କେମିତି ହୋଇଥିଲା ସୁପରଷ୍ଟାର Allu Arjun ଙ୍କ ( Surya the soldier ) ଫିଲ୍ମ ସୁଟିଂ… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ….

ତେବେ ସାଉଥ ଇଣ୍ଡିଆନ ଅର୍ଥାତ ଟଲିଓଡ଼ ଜଗତ ହେଉଛି ଭାରତ ର ସବୁଠୁ ଶ୍ରେଷ୍ଠ ଫିଲ୍ମ ଯାହାକି କେବଳ ଭାରତ ରେ ନୁହେଁ ବରଂ ଭାରତ ବାହାରେ ମଧ୍ୟ ଟଲିଓଡ଼ କୁ ବହୁତ ଭଲ ପାଇବା ଦେଇ ଥାଆନ୍ତି | ତେବେ ସାଉଥ ଇଣ୍ଡିଆନ ଜଗତ ର ସୁପରଷ୍ଟାର ଅଭିନେତା ଆଲୁ ଅର୍ଜୁନ ଙ୍କୁ ତ ବେସ ଭଲ ଭାବରେ ଜାଣି ଥିବେ, ଯିଏ କି ନିଜ ଅଭିନୟ, ଲୁକ୍ସ ଓ ଡ୍ୟାନ୍ସ ମାଧ୍ୟମ ରେ ଭାରତ ସାରା ଦର୍ଶକ ହୃଦୟ ରେ ରାଜ କରୁଛନ୍ତି |

ତେବେ ସେ ଅନେକ ଫିଲ୍ମ ରେ କାମ କରିଛନ୍ତି ଆଉ ତାଙ୍କର ଜବରଦସ୍ତ ଅଭିନୟ ମାଧ୍ୟମ ରେ ସମସ୍ତ ଙ୍କ ମନକୁ କିଣିଛନ୍ତି, ତେବେ ସେ ପୁଷ୍ପା ରାଜ ଫିଲ୍ମ ରେ ଲୋକ ମାନଙ୍କର ଅଧିକ ରୁ ଅଧିକ ଭଲ ପାଇବା ହାସଲ କରି ପାରି ଥିଲେ | ଆଲୁ ଅର୍ଜୁନ ଙ୍କର ଜଲବା କେବଳ ଭାରତ ରେ ନୁହେଁ ବରଂ ଭାରତ ବାହାରେ ମଧ୍ୟ ତାଙ୍କର ଲୁକ୍ସ ଡ୍ୟାନ୍ସ ଆଦି ଦେଖିବା ପାଇଁ ମିଳେ |

 

ତେବେ ଆଜି ଆଲୁ ଅର୍ଜୁନ ଙ୍କର ଏକ ଫିଲ୍ମ ସମ୍ପର୍କ ରେ ଆଲୋଚନା କରିବା, “ସୂରିୟା ଦ ସୋଲଜର” ଫିଲ୍ମ ର ସୁଟିଂ ନେଇକି ଆଜି କିଛି କଥା ହେବା | ତେବେ ଆଲୁ ଅର୍ଜୁନ ଙ୍କର ଫିଲ୍ମ ଭିତରୁ “ସୂରିୟା ଦ ସୋଲଜର” ଫିଲ୍ମ ଟିକୁ ଦର୍ଶକ ମାନେ ବେସ ପସନ୍ଦ କରି ଥିଲେ ଆଉ ଭଲ ପାଇବା ଦେଇ ଥିଲେ |


ତେବେ ଏହି ମୁଭି ରେ ଆଲୁ ଅର୍ଜୁନ ଙ୍କର ଜବରଦସ୍ତ ଆକ୍ସନ ଦେଖିବା ପାଇଁ ମିଳି ଥିଲା ଆଉ ଏହାର ସୁଟିଂ ରେ ବିଭିନ୍ନ ପ୍ରକାର ଟେକନିକ୍ସ ମିଳି ଥିଲା | ତେବେ ଏହି ଫିଲ୍ମ ପାଇଁ ଆଲୁ ଅର୍ଜୁନ ବହୁତ କଷ୍ଟ ମଧ୍ୟ କରିବା ପାଇଁ ପଡ଼ିଛି | କୁହାଯାଉଛି କି 2018 ରେ ଏହି ଫ୍ଲିମ ରେ ସୁଟିଂ ହୋଇଛି, ଏହା ସହିତ ଏହି ଫ୍ଲିମ ଟି 65 କୋଟି ରୁ ଅଧିକ ଟଙ୍କା ରୋଜଗାର କରିବା କଥା କୁହାଯାଉଛି | ଆଉ ଯାହା କୁହାଯାଉଛି କି ଏହି ଫ୍ଲିମ ରେ ସୁନ୍ଦର ଭାବରେ ଟେକନିକ୍ସ କୁ ଆପଣାଇଛନ୍ତି ଏକ୍ସନ ଷ୍ଟାର ଅଲୁ ଅର୍ଜୁନ | ଏହି ଫ୍ଲିମ ରେ ଆଲୁ ଅର୍ଜୁନ ଏଙ୍ଗରି ମେନ ଭାବରେ ରୁଲ କରିଛନ୍ତି ଓ ତାଙ୍କର ରାଗ କୁ 21 ଘଣ୍ଟା ପାଇଁ କଣ୍ଟ୍ରୋଲ ରେ ରଖିବା ପାଇଁ କୁହାଯାଇଛି |

ତେବେ ଆଲୁ ଅର୍ଜୁନ ଙ୍କ ରାଗିବା ଗୁଣ କ୍ୟାରେଟର ଯୋଗୁଁ ସେ ସୋଲଜର ପଦବୀ ରୁ ବାହାରି ଯାଇ ଥିବାର ଦେଖିବାକୁ ମିଳି ଥିଲା | ତେବେ ଏହି ଫିଲ୍ମ ର ସୁଟିଂ ଚେନ୍ନାଇ ରେ ହୋଇ ଥିବା ବେଳେ ସୋଲଜର ଟ୍ରେନିଂ ର ବିଭିନ୍ନ ସୁଟିଂ କାଶ୍ମୀର ରେ ହୋଇ ଥିବାର ଦେଖିବା ପାଇଁ ମିଳି ଥିଲା | ଏହା ସହିତ ଏହି ଫିଲ୍ମ ର ଏକ ରୋମାଣ୍ଟିକ ଗୀତ କାଶ୍ମୀର ର ହୋଇଛି ବୋଲି ଜଣା ପଡ଼ିଛି | ତେବେ ଏହି ଫିଲ୍ମ ଟି ଖୁବ ଭଲ ହୋଇଛି ଏବଂ ଦର୍ଶକ ମଧ୍ୟ ଏହାକୁ ଖୁବ ଭଲ ପାଇବା ଦେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.