ଦେଖନ୍ତୁ full ଭିଡିଓ ଏମିତି ବି ହେଇପାରେ ପ୍ରେମ ଆଉ ତା ପରେ ବାହାଘର …ଦେଖନ୍ତୁ ଛୋଟ କମେଡିଆନ୍ ଲିପୁନ୍ ଙ୍କ ବାହାଘରର ପୁରା ଭିଡିଓ …ଭିଡିଓ ଦେଖିଲେ ହସି ହସି ଗଡିଯିବେ…

ଆଜିର ଦିନରେ ସୋସିଆଲ ମିଡ଼ିଆ ସମଂସ୍ତକ ପାଇଁ ଖୁବ୍ ଜରୁରୀ ହୋଇ ପଡ଼ିଛି। ଏହି ଇଣ୍ଟରନେଟ୍ ଯୁଗରେ ଲୋକମାନେ ସବୁ କିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଏମିତି କି କେଉଁଠି କେତେବେଳେ କେଉଁ ଘଟଣା ଘଟି ଚାଲିଛି ତାହା କେବଳ କିଛି ସେକେଣ୍ଡ ମଧ୍ୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣିବା ସମ୍ଭବ ହୋଇ ପାରୁଛି।

ତେବେ ଆପଣ ମାନେ ମନୋରଞ୍ଜନ ପାଇଁ ସୋସିଆଲ ମିଡିଆରେ ବ୍ୟବହାର ନିଶ୍ଚିତ ଭାବେ କରୁଥିବେ ଏବଂ ସୋସିଆଲ ମିଡିଆରେ ଆପଣ ପ୍ରତିଦିନ ଅନେକ ପ୍ରକାର ଭିଡିଓ ଦେଖିବାକୁ ପାଉଥିବେ ଆଉ ପସନ୍ଦ ମଧ୍ୟ କରୁଥିବେ।ଆଜିର ଦିନରେ ଯୁବ ପିଢି ମାନେ ସୋସିଆଲ ମିଡ଼ିଆକୁ ନିଜ ରୋଜଗାରର ପନ୍ଥା ଭାବେ ଚୟନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇ ପାରୁଛନ୍ତି। ତେବେ ସୋସିଆଲ ମିଡିଆରୁ ଲୋକପ୍ରିୟତା ହାସଲ କରିଥିବା ସେମିତି ଜଣେ ଜଣାଶୁଣା ହାସ୍ୟ ଅଭିନେତା ହେଉଛନ୍ତି ଆଶିଷ କୁମାର ଦାସ ଓରଫ୍ ମିଷ୍ଟର ଗୁଲୁଆ।

ନାଁ ତାଙ୍କର ଆଶିଷ କୁମାର ଦାସ କିନ୍ତୁ ମିଷ୍ଟର ଗୁଲୁଆ ଭାବରେ ସେ ବେଶ ପରିଚିତ। ୟୁଟ୍ୟୁବରୁ ନିଜର ପରିଚୟ ସୃଷ୍ଟି କରିଥିବା ମିଷ୍ଟର ଗୁଲୁଆ ଏବେ ଓଡ଼ିଶାର ଘରେ ଘରେ ପରିଚିତ। ୟୁଟ୍ୟୁବରେ ତାଙ୍କର ଭିଡିଓ ଅପଲୋଡ଼ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଦର୍ଶକ ତାଙ୍କ ଭିଡିଓକୁ ଦେଖିଥାନ୍ତି।

ଆଉ ତାଙ୍କ ଭିଡିଓରେ ଏତେ ହାସ୍ୟରସ ଭରି ରହିଥାଏ କି ଯିଏ ତାଙ୍କର ଭିଡିଓ ଦେଖିବ ହସି ହସି ତାଙ୍କ ପେଟ ଦରଜ ହୋଇ ଯିବ। ତେବେ ମିଷ୍ଟର ଗୁଲୁଆଙ୍କ ଅନେକ ଭିଡିଓ ଆପଣ ୟୁଟ୍ୟୁବରେ ଦେଖିବାକୁ ପାଇଥିବେ ଆଉ ଏହି ଭିଡିଓ ସବୁ ଆପଣଙ୍କୁ ନିଶ୍ଚିତ ପସନ୍ଦ ମଧ୍ୟ ଆସୁଥିବ। ତେବେ ବର୍ତ୍ତମାନ ସେହି ଭଳି ଏକ କମେଡି ସାଙ୍ଗକୁ ମ୍ୟୁଜିକ ଭିଡିଓର ଝଲକ ଦେଖିବାକୁ ମିଳିଛି |

ଆଉ ଯାହା ଏତେ ଭଲ ହୋଇଛି କି ତାହା ଓଡ଼ିଶାର ଘରେ ଘରେ ଶୁଣିବାକୁ ମିଳୁଛି | ଆଉ ଯାହାକୁ ଆପଣ ମାନେ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଏହି ଭିଡିଓ ଟି ରେ କମେଡିଆନ ଭାବରେ ଗୁଲୁଆ ନଜର ଆସିଛନ୍ତି | ଆଉ ବାଲ୍ୟବିବାହର କିଛି ଝଲକ ତାଙ୍କ କମେଡି ମାଧ୍ୟମରେ ଦେଖାଇଛନ୍ତି ।

 

କମେଡିଟିର ନାଁ ରହିଛି ଏମିତି ବି ହୋଇପାରେ ପ୍ରେମ ଆଉ ତାପରେ ବିହାଘର । କେମିତି ଜଣେ ଛୋଟ ପିଲାଟି ଆଜିର ଯୁବପିଢିଙ୍କୁ ଭଲପାଇ କିପରି ପ୍ରମିକାକୁ ଘରୁ ଉଠାଇ ଆଣି ବିବାହ କରିଥାନ୍ତି ତାହା ଦେଖାଇଛନ୍ତି ତାଙ୍କ କମେଡି ଭିଡିଓ ମାଧ୍ୟମରେ । ଦୁଇ ଜଣ ଛୋଟ ପିଲା ବାହା ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଆଉ ମିଷ୍ଟର ଗୁଲୁଆ ଏଥିରେ କମେଡିର ଜଲୱା ଦେଖାଇଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.