ରାତିକୁ ଭଡ଼ା ପାଞ୍ଚ ହଜାର। କାହ୍ନା ଭାଇଙ୍କ ଜବରଦସ୍ତ Best Scene… ମାତ୍ର ଗୋଟିଏ ଦିନରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…
ଯାତ୍ରା ଖଳନାୟକ କାହ୍ନା ଭାଇଙ୍କୁ ତ ଆପଣ ଭଲ ଭାବରେ ଜାଣିଥିବେ।ସେ ଯାତ୍ରା ଜଗତରେ ଜଣେ ବେଶ୍ ପରିଚିତ ଏବଂ ଲୋକପ୍ରିୟ ଚେହେରା। ଯାତ୍ରା ଖଳନାୟକ ଭାବରେ ତାଙ୍କର ଲୋକପ୍ରିୟତା ବେଶ୍ ଅଧିକ ଅଟେ।ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ।ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଅନେକ ଦର୍ଶକ ଯାତ୍ରା ଦେଖିବାକୁ ବହୁତ୍ ଭଲ ପାଆନ୍ତି।ଆପଣମାନେ ଯଦି ଯାତ୍ରା ପ୍ରେମୀ ହୋଇଥିବେ ତେବେ ଯାତ୍ରା ତ ନିଶ୍ଚୟ ଦେଖିବାକୁ ଭଲ ପାଉଥିବେ ଏବଂ ଯାତ୍ରା ଦେଖିବାକୁ ବି ଯାଉଥିବେ ମଧ୍ୟ।
ଯାତ୍ରାରେ ରହିଥାଏ ଏକ ଭିନ୍ନ ଧରଣର ମନୋରଂଜନ ର ଛୁଙ୍କ। ଯାତ୍ରା ଆରମ୍ଭ ହେବା ପୂର୍ବରୁ ରହିଥାଏ ଅନେକ କାର୍ଯ୍ୟକ୍ରମ। ଯାହାକୁ ଦେଖିବା ପାଇଁ ବହୁତ୍ ମନୋରଂଜନ ପୂର୍ଣ୍ଣ ହୋଇଥାଏ। ତେଣୁ ଯାତ୍ରାର ପ୍ରତିଟି ମାହଲ ବେଶ ଆକର୍ଷିତ କରିବା ଭଳି ଅଟେ।ଏହାଛଡା ଯାତ୍ରା ଜଗତର କଳାକାର ମାନଙ୍କୁ ପାଖରେ ପ୍ୟାଣ୍ଡେଲ ରେ ଦେଖିବାକୁ ପାଇ ଦର୍ଶକ ବେଶ୍ ଖୁସି ହୁଅନ୍ତି।ଆପଣ ମାନେ ଯଦି ଯାତ୍ରା ପ୍ରେମୀ ହୋଇଥିବେ ତେବେ ଯାତ୍ରାର ମଜା ନିଶ୍ଚୟ ପାଇଥିବେ।ତେବେ ଯାତ୍ରା ଜଗତର ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ ଯେମିତି କିମିଆ କରି ରଖିଛନ୍ତି।
ତାଙ୍କ ଅଭିନୀତ ଅପେରା ପଡିଲେ ଲୋକେ ଧାଇଁ ଯାଆନ୍ତି ଯେମିତି ବି ହେଉ ସେ ଯାତ୍ରାକୁ ଦେଖିବା ପାଇଁ।ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ। ସେହିପରି ଜଣେ ଆଗଧାଡିର ଲୋକପ୍ରିୟ ଯାତ୍ରା କଳାକାର ହେଉଛନ୍ତି କାହ୍ନା। ତାଙ୍କ ଦୃଶ୍ୟ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥାଏ।ଯାତ୍ରା ପାଣ୍ଡେଲ ରେ ବେଶ୍ ଜୀବନ୍ତ ଏବଂ ନିଖୁଣ ଅଭିନୟର ଯାଦୁ ତାଙ୍କ ପାଖରୁ ମିଳିଥାଏ।
ସେହିପରି ତାଙ୍କର ଏକ ସୁନ୍ଦର ଚରିତ୍ରରେ ଅଭିନୟର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଝିଅ ତାର ରୋଗୀଣା ମାକୁ ନେଇ ଭଡ଼ା ଘରେ ରୁହନ୍ତି। ଆଉ ମାଲିକ ଆସି ସେହି ଝିଅ କୁ ଘରଭଡ଼ା ମାଗୁଛି। ହେଲେ ଝିଅଟି କହୁଛି କିଛି ରୋଜଗାର କେଉଁଠୁ ଟଙ୍କା ଆଣିବି। ସେହି ସମୟରେ ଯାତ୍ରା ଖଳନାୟକ ଭୂମିକାରେ ଅଭିନୟ କରୁଥିବା କାହ୍ନା ଆସି କହୁଛି ସେହି ଝିଅର ବସ୍ତ୍ରହରଣ କଲେ ତୁମେ ତୁମର ଟଙ୍କା ପାଇଯିବ।
ଆଉ ସେହି ସମୟରେ ସେ ଝିଅର ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଛି ଏବଂ ସେଠାରେ କିଭଳି ନାଟକର ଦୃଶ୍ୟ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ମିଳିଛି। ସୁନ୍ଦର ଭାବରେ ସେ ଏଠାରେ ଏହି ଚରିତ୍ରକୁ ନଭାଇଛନ୍ତି। ଇଷ୍ଟର୍ଣ୍ଣ ଅପେରାର ଏଠାରେ କାହ୍ନା ଭାଇଙ୍କ ଏହି ଜୀବନ୍ତ ଅଭିନୟକୁ ଦେଖିଲେ ଆପଣ ବି ତାଙ୍କ ଅଭିନୟକୁ ପ୍ରଂଶସା କରିବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।