ଦେଖନ୍ତୁ VIRAL ଭିଡିଓ ! ଭାବି ସ୍ୱାମୀ ଙ୍କ ସହ ପୁରୀ ବେଳାଭୂମିରେ ହିରୋଇନ୍ ଲିପ୍ସା ମିଶ୍ର ଙ୍କ ଜବରଦସ୍ତ ମସ୍ତି ଆଉ ଡ୍ୟାନ୍ସ…

‌ଲିପ୍ସା ମିଶ୍ର‌ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ଲିପ୍ସା ତରଙ୍ଗ ଟିଭିରେ ଧାରାବାହିକ ‌କିଛି ଲୁହ ପିଇଯାଏ ଓଠ‌ରେ ଅଭିନୟ ଆରମ୍ଭ କରିଥିଲେ । ଲିପ୍ସା ମିଶ୍ର ଜଣେ ଓଡିଆ ସିରିଏଲ ଓ ସିନେମା ଜଗତ ଜଣା ସୁଣା ଅଭିନେତ୍ରୀ ଯାହାକୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଛନ୍ତି । ଲିପ୍ସା ମିଶ୍ର ଙ୍କ ଅଭିନୟ ନିଆରା ଅଟେ । ତେବେ ଲିପ୍ସା ମିଶ୍ର ତାଙ୍କ କ୍ୟାରିଅର ସିରିଏଲ ରୁ ଆରମ୍ଭ କରିଥିଲେ ।

ଲିପ୍ସା ମିଶ୍ର ଙ୍କ ଅଭିନୟ ଓ ଚେହେରା କୁ ଦର୍ଶକ ମାନେ ପ୍ରଥମ ରୁ ପସନ୍ଦ କରିଥିଲେ ଆଉ ବହୁତ ଭଲ ପାଇବା ମଧ୍ଯ ମିଳିଥିଲା ଲିପ୍ସା ମିଶ୍ର ଙ୍କୁ । ପରେ ଧୀରେ ଧୀରେ ଲିପ୍ସା ମିଶ୍ର ଙ୍କ ଟ୍ୟାଲେଣ୍ଟ କୁ ଦେଖି କିମ୍ବା ତାଙ୍କ ଭଲ ଅଭିନୟ ଓ ଡ୍ୟାନ୍ସ କୁ ଦେଖି ତାଙ୍କୁ ସିନେମା କରିବାର ସୁଯୋଗ ମିଳିଥିଲା ଯାହାକି ପରେ ସେ ବହୁତ ସିନେମା କଲେ ଏବଂ ଲିପ୍ସା ମିଶ୍ର ଙ୍କ ସବୁ ସିନେମା ବହୁତ ସୁପରହିଟ୍ ହେଇଚି ମଧ୍ୟ ।

ବିବାହ ବନ୍ଧନ ରେ ବାନ୍ଧି ହେଉଛନ୍ତି ଆପଣ ମାନଙ୍କ ର ପ୍ରିୟ ହିରୋଇନ୍ ଲିପ୍ସା ମିଶ୍ର । ସେ ନିଜର ବୟଫ୍ରେଣ୍ଡ ଙ୍କୁ ବିବାହ କରିଥିବା ର ନଜର ଆସିଛନ୍ତି । ତେବେ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ସୋସିୟାଲ୍ ମିଡ଼ିଆ ରେ ପ୍ରାୟ ଭାଇରଲ ହେଇ ଏହି ଭିଡିଓ ଟି ଘୁରିବୁଲୁଛି । ଯାହାକୁ ନେଇ ଲୋକ ମାନଙ୍କ ମଧ୍ୟ ରେ କଳ୍ପନା ବା ସତ ମିଛ ର ଛକ ମଞ୍ଜା ଜାରି ରହିଛି ।

ଲିପ୍ସା ବହୁତ ପ୍ରତିକ୍ଷିତ ସମୟ ପରେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ଏବଂ ତାଙ୍କ ର ଏନଙ୍ଗେଞ୍ଜମେଣ୍ଟ୍ ସରି ଯାଇଛି । ଯେଉଁ ଥିରେ ସମସ୍ତେ ଖୁସି ଥିବାର ନଜର ରେ ଆସିଛନ୍ତି । ଲିପ୍ସା ଙ୍କ ର ବୟଫ୍ରେଣ୍ଡ୍ ଆକାଶ ଙ୍କୁ ବିବାହ କରିବେ ବୋଲି କହି ଥିବାର ନଜର ରେ ଆସିଛନ୍ତି । ଆକାଶ ଓ ଲିପ୍ସା ଦୁହେଁ ଦୁହିଁକୁ ବହୁତ ଭଲ ପାଉଥିବାର ନଜର ରେ ଆସିଛନ୍ତି ।

ତେବେ ଲିପ୍ସା ମିଶ୍ର ଙ୍କୁ ଆପଣ ମାନେ ଜାଣିଥିବେ ଓଡ଼ିଆ ଚଳଚ୍ଚିତ୍ର ଓ ସିରିଏଲ ଜଗତର ଜଣେ ଜଣା ଶୁଣା ଅଭିନେତ୍ରୀ । ଏବଂ ସେ ବିବାହ ବାନ୍ଧି ହେଉଛନ୍ତି । ୮ ଏପ୍ରିଲ୍ ୨୦୨୨ ରେ ଆସିବାକୁ ଯାଉଛି ଲିପ୍ସା ମିଶ୍ର ଙ୍କର ଏକ ନୂଆ ଚଲଚ୍ଚିତ୍ର । ଲିପ୍ସା ମିଶ୍ର ଓ ତାଙ୍କ ବୟଫ୍ରେଣ୍ଡ ସହିତ ପୁରୀ ସମୁଦ୍ର ଉପକୂଳରେ ବୁଲୁଛନ୍ତି ।

ସେମାନେ ବହୁତ୍ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଚଳଚିତ୍ର ସହିତ ଅନେକ ସିନେମା ରେ ସେ ଜବରଦସ୍ତ ଅଭିନୟ କରି ଥିବାର ନଜର ରେ ଆସିଛନ୍ତି ଅଭିନେତ୍ରୀ ଲିପ୍ସା । ଲିପ୍ସା ଙ୍କ ସୁନ୍ଦର ଅଭିନୟ ପାଇଁ ଲୋକ ମାନେ ତାଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି । ତାହା ସହିତ ଅନେକ ଓଡ଼ିଆ ଆଲବମ୍ ଓ ବଲିଓଡ ର ଆଲବମ୍ ରେ ଅଭିନୟ କରିଥିବାର ନଜର ରେ ଆସିଛନ୍ତି ଅଭିନେତ୍ରୀ ଲିପ୍ସା ।

Leave A Reply

Your email address will not be published.