ଯାତ୍ରା ଅଭିନେତ୍ରୀ TIKI ଅପା ଙ୍କ BEST SCENE ” ବୋପା ଭାଇ ପାଇଁ ବିକୁଛି ଦେହ “….

ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ।ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଅନେକ ଦର୍ଶକ ଯାତ୍ରା ଦେଖିବାକୁ ବହୁତ୍ ଭଲ ପାଆନ୍ତି।ଆପଣମାନେ ଯଦି ଯାତ୍ରା ପ୍ରେମୀ ହୋଇଥିବେ ତେବେ ଯାତ୍ରା ତ ନିଶ୍ଚୟ ଦେଖିବାକୁ ଭଲ ପାଉଥିବେ ଏବଂ ଯାତ୍ରା ଦେଖିବାକୁ ବି ଯାଉଥିବେ ମଧ୍ୟ।ଏହାଛଡା ଯାତ୍ରା ଜଗତର କଳାକାର ମାନଙ୍କୁ ପାଖରେ ପ୍ୟାଣ୍ଡେଲ ରେ ଦେଖିବାକୁ ପାଇ ଦର୍ଶକ ବେଶ୍ ଖୁସି ହୁଅନ୍ତି।ତେଣୁ ଯାତ୍ରାର ପ୍ରତିଟି ମାହଲ ବେଶ ଆକର୍ଷିତ କରିବା ଭଳି ଅଟେ।

ଏହାଛଡା ଯାତ୍ରା ଜଗତର କଳାକାର ମାନଙ୍କୁ ପାଖରେ ପ୍ୟାଣ୍ଡେଲ ରେ ଦେଖିବାକୁ ପାଇ ଦର୍ଶକ ବେଶ୍ ଖୁସି ହୁଅନ୍ତି।ଆପଣ ମାନେ ଯଦି ଯାତ୍ରା ପ୍ରେମୀ ହୋଇଥିବେ ତେବେ ଯାତ୍ରାର ମଜା ନିଶ୍ଚୟ ପାଇଥିବେ।ତେବେ ଯାତ୍ରା ଜଗତର ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ ଯେମିତି କିମିଆ କରି ରଖିଛନ୍ତି।

ସେହିପରି ତାଙ୍କର ଏକ ସୁନ୍ଦର୍ ଚରିତ୍ରରେ ଅଭିନୟର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଯେଉଁଠି ସେ ନିଜ ଦେହ ବିକ୍ରି କରି ପରିବାରକୁ ଚଳାଇବା କଥା ଜଣା ପଡ଼ିବା ପରେ ବାପା ଓ ଭାଇଙ୍କ ସାମ୍ନାରେ ସେ କିପରି ବିଚଳିତ ହୋଇ ପଡୁଛନ୍ତି ଏବଂ ସେଠାରେ କିଭଳି ନାଟକର ଦୃଶ୍ୟ ଏକ ଭିନ୍ନ ମୋଡ଼ ନେଉଛି ତାହା ଦେଖିବାକୁ ମିଳୁଛି। ଯିଏକି ନିଜ ବାପା ଓ ଭାଇଙ୍କୁ ପୋଷିବା ପାଇଁ, ସେମାନଙ୍କ କଥା ବୁଝିବା ପାଇଁ ନିଜର ଦେହକୁ ବିକ୍ରି କରିଥାନ୍ତି। ସୁନ୍ଦର୍ ଭାବରେ ଏଠାରେ ସେ ଏହି ଚରିତ୍ରକୁ ଲିଭାଇ ଅଛନ୍ତି। ଇଷ୍ଟର୍ଣ୍ଣ ଅପେରାର ଏଠାରେ ଟିକି ଅପାଙ୍କ ଏହି ଜୀବନ୍ତ ଅଭିନୟ କୁ ଦେଖିଲେ ଆପଣ ବି ତାଙ୍କ ଅଭିନୟକୁ ପ୍ରଶଂସା କରିବେ।

ତାଙ୍କ ଅଭିନୀତ ଅପେରା ପଡିଲେ ଲୋକେ ଧାଇଁ ଯାଆନ୍ତି ଯେମିତି ବି ହେଉ ସେ ଯାତ୍ରାକୁ ଦେଖିବା ପାଇଁ।ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ। ସେହିପରି ଜଣେ ଆଗଧାଡିର ଲୋକପ୍ରିୟ ଯାତ୍ରା କଳାକାର ହେଉଛନ୍ତି ଟିକି ପଣ୍ଡା ବା ଟିକି ଅପା। ତାଙ୍କ ଦୃଶ୍ୟ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥାଏ।ଯାତ୍ରା ପାଣ୍ଡେଲ ରେ ବେଶ୍ ଜୀବନ୍ତ ଏବଂ ନିଖୁଣ ଅଭିନୟର ଯାଦୁ ତାଙ୍କ ପାଖରୁ ମିଳିଥାଏ।

ଯାତ୍ରା ଅଭିନେତ୍ରୀ ଟିକି ଅପାଙ୍କୁ ତ ଆପଣ ଭଲ ଭାବରେ ଜାଣିଥିବେ।ସେ ଯାତ୍ରା ଜଗତରେ ଜଣେ ବେଶ୍ ପରିଚିତ ଏବଂ ଲୋକପ୍ରିୟ ଚେହେରା। ଯାତ୍ରା ଅଭିନେତ୍ରୀ ଭାବରେ ତାଙ୍କର ଲୋକପ୍ରିୟତା ବେଶ୍ ଅଧିକ ଅଟେ।ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ।ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଅନେକ ଦର୍ଶକ ଯାତ୍ରା ଦେଖିବାକୁ ବହୁତ୍ ଭଲ ପାଆନ୍ତି।ଆପଣମାନେ ଯଦି ଯାତ୍ରା ପ୍ରେମୀ ହୋଇଥିବେ ତେବେ ଯାତ୍ରା ତ ନିଶ୍ଚୟ ଦେଖିବାକୁ ଭଲ ପାଉଥିବେ ଏବଂ ଯାତ୍ରା ଦେଖିବାକୁ ବି ଯାଉଥିବେ ମଧ୍ୟ।

Leave A Reply

Your email address will not be published.