ପୁରୁଷ କେବେ ମେଣ୍ଟାଇ ପାରେନା ନାରୀ ମନର ଶୋଷ। Best Scene… ମାତ୍ର ଗୋଟିଏ ଦିନରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…ଯାତ୍ରା ବିଗ୍ ସିନ୍….
ଯାତ୍ରାର ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ବେଶ୍ ଆକର୍ଷଣୀୟ ଅଭିନୟ ଦ୍ୱାରା ଲୋକଙ୍କ ହୃଦୟ ଜିଣି ପାରିଛନ୍ତି। ସେମାନେ ଅନେକ ସମୟରେ ଲୋକଙ୍କ ଦ୍ୱାରା ବେଶ୍ ପସନ୍ଦର ପାତ୍ର ଏଵଂ ପ୍ରିୟର କଳାକାର ଭାବେ ପରିଗଣିତ ହୁଅନ୍ତି। ତେବେ ଆପଣ ତ ଜାଣିଛନ୍ତି ଓଡ଼ିଶାରେ ଯଲିଉଡ ଇଣ୍ଡଷ୍ଟ୍ରି ବା ଯାତ୍ରା ଜଗତର ଲୋକପ୍ରିୟତା ବେଶ୍ ଅଧିକ ରହିଛି। କୌଣସି ପର୍ବ ପର୍ବାଣୀ ପଡ଼ିଲେ ଅନେକ ଗାଆଁ ଏବଂ ସହର ମାନଙ୍କରେ ଯାତ୍ରା ହେବାଟା ଥୟ। ତେବେ ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ।
ଅନେକ ଯାତ୍ରା ପ୍ରେମୀ ଯାତ୍ରା ଦେଖିବାକୁ ପ୍ରବଳ ଆଗ୍ରହ ଏବଂ ଉତ୍ସାହ ଦେଖାଇଥାନ୍ତି। ତେବେ ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଏଥିପାଇଁ ଅନେକ ଜଣ ଯାତ୍ରାର ଦିୱାନା ଅଟନ୍ତି। ଏହାଛଡା ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ ଯେମିତି କିମିଆ କରି ରଖିଛନ୍ତି।
ତାଙ୍କ ଅଭିନୀତ ଅପେରା ପଡିଲେ ଲୋକେ ଧାଇଁ ଯାଆନ୍ତି ଯେମିତି ବି ହେଉ ସେ ଯାତ୍ରାକୁ ଦେଖିବା ପାଇଁ। କାରଣ ଅନେକ ସମୟରେ ସେହି କଳାକାର ମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି।ସେଥିପାଇଁ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି।
ଏହାଛଡା ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ। ତେଣୁ ଯାତ୍ରା ଜଗତର କଳାକାର ମାନଙ୍କୁ ପାଖରେ ପ୍ୟାଣ୍ଡେଲ ରେ ଦେଖିବାକୁ ପାଇ ଦର୍ଶକ ବେଶ୍ ଖୁସି ହୁଅନ୍ତି।ଆପଣମାନେ ଯଦି ଯାତ୍ରା ପ୍ରେମୀ ହୋଇଥିବେ ତେବେ ଯାତ୍ରା ତ ନିଶ୍ଚୟ ଦେଖିବାକୁ ଭଲ ପାଉଥିବେ ଏବଂ ଯାତ୍ରା ଦେଖିବାକୁ ବି ଯାଉଥିବେ।ଯାତ୍ରାରେ ରହିଥାଏ ଏକ ଭିନ୍ନ ଧରଣର ମଜାଦାର ଅଭିନୟ। ସେହିଭଳି ଏକ ସୁନ୍ଦର୍ ଅଭିନୟର ଝଲକ ଆମେ ଆଜି ଆପଣଙ୍କୁ ଏହି ଭିଡିଓ ରେ ଦେଖାଇବାକୁ ଯାଉଛୁ।ଏହା ହେଉଛି ଯାତ୍ରା ଇନ୍ଦ୍ରମହଲ ର ଏକ ସୁନ୍ଦର୍ ଦୃଶ୍ୟ। ଯେଉଁଠି ଆପଣ ଏକ ସୁନ୍ଦର୍ କାହାଣୀ ସାଙ୍ଗକୁ ଏକ ଜବରଦସ୍ତ ସିନ୍ ଦେଖିବାକୁ ପାଇବେ ।
ତେବେ ଭାଇରାଲ ହେଉଥିବା ଏହି ଯାତ୍ରା ସେନ୍ସରେ ଦେଖିବାକୁ ମିଳିଛି ଯେ ସ୍ତ୍ରୀ ଜଣକ ନିଜ ସ୍ୱାମୀକୁ ଅନ୍ୟ ପୁରୁଷ ପାଇଁ ସରବତ ଆଣିବା ସହ ନିଜ ସ୍ୱାମୀଙ୍କୁ ଅନେକ କଥା ଶୁଣାଉଛନ୍ତି ଏବଂ ଶେଷରେ ତାଙ୍କୁ ଏହା ମଧ୍ୟ କରୁଛନ୍ତି ଯେ ତମେ ଆଜି ଯାଏ ମୋତେ କଣ ଦେଇଛି ଓ ଲଟା ଆସି ଶଶୁର ଘରେ ଘର ଜ୍ବାଇଂ ହୋଇଛି ଏବଂ ଏହା ମଧ୍ୟ କହିଛନ୍ତି ଯେ ପୁରୁଷ କେବେ ମେଣ୍ଟାଇ ପାରେନା ନାରୀ ମନର ଶୋଷ। ତେବେ ଏହି ଯାତ୍ରା ବିଗ୍ ସେନ୍ସଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ଯାହାକୁ ଲୋକମାନେ ଦେଖି ବହୁତ ପସନ୍ଦ କରିବା ସହିତ ଅନେକ କିଛି ମତପ୍ରକାଶ ମଧ୍ୟ କରିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।