ଦେଖନ୍ତୁ Socking ଭିଡ଼ିଓ – ବୋରୱେଲ ଭିତରୁ ଉଦ୍ଧାର ପରେ ଜୀବନ ଯୁଦ୍ଧରେ ହାରିଗଲା ତନ୍ମୟ …ଦେଖନ୍ତୁ କେମିତି ମୃତ୍ୟୁ ହେଲା ଭିଡିଓ ଦେଖିଲେ ପାଦତଳୁ ମାଟି ଖସିଯିବ…

ଆପଣ ମାନେ ଜାଣିଥିବେ କିଛି ଦିନ ହେବ ଭାଇରାଲ ହେବାକୁ ଲାଗିଛି ବୋରୱେଲ ରେ ଫୋସି ରହିଥିବା ରାଜ କିଶୋର ଙ୍କର କଥା । ଆଉ ଯାହା ଜଣା ପଡିଥିଲା କି ରେସକିଉ ଟିମ ଦୀର୍ଘ 5 ଦିନ ଧରିକି ନିଜର ଚେଷ୍ଟା ଜାରି ରଖିଥିଲେ ଆଉ ପିଲା ଟିର ଉଦ୍ଧାର ପାଇଁ ମଧ୍ୟ ଚେଷ୍ଟା କରିଥିଲେ । ଆଉ ସମସ୍ତଙ୍କର ଚେଷ୍ଟା ବଳ ରେ ପିଲା ଟିକୁ ମଧ୍ୟ ବୋରୱେଲ ଭିତରୁ ବାହାର କରାଯାଇଥିଲା ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ଯାହା ଜଣା ପଡିଛି କି ବୋରୱେଲ ରେ ବାହାରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତନ୍ମୟ ଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଉଛି । ତାହେଲେ ଦେଖନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ବିସୟରେ।

 


ତେବେ 400 ଫୁଟ ଗଭୀରର ଗର୍ତ୍ତ ଭିତରକୁ ପଡ଼ି ଯାଇଥିଲେ ତନ୍ମୟ ଆଉ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଥିଲା ମଧ୍ୟ ପ୍ରଦେଶ ରେ ବୋଲି କୁହାଯାଉଛି । ଆଉ ଯାହା ଜଣା ପଡିଥିଲା କି ଘଟଣା ଘଟିବ ପରେ ସମସ୍ତେ ତନ୍ମୟ ଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ଓ ସରକାର ଙ୍କ ତରଫରୁ ମଧ୍ୟ ଚେଷ୍ଟା କରାଯାଇଥିଲା ତନ୍ମୟ ଙ୍କୁ ବୋରୱେଲ ରୁ ଉଦ୍ଧାର କରିବା ପାଇଁ ବୋଲି କୁହାଯାଉଛି । ତେବେ 5 ଦିନ ର ଚେଷ୍ଟା ପରେ ତନ୍ମୟ ଙ୍କୁ ବୋରୱେଲ ରୁ ଉଦ୍ଧାର କରାଯାଇଥିଲା ।

ତାହା ବ୍ୟତୀତ ତନ୍ମୟ ଙ୍କର ଚିକିତ୍ସା ପାଇଁ ତାଙ୍କୁ ବେତୁର ମେଡିକାଲ ରେ ଭର୍ତ୍ତି ମଧ୍ୟ କରାଯାଇଥିଲା । ତେବେ 70 ଘଣ୍ଟା ର ରେସକିଉ ଅଭିଯାନ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ମଧ୍ୟ କୁହାଯାଉଛି । ଆଉ ଯାହା ଜଣା ପଡିଛି କି ମେଡିକାଲ ରେ ଚିକିତ୍ସା ଧୀନ ଅବସ୍ଥାରେ ଥିବା ବେଳେ ତନ୍ମୟ ଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଛନ୍ତି ।

ଯାହା ବର୍ତ୍ତମାନ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ବୋଲି ମଧ୍ୟ କୁହାଯାଉଛି । ତେବେ ତନ୍ମୟ ଙ୍କୁ ଉଦ୍ଧାର କରିବା ପାଇଁ ରେସକିଉ ଟିମ ପୁରା ପୁରୀ ଲାଗି ପଡିଥିଲେ ବୋଲି ମଧ୍ୟ କୁହାଯାଉଛି ।କିଛି ଦିନ ର ତଳ ର କଥା ରାହୁଲ ଏମିତି ହୋଇଥିଲେ ହେଲେ ସେ ବଞ୍ଚି ଯାଇ ଥିଲେ କିନ୍ତୁ ତନ୍ମୟ ଙ୍କ ଜୀବନ କାଳ ଏଇଠି ସରି ଯାଇ ଥିଲା।

ତାହା ବ୍ୟତୀତ ତନ୍ମୟ ଙ୍କୁ ଉଦ୍ଧାର କରିବା ପାଇଁ NDRF ଓ SDRF ଟିମ ମଧ୍ୟ ପୁରାପୁରୀ ଲାଗି ପଡିଥିଲେ ବୋଲି ମଧ୍ୟ କୁହାଯାଉଛି । ତେବେ ଉଦ୍ଧାର କରିବା ସମୟ ରେ ବରୱେଲ ଭିତରେ ପଥର ଥିଲା ଓ ପାଣି ମଧ୍ୟ ଥିବାର କଥା ମଧ୍ୟ ସେମାନେ କହିଥିଲେ । ଆଉ 70 ଘଣ୍ଟା ର ଚେଷ୍ଟା ପରେ ତନ୍ମୟ ଙ୍କୁ ଉଦ୍ଧାର କରା ଯାଇଥିଲା ଆଉ ତାଙ୍କର ମୃତ୍ୟୁ ଏବେ ଚାରିଆଡେ ଶୋକ ର ଛାୟା ଖେଳାଇ ଦେଇଛି । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହେବା ରେ ଲାଗିଛି ।

Leave A Reply

Your email address will not be published.