!ଦେଖନ୍ତୁ ollywood ଭିଡିଓ ! ବାହାଘର ପରେ ହନୁମୁନ୍ ପାଇଁ ଗୋଆ ଗଲେ ତୁଳସୀ ଓରଫ୍ ଶ୍ବେତଲିନା…

ଆମେ ଟିଭି ରେ ଅନେକ ସିନେମା ଏବଂ ସିରିଏଲ ଆଦି ଦେଖି ଥାଉ ଯାହା ଆମର ଖୁବ ମନରଞ୍ଜନ କରାଇ ଥାଏ | ତେବେ ଫିଲ୍ମ ରେ ହେଉ କି ଧାରାବାହିକ ରେ ହେଉ ଏଥିରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଅଭିନୟ କରି ଥାଆନ୍ତି | ସେହିଭଳି ଧାରାବାହିକ ରେ ମଧ୍ୟ କିଛି ଏଭଳି ଚୁଲବୁଲି ଅଭିନେତ୍ରୀ ରହି ଥାଆନ୍ତି ଯେଉଁ ମାନେ ଆମ ହୃଦୟ ଖୁବ ଛୁଇଁ ଯାଇ ଥାଆନ୍ତି |

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ସେଲିବ୍ରେଟି ଙ୍କ ଜୀବନ ଶୈଳୀ ସାଧାରଣ ଭାବରେ ଭିନ୍ନ ରହି ଥାଏ ଅର୍ଥାତ ସେମାନେ ଷ୍ଟାଇଲିସ ଧରଣ ର ଜୀବନ ଯାପନ କରି ଥାଆନ୍ତି | ସେମାନଙ୍କୁ ନେଇ କିଛି ଭିଡ଼ିଓ ହେଉ ଅଥବା କିଛି ବ୍ୟକ୍ତିଗତ ଜୀବନ ସମ୍ପର୍କ ରେ ହେଉ ତାହା ଜାଣିବା ପାଇଁ ଦର୍ଶକ ଚାତକ ଭଳି ଚାହିଁ ରହି ଥାଆନ୍ତି | ତେବେ ସେଭଳି ଏକ ଅଭିନେତ୍ରୀ ଙ୍କ କଥା କହିବୁ ଯାହାଙ୍କର ବର୍ତ୍ତମାନ ସମୟରେ ନୂଆ ନୂଆ ବିବାହ ହୋଇଛି ଆଉ ସେ ବିବାହ ପରେ କିଛି ଖୁସି ର ମୁହୂର୍ତ୍ତ କୁ ନିଜ ଆକାଉଣ୍ଟ ରେ ଉପଲୋଡ କରିଛନ୍ତି |

ତେବେ ଆପଣ ମାନେ ତ ଧାରାବାହିକ ର ଚୁଲବୁଲି ହିରୋଇନ ଶ୍ଵେତାଲିନ ଙ୍କୁ ଭଲ ଭାବରେ ଜାଣି ଥିବେ ଯିଏ କି ସମସ୍ତ ଙ୍କ ହୃଦୟ ରେ ତୁଳସୀ ନାଁ ରେ ହିଁ ରହି ଯାଇଛନ୍ତି | ତେବେ ସାର୍ଥକ ଚ୍ୟାନେଲ ରେ ପ୍ରସାରିତ ସିରିଏଲ ତୋ ଅଗଣାର ତୁଳସୀ ମୁଁ ରେ ତୁଳସୀ ଙ୍କର ଅଭିନୟ ଦେଖିବା ପାଇଁ ମିଳି ଥିଲା ଯାହା ଦ୍ୱାରା ସେ ଓଡ଼ିଶା ର ଘରେ ଘରେ ଏକ ନାଁ ସୃଷ୍ଟି କରି ପାରି ଥିଲେ | ତେବେ ଏହି ଚୁଲବୁଲି ଶ୍ଵେତାଲିନା ଅନେକ ସମୟ ରେ ସୋସିଆଲ ମିଡ଼ିଆ ରେ ମଧ୍ୟ ଜଡ଼ିତ ହୋଇ ରହି ଥାଆନ୍ତି ଏବଂ ବିଭିନ୍ନ ଫଟୋ ଓ ଭିଡ଼ିଓ ତାଙ୍କର ଦେଖିବା ପାଇଁ ମିଳି ଥାଏ |


ତେବେ ତାଙ୍କର ବିବାହ ପରେ ସେ ନିଜ ସ୍ୱାମୀ ଙ୍କ ସହିତ ହନିମୁନ ରେ ଗୋଆ ବୁଲିବା ପାଇଁ ଯାଇଛନ୍ତି | ସେହି ଗୋଆ ରେ ନିଜ ସ୍ୱାମୀ ଙ୍କ ସହିତ ମଜାମସ୍ତି କରିଥିବା ସମୟର କିଛି ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି |

 

ତେବେ ଫଟୋ ରେ ଶ୍ଵେତାଲିନା ଖୁବ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି ଆଉ ସେ ତାଙ୍କ ସ୍ୱାମୀ ଙ୍କ ସହିତ ଗୋଆ ର ସମୁଦ୍ର ରେ ବେସ ହସ ଖୁସି ରେ ଖେଳୁ ଥିବାର ନଜର ଆସିଛନ୍ତି | ଏହା ସହିତ ରୋମାଣ୍ଟିକ ୱେ ରେ ତାଙ୍କ ସ୍ୱାମୀ ଙ୍କ ସହିତ ଅନେକ ଫଟୋ ମଧ୍ୟ ସୁଟ କରିଛନ୍ତି ଯାହାକି ଖୁବ ସୁନ୍ଦର ହୋଇଛି | ତେବେ ଏହି ଫଟୋ ଓ ଭିଡ଼ିଓ କୁ ଦେଖି ତାଙ୍କର ଦର୍ଶକ ମାନେ ବେସ ପସନ୍ଦ କରିବା ସହିତ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.