣ ଦେଖିବେ ଆପଣ ମଧ୍ୟ ଜାଣି ପାରୁ ଥିବେ |

କେବଳ ଶିକ୍ଷୟତ୍ରୀ ମାନେ ନୁହେଁ ବରଂ ଆଜିକାଲି ର କିଛି ମା ମାନେ ଅଛନ୍ତି ତାଙ୍କର ମଧ୍ୟ ଭୁଲ ରହୁଛି | ସେମାନେ ଇନଷ୍ଟା ଆଉ ଫେସବୁକ ରେ 250 ଟଙ୍କିଆ ନେଟ ଶାଢ଼ୀ କୁ ପିନ୍ଧି ଯେପରି ଫଟୋ ଆଉ ଭିଡ଼ିଓ ପୋଷ୍ଟ କରୁଛନ୍ତି ସେଥିରେ ଖରାପ କମେଣ୍ଟ ମଧ୍ୟ ଆସୁଛି |

 

ଆଉ ଛୁଆ ମାନେ ଫୋନ ୟୁଜ କରିବା ବେଳେ ସେହି ଖରାପ କମେଣ୍ଟ କୁ ପଢୁଛନ୍ତି ଯାହା ଦ୍ୱାରା ଛୋଟ ପିଲା ମାନେ ଆହୁରି ଖରାପ ଆଡ଼କୁ ଗତି କରୁଛନ୍ତି ବୋଲି ଗଜପତି କହିଛନ୍ତି | ତେବେ ତାଙ୍କର ଏଭଳି ପ୍ରତିକ୍ରିୟା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ତାଙ୍କର ପ୍ରତିକ୍ରିୟା କୁ ଅନେକ ଲୋକ ସମର୍ଥନ ମଧ୍ୟ କରିଛନ୍ତି |

Leave A Reply

Your email address will not be published.