ଦେଖନ୍ତୁ Socking ଭିଡ଼ିଓ – ସ୍ତ୍ରୀଙ୍କ ଠାରୁ ଝାଡୁରେ ମାଡ ଖାଇଲେ କମେଡିଆନ ପ୍ରଜ୍ଞା.. ମାତ୍ର ଗୋଟିଏ ଦିନରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡିଆରେ ସବୁବେଳେ କିଛି ନାଁ କିଛି ନୂଆ ନୂଆ ମଜାଳିଆ ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ ।ତେବେ ବେଳେ ବେଳେ କିଛି ଏମିତି ଭିଡିଓ ଆମ ସାମ୍ନାକୁ ଆସିଥାଏ ଯାହା କୁ ଦେଖିବା ପରେ ଅମର ମନ ଖୁସି ହୋଇଯାଏ ଓ ଆମ ମନ ଭିତରେ ଥିବା ସମସ୍ତ ଦୁଃଖ ଆଉ କଷ୍ଟ କୁ ଅମେ ମାନେ ଭୁଲିଯାଇ ମଜା ଆଉ ମସ୍ତି ରେ ମନକୁ ଖୁସି ରଖିଥାଉ । ତେବେ ସେହିଭଳି ଏକ ମଜାଳିଆ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ।ଆଉ ଯେଉଁଥିରେ ନିଜର ମଜା ମସ୍ତି ର ସମୟକୁ ସେୟାର କରିଛନ୍ତି ଆମ ସମସ୍ତଙ୍କର ଅତି ପ୍ରିୟ ସୁନନ୍ଦା । ତାହେଲେ ସେମିତି କିଛି ମଜା ମଜା କଥା ବିଷୟରେ ଟିକିଏ ନଜର ପକାଇବା ।


ତେବେ କୁହାଯାଏ ଜୀବନ ଟି ସୁଖ ଆଉ ଦୁଃଖକୁ ନେଇକି ଗଢ଼ା ହୋଇଥାଏ ।ଆଉ ଜୀବନରେ ଯଦି ଆମର ମଜା ଆଉ ମସ୍ତି ନାହିଁ ତାହେଲେ କିଛି ନାହିଁ ଆମ ଜୀବନରେ ବୋଲି କୁହାଯାଇଥାଏ । ତେବେ ସେହି ଭଳି କିଛି ମଜା ଦାର ଭିଡିଓ ବିଷୟରେ ସେୟାର କରିଛନ୍ତି ସୁନନ୍ଦା । ତେବେ ଆପଣ ମାନେ ଜାଣିଥିଲେ ସୁନନ୍ଦା ଙ୍କ ବିଷୟରେ ଯିଏ କି କିଛି ଦିନ ପୂର୍ବରୁ ଓଲିଉଡ଼ ଜଗତର ଜଣେ ବେଶ ଜଣା ଶୁଣା କମେଡିଆନ ଭାବରେ ସାରା ଓଡ଼ିଶାର ଘରେ ଘରେ ଲୋକ ଙ୍କ ହୃଦୟରେ ଘର କରିଛନ୍ତି ।


ତେବେ ସେହି ଭଳି ସୁନନ୍ଦା ମଧ୍ୟ ଜଣେ ଅଭିନେତ୍ରୀ ଆଉ ଯିଏକି ପ୍ରଜ୍ଞାନ ଙ୍କୁ ବିବାହ କରିଥିଲେ ।ବାହାଘର ପରେ ସ୍ତ୍ରୀ ସୁନନ୍ଦାଙ୍କ ଠାରୁ ମାଡ଼ ଖାଉଛନ୍ତି ଓଡ଼ିଆ କମେଡ଼ିଆନ୍ ପ୍ରଜ୍ଞା। ଆପଣମାନେ ତ ଜାଣିଥିବେ ଗତ କିଛି ମାସ ପୂର୍ବରୁ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ଆଉ ସେ ଓଲିଉଡ୍ ର ଅନ୍ୟତମ ଅଭିନେତ୍ରୀ ସନୁ ସୁନନ୍ଦାଙ୍କୁ ବିବାହ କରିଥିଲେ। ସୁନନ୍ଦା ଅଭିନେତ୍ରୀ ସହିତ ଜଣେ ଶିକ୍ଷୟିତ୍ରୀ ମଧ୍ୟ ଅଟନ୍ତି। ଏବେ ସୁନନ୍ଦାଙ୍କ ହାତରୁ ଝାଡ଼ୁ ପାହାର ଖାଉଛନ୍ତି ପ୍ରଜ୍ଞା। ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ତେବେ ରିଲ ଲାଇଫ୍ ରୁ ରିଓଲ ଲାଇଫ୍ ରେ ପତି ପତ୍ନୀ ହୋଇଛନ୍ତି ପ୍ରଜ୍ଞା ଓ ସୁନନ୍ଦା। ତେବେ ସୁନନ୍ଦା ଅଭିନୟ ସହିତ ସ୍କୁଲରେ ପିଲା ମାନଙ୍କୁ ପାଠ ପଢ଼ାଇଥାନ୍ତି। ଆଉ ଅପଣ ମାନେ ଜାଣିଥିବେ ପ୍ରଜ୍ଞା ଜଣେ ଓଡ଼ିଆ କମେଡ଼ିଆନ୍ ଅଟନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.