ଦେଖନ୍ତୁ Full ଭିଡିଓ ଅଷ୍ଚମଙ୍ଗଳାରେ ବାପଘରକୁ ସ୍ବାମୀ ସହ ଗଲେ ରିୟା…ଦେଖନ୍ତୁ କଣ କହୁଛନ୍ତି ?

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

ବର୍ତ୍ତମାନ ସବୁଠାରୁ ବଡ଼ ଖବର ରହିଛି କି ଓଲିଉଡ ର ଅଭିନେତ୍ରୀ ରିୟା ଦେ ଙ୍କ ର ବିବାହ ଶେଷ ହୋଇ ଯାଇଛି ଆଉ ସେ ବର୍ତ୍ତମାନ ବିବାହ ବନ୍ଧନ ରେ ବାନ୍ଧି ହୋଇସାରିଛନ୍ତି ଏବଂ ନିଜର ନୂଆ ଜୀବନ ଆରମ୍ଭ କରିବା ପାଇଁ ଯାଇଛନ୍ତି। ରିୟାଙ୍କ ବିବାହକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ।

 

ଆଉ ଏହାରି ମଧ୍ୟରେ ତାଙ୍କର ବିବାହ ଭିଡିଓ ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି । ରିୟା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଦିଗଜ ଅଭିନେତା ମାନଙ୍କ ସହ ଅଭିନୟ କରିଛନ୍ତି । ସେ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ରୂପେ ନଜର ଆସିଛନ୍ତି । ତାଙ୍କ ସୁନ୍ଦରତା ଆଉ ତାଙ୍କ ଅଭିନୟକୁ ଦେଖିବା ପାଇଁ ସାରା ଓଡିଶାବାସୀ ବେସ ଅଧିକ ପସନ୍ଦ କରନ୍ତି ।

ଏମିତିରେ ରିୟା ନିଜ ଜବରଦସ୍ତ ଅଭିନୟ ପଦର୍ଶନ କରି ଓଡିଶାରେ ସୁନାମ ଅର୍ଜନ କରିଛନ୍ତି ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ରିୟାଙ୍କ ବିବାହ ଦେଖି ସାରା ଓଡିଶାବାସୀ ବହୁତ ଖୁସି ହୋଇଛନ୍ତି । ଏଠି ଆମେ କହି ରଖିବାକୁ ଚାହୁଁ ଯେ, ରିୟା ସୁନୀଲ ନାମକ ଏକ ଯୁବକଙ୍କ ସହ ପ୍ରେମ ବିବାହ କରିଛନ୍ତି । ଗତ କିଛି ଦିନ ତଳେ ରିୟା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।ଆଉ ତାଙ୍କ ବିବାହକୁ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ମାନେ ଆସି ଯୋଗ ଦେଇଥିଲା ।

ତେବେ ରିୟା ଏବେ ଶାଶୁ ଘରେ ଅଛନ୍ତି ଆଉ ଏହାରି ମଧ୍ୟରେ ତାଙ୍କର ଏକ ନୂଆ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ରିୟା ଅଷ୍ଟମଙ୍ଗଳା ପାଇଁ ଏବେ ନିଜ ବାପ ଘରକୁ ଆସିଛନ୍ତି । ବାପ ଘରକୁ ସେ ଏକା ନୁହେଁ ତାଙ୍କ ସ୍ଵାମୀ ସୁନୀଲ ବି ତାଙ୍କ ସହ ଆସିଛନ୍ତି । ଉଭୟ ରିୟା ଆଉ ସୁନୀଲଙ୍କ ଯୋଡି ବହୁତ ସୁନ୍ଦର ଲାଗୁଛି ।

ରିୟା ଶାଢୀରେ ବହୁତ ଆକର୍ଷିତ ନଜର ଆସୁଛନ୍ତି । ରିୟା ଙ୍କ ସ୍ୱାମୀ ସୁନୀଲ ପ୍ରଫେସନ ରେ ଜଣେ ସଫ୍ଟଓୟାର ଇଞ୍ଜିନିୟର ଅଟନ୍ତି ଏବଂ ତା ସାଂଗ ରେ ସେ ଜଣେ ବ୍ୟବସାୟୀ ମଧ୍ୟ ଅଟନ୍ତି। ତେବେ ବର୍ତ୍ତମାନ ଉଭୟ ରିୟା ଓ ସୁନୀଲ ପରସ୍ପର କୁ ବିବାହ କରି ବେଶ ହସ ଖୁସିରେ ରେ ରହିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.