କେତେକ ବ୍ୟକ୍ତି ଉଚ୍ଚ ସ୍ୱରରେ କଥା ହୁଅନ୍ତି |ଏହି ବଡ ପାଟିରେ କଥା ହେଉଥିବା ବ୍ୟକ୍ତିମାନେ କଉଁ ସ୍ଵଭାବର ଅଟନ୍ତି ଆସନ୍ତୁ ଜାଣିବା କେତେକ ବ୍ୟକ୍ତି ସରଳ ଓ କୋମଳ ସ୍ୱରରେ କଥା ହେଉଥିବା ବେଳେ ଅନ୍ୟ କେତେକ ବ୍ୟକ୍ତି ଉଚ୍ଚ ସ୍ୱରରେ କଥା ହୁଅନ୍ତି|ଯେଉଁମାନଙ୍କ ଜାତକରେ ଏକାଦଶ ଭାବ ସହିତ ରବିଙ୍କର ସମ୍ପର୍କ ରହିଥାଏ, ତାହା ସହିତ ଶନି ଯଦି ଅସ୍ତ ହୋଇ ଯାଇଥାନ୍ତି କିମ୍ବା 5ଡ଼ିଗ୍ରୀ ତଳକୁ ରୁହନ୍ତି ତେବେ ବ୍ୟକ୍ତିମାନେ ଉଚ୍ଚ ସ୍ୱରରେ କଥା ହୁଇଥାନ୍ତି |
ଯେଉଁମାନେ ବଡ ଏମାନେ ଜୋରରେ କଥା କୁହନ୍ତି ସତ ମାତ୍ର କେବେ କାହାର ଅମଙ୍ଗଳ ଚିନ୍ତା କରନ୍ତି ନାହିଁ କି କାହାକୁ କୌଣସି ଅସୁବିଧାରେ ପକାନ୍ତି ନାହିଁ |ଏମାନେ କେବେ କାହାପାଇଁ ଗାତ ଖୋଳିନଥାନ୍ତି କି କାହାର କ୍ଷତି ମଧ୍ୟ କରନ୍ତି ନାହିଁ |
ଏହି ସ୍ଵଭାବର ବ୍ୟକ୍ତିମାନେ ନାରୀ ପୁରୁଷକୁ ଓ ପୁରୁଷ ନାରୀକୁ ସମ୍ମାନ ଦେଇଥାନ୍ତି |ଏମାନେ ସରକାରୀ ପଦପଦବୀ ବା ପ୍ରଶାସନିକ କ୍ଷେତ୍ରରେ ବହୁତ ଜଲଦି ଚାକିରୀ କରିଥାନ୍ତି |କଥା କହିଥାନ୍ତି ସେମାନଙ୍କ ହୃଦୟ ବହୁତ ନିର୍ମଳ ରହିଥାଏ ||ବିଶେଷ ଭାବରେ ଏମାନେ ତାଙ୍କର ଭାଇ ଭଉଣୀ ମାନଙ୍କୁ ଆଗକୁ ବଢାଇବା ପାଇଁ ଚେଷ୍ଟା କରିଥାନ୍ତି |ଅନେକ ପ୍ରକାର ବ୍ୟକ୍ତି ଏହି ସଂସାରରେ ଅଛନ୍ତି ଏବଂ ସମସ୍ତଙ୍କର ସ୍ଵଭାଵ ଅଲଗା ଅଲଗା ପ୍ରକାର ଅଟେ | କେତେକ ବ୍ୟକ୍ତି ସରଳ ଓ କୋମଳ ସ୍ୱରରେ କଥା ହେଉଥିବା ବେଳେ ଅନ୍ୟ କେତେକ ବ୍ୟକ୍ତି ଉଚ୍ଚ ସ୍ୱରରେ କଥା
ଏହି ବ୍ୟକ୍ତିମାନେ ବେଳେବେଳେ ମାଲି ମକର୍ଦମାରେ ଅଧିକ ଛନ୍ଦି ହୋଇ ଯାଇଥାନ୍ତି,ଏମାନେ ନିଜର କଥାକୁ କେତେବେଳେ ମନ ଭିତରେ ରଖନ୍ତି ନାହିଁ |ଏମାନେ ଖୋଲା ହୃଦୟ ହୋଇଥାନ୍ତି, ଏମାନେ କେବେ କାହାର କୌଣସି ପ୍ରକାର ଅସୁବିଧା କରନ୍ତି ନାହିଁ କିନ୍ତୁ ଏମାନଙ୍କୁ କିଛି ପ୍ରୋବ୍ଲେମ ରେ ବେଳେ ବେଳେ ଫସି ଦିଆଯାଏ ଏହି ବ୍ୟକ୍ତିମାନେ କାହାର ଦୁଃଖ କେବେ ଦେଖିପାରନ୍ତି ନାହିଁ,ବହୁତ ଲୋକଙ୍କୁ ଏମାନେ ସାହାଯ୍ୟ ସହଯୋଗ ମଧ୍ୟ କରନ୍ତି |
ଜୀବନରେ ଜମି କିଣିବାର ସମ୍ଭାବନା ମଧ୍ୟ୍ୟ ରହିଛି |ଏମାନଙ୍କ ଜୀବନରେ ଏମାନେ କୋର୍ଟ କଚେରୀ ମାମଲାରେ ଫସି ଯିବାର ସମ୍ଭାବନା ରହିଛି |ବୟସ ବଢିଲେ ଏମାନଙ୍କର ହାୟ ବ୍ଲଡ ପ୍ରେସର ଓ ସୁଗାର ପ୍ରୋବ୍ଲେମ ଦେଖାଦେଇଥାଏ |ଏମାନେ କେବେ ଏକା ରହିବାକୁ ପସନ୍ଦ କରନ୍ତି ନାହିଁ, ସମସ୍ତଙ୍କ ସହ ରହିବା, ନୂଆ ନୂଆ ଜାଗା ବୁଲିବା, ବହୁତ ଜିନିଷ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି |
ନିଜର କର୍ମ ଉପରେ ଏମାନେ ଅଧିକ ଫୋକସ କରିଥାନ୍ତି, କେବେ କୌଣସି କାର୍ଯ୍ୟରେ ଠକାନ୍ତି ନାହିଁ | ଯେ କୌଣସି ଜିନିଷ ହେଉ କିମ୍ବା କାର୍ଯ୍ୟ ସବୁଥିରେ ଅନୁଧ୍ୟାନ କରିବା ଓ ତାହା ବିଷୟରେ ବହୁତ କିଛି ଜାଣିବା ଇଚ୍ଛା ତାଙ୍କ ମନରେ ଭରି ରହିଥାଏ ||ଏମାନେ ଭଲରେ କଥା ହେଲେ ମଧ୍ୟ୍ୟ ସେମାନଙ୍କ କଥା କ୍ରୋଧରେ କହିଲା ପରି ଲାଗେ କାରଣ ଏମାନଙ୍କ ସ୍ୱର ଉଚ୍ଚ ତେଣୁ ଏମାନେ କର୍କଶ ସ୍ୱରରେ କଥା ହୋଇଥାନ୍ତି |ଏପରି ସବୁ ବ୍ୟକ୍ତି ମାନଙ୍କର ହୋଇ ନଥାଏ |କେବଳ ଜାତକରେ ଦୋଷ ପାଇଁ ଏହିପରି ହୋଇଥାଏ