ମୁଁ ଗୋଟିଏ ଝିଅ କୁ ପଚାରିଲି ତୁମର ନାମ କଣ ? ସେ କହିଲା 311211 ତେବେ ଝିଅ ଟିର ନାମ କଣ କୁହ…

ବର୍ତମାନ ଆମର ଯେଉଁ ପ୍ରକାର ପ୍ରଶାସନିକ ପରୀକ୍ଷାର ନିୟମ ହେଲାନି ପରୀକ୍ଷାରେ ପାସ କରିବା କଷ୍ଟକର ହୋଇପଡିବ,ଏଥିପାଇଁ ପ୍ରାୟ ସମସ୍ତ ଛାତ୍ର ଛାତ୍ରୀ ମାନେ ଦିନ ରାତି ବହୁତ ପରିଶ୍ରମ କରି ପାଠ ପଢୁଛନ୍ତି |ଆମକୁ ଏହି ପରୀକ୍ଷାରେ ଉତୀର୍ଣ୍ଣ ହେବା ପାଇଁ ହେଲେ ପାଠ ପଢିବା ସହିତ ଅନେକ ବାହାରର କଥା ଜାଣିବା ପାଇଁ ହେବା |ବର୍ତମାନ IAS ଓ OAS ପରୀକ୍ଷା ପାଇଁ ଯେଉଁ ଛାତ୍ର ଛାତ୍ରୀ ମାନେ ଲାଗିଛନ୍ତି ସେମାନେ ପ୍ରଥମେ ନିଜ ମାନଙ୍କୁ ସ୍ଥିର କରିବା ପାଇଁ ପଡିବ, ପରେ ନିଜର ଲକ୍ଷ୍ୟ ପଥରେ ଆଗେଇ ଯିବାକୁ ହେବ |

ଏବେ ପରୀକ୍ଷାରେ ବହୁତ କଷ୍ଟକର ପ୍ରଶ୍ନ ଆସୁଛି ତେଣୁ ନିଜ ମାନଙ୍କୁ ସ୍ଥିର ରଖି ଏକାଗ୍ରତା ସହିତ ପାଠ ପଢି ପରୀକ୍ଷାରେ ଉତୀର୍ଣ୍ଣ ହେବାର ମୋନଭାବ ରଖିବା ଉଚିତ | ଆମେ ଆଜି ଆପଣଙ୍କୁ ଏମିତି କିଛି ପ୍ରଶ୍ନ ବିଷୟରେ କହିବି ଯାହାକି ଆପଣଙ୍କ ଜୀବନରେ ବହୁତ କାମରେ ଆସିବା ସହିତ ଏହା ଆପଣକୁ ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଦେବ |ତେବେ ଆସନ୍ତୁ ଆଲୋଚନା କରିବା ଏହିପରି କିଛି ସହଜ ପ୍ରଶ୍ନ ଗୁଡିକ ବିଷୟରେ |

1-ବଙ୍ଗଳାର ଦୁଃଖ କାହାକୁ କହନ୍ତି ?
ଉତ୍ତର :-ଦାମୋଦର ନଦୀ

 


2-“ଦାସ କ୍ୟାପିଟାଲ “ପୁସ୍ତକ ର ଲେଖକ କିଏ?
ଉତ୍ତର :-କାଲମାର୍କସ
3-ଏକ ଗ୍ରାମ ୱେଟରେ କେତେ ଡାଇନି ?
ଉତ୍ତର :-981
4-ଡିପଥେରିଆ ରୋଗ ମଣିଷର କେଉଁ ଅଙ୍ଗରେ ହୋଇଥାଏ ?
ଉତ୍ତର :-ଗଳା
5-ଦୂରସ୍ଥ ବସ୍ତୁକୁ ନିକଟରେ ଦେଖିବା ପାଇଁ କେଉଁ ଯନ୍ତ୍ରଣା ବ୍ୟବହାର କରାଯାଏ ?
ଉତ୍ତର :-ବାଇନ କୁଲାର

 


6-ପ୍ରଥମ 20-20 ବିଶ୍ୱକପ କ୍ରିକେଟ ଚମ୍ପିୟାନ କିଏ ?
ଉତ୍ତର :-ଭାରତ
7-କେନ୍ଦ୍ରୀୟ ଡ୍ରଗସ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ କେଉଁଠାରେ ଅବସ୍ଥିତ ?
ଉତ୍ତର :-ଲକ୍ଷ୍ନୌ
8-ଏକ ସୁସ୍ଥ ମାନବର ମିନିଟ ପ୍ରତି ସ୍ପଦନ କେତେ ଥର ହୋଇଥାଏ ?
ଉତ୍ତର :-72
9-ସର୍ବତ୍କୃଷ୍ଟ ବିଦ୍ୟୁତ ପରିବାହୀ କିଏ ?
ଉତ୍ତର :-ସିଲଭର
10-ହିନ୍ଦୁ ପୌରାଣିକ କଥା ଅନୁସାରେ ଦେବଗୁରୁ ବୃହସ୍ପତିଙ୍କ ଅଧିଷ୍ଠାତ୍ରୀ ଦେବୀଙ୍କ ନାମ କଣ ?
ଉତ୍ତର :-ତାରା
11-ଆକାଶରେ ସପ୍ତର୍ଷି ମଣ୍ଡଳ ସମସ୍ତେ ଦେଖିଛନ୍ତି ଶିଶୁମାରାପୁଞ୍ଜ କେଉଁ ଦିଗରେ ଦେଖାଯାଏ ?
ଉତ୍ତର :-ଉତ୍ତର
12-ଇନ କୀଲାବ ଜିନ୍ଦାବାଦ ସ୍ଲୋଗାନ କେଉଁ ସ୍ୱାଧୀନତା ସଂଗ୍ରାମୀ ଦ୍ଵାରା ପ୍ରଚଳିତ ହୋଇଥିଲା ?
ଉତ୍ତର :-ଭଗତସିଂହ
13-ଚିକିତ୍ସା ବିଜ୍ଞାନରେ କିଏ “କଲେରା “ରୋଗରେ ପ୍ରତିରୋଧକ ଟୀକା ଆବିଷ୍କାର କରିଥିଲେ ?
ଉତ୍ତର :-ଲୁଇପାଶ୍ଚର
14-ଶୋଇବାକୁ ପଲଙ୍କ ନାହିଁ,ନା ଘର ନା ଟଙ୍କା, କିନ୍ତୁ ସେ ରାଜ କରିଥାଏ ସେ କିଏ?
ଉତ୍ତର :-ବାଘ

 


15-ମୁଁ ଗୋଟିଏ ଝିଅ କୁ ପଚାରିଲି ତୁମର ନାମ କଣ ସେ କହିଲା 311211 ତେବେ ଝିଅ ଟିର ନାମ କଣ?
ଉତ୍ତର :-ଆସା

Leave A Reply

Your email address will not be published.