ଦାନ୍ତ ବିନ୍ଧା ର ସମସ୍ୟା ଥିଲେ ସେଥିରୁ କେମିତି ପାଇବେ ମୁକ୍ତି । Dr. Pravin Dinakar

ଆଜିର ସମୟରେ ବହୁତ ଲୋକଙ୍କ ଦାନ୍ତ ଜନିତ ସମସ୍ୟା ଦେଖା ଯାଏ | ତେବେ ଏହି ଦାନ୍ତ ଜନିତ ସମସ୍ୟା କଣ ପାଇଁ ଓ କାହିଁକି ହେଉଛି ତାହାର ମଧ୍ୟ କିଛି କାରଣ ରହିଛି | ତାହାଲେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ପ୍ରଥମେ ଆମକୁ ଏହାର କାରଣ ବିଷୟରେ ଜାଣିବାକୁ ହେବ ତାହେଲେ ଯାଇ ଆମେ ଏହାର ଉପଚାର ଅତି ସହଜ କରିପାରିବା | ତେବେ ଏହାର କାରଣ ହେଉଛି ଗୁଟଖା, ତମ୍ବାଖୁ, ବିଡି, ସିଗାରେଟ, ପାନ, ମଦ ଏହି ସବୁ ବହୁ ମାତ୍ରର ସେବନ ଦ୍ୱାରା ଦାନ୍ତ କଳା ପୋଡିଯିବା ସହିତ ବିଭିନ୍ନ ପ୍ରକାର ଦାନ୍ତ ଜନିତ ସମସ୍ୟା ଦେଖା ଯାଏ |

ତେଣୁ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ସର୍ବେ ପ୍ରଥମେ ଆମକୁ ଏହି ସବୁ ନିଶା ଦ୍ରବ୍ୟ ଠାରୁ ଦୁରେଇ ରହିବା ପାଇଁ ହେବ | ଏହା ସହିତ ଏକ ବହୁତ ଲାଭ ଦାୟକ ଘରେଇ ଉପଚାର ଟି ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଦାନ୍ତ ଜନିତ ସମସ୍ୟା ସମ୍ପୂର୍ଣ୍ଣ ଭାବେ ଦୂର ହେଇଯିବ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଘରେଇ ଉପଚାର ବିଷୟରେ ଜାଣିବା |ଟୁଥ ପେଷ୍ଟ, ଏହା ସହିତ ଅଳ୍ପ ପରିମାଣର ହଳଦୀ ଗୁଣ୍ଡ, ତାପରେ ଏକ ଲେମ୍ବୁ ର ଅଧା, ଏହା ସହିତ ଅଳ୍ପ ପରିମାଣର ବେକିଂ ସୋଡ଼ା


ତେବେ ବନ୍ଧୁଗଣ ଏହି ସହଜ ଘରେଇ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଏକ ଛୋଟ ପାତ୍ର ନିୟନ୍ତୁ ତାପରେ ସେଥିରେ ଆପଣ ବ୍ୟବହାର କରୁଥିବା ଟୁଥ ପେଷ୍ଟ ସେହି ପାତ୍ରରେ ଅଳ୍ପ ପରିମାଣରେ ବାହାର କରି ରଖନ୍ତୁ | ଆଉ ଏକ ଗିନା ରେ ପେଷ୍ଟ ରଖି ସେଥିରେ ଚିମୁଟାଏ ହଳଦୀ ଗୁଣ୍ଡ ପକେଇବା | ତାହା ପରେ ଏକ ଚାମଚ ଲେମ୍ବୁ ରସ ତା ସହିତ ବେକିଂ ସୋଡ଼ା କୁ ଭଲ ଭାବରେ 10 ମିନଟ ପର୍ଯ୍ୟନ୍ତ ମିକ୍ସ କରନ୍ତୁ | ଏହା ଭଲ ଭାବରେ ମିକ୍ସ ହେଇସାରିବା ପରେ ଏହାକୁ ଆପଣ ବ୍ରସ ସାହାଯ୍ୟରେ ଦାନ୍ତ ସଫା ପାଇଁ ବ୍ୟବହାର କରି ପାରିବା |


ଏବେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାର ଟିକୁ ଆପଣ ପ୍ରତିଦିନ ବ୍ରସ କରିବା ସମୟରେ ସପ୍ତାହରେ ମାତ୍ର 2 ରୁ 3 ଥର ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ଦାନ୍ତ କଳା ରୁ ସମ୍ପୂର୍ଣ୍ଣ ଧଳା ହେଇଯିବ | ଏହା ସହିତ ଆପଣଙ୍କ ସମସ୍ତ ଦାନ୍ତ ଜନିତ ସମସ୍ୟା ଦୂର ହେଇଯିବ |

 


ତେବେ ଏହା ଥିଲା ଦାନ୍ତ ଜନିତ ସମସ୍ୟା କୁ ଦୂର କରିବା ସହିତ କଳା ଦାନ୍ତ କୁ ଧଳା କରିବା ର ସହଜ ଘରେଇ ଉପଚାର ବିଷୟରେ ସୂଚନା ଯାହାକୁ ବ୍ୟବହାର କରିକି ଆମେ ଦାନ୍ତ କୁ ଧଳା କରି ପାରିବା |
ପେଷ୍ଟ ରଖି ସେଥିରେ ଚିମୁଟାଏ ହଳଦୀ ଗୁଣ୍ଡ ପକେଇବା | ତାହା ପରେ ଏକ ଚାମଚ ଲେମ୍ବୁ ରସ ତା ସହିତ ବେକିଂ ସୋଡ଼ା କୁ ଭଲ ଭାବରେ 10 ମିନଟ ପର୍ଯ୍ୟନ୍ତ ମିକ୍ସ କରନ୍ତୁ | ଏହା ଭଲ ଭାବରେ ମିକ୍ସ ହେଇସାରିବା ପରେ ଏହାକୁ ଆପଣ ବ୍ରସ ସାହାଯ୍ୟରେ ଦାନ୍ତ ସଫା ପାଇଁ ବ୍ୟବହାର କରି ପାରିବା |

Leave A Reply

Your email address will not be published.