ପୁରୁଣାରୁ ପୁରୁଣା ବ୍ଲଡ଼ପ୍ରେସର ରୋଗକୁ ନର୍ମାଲ ରଖିବା ପାଇଁ କଣ ଖାଇବେ ଏବଂ କଣ ଖାଇବେନି ଜାଣନ୍ତୁ? -Dr. Jency Joy

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ମନୁଷ୍ୟ ର ସବୁଠାରୁ ବଡ଼ ଶତ୍ରୁ ରୋଗ ହୋଇ ଥାଏ ଯାହା ହେଲେ ମଣିଷ ଦୁର୍ବଳ ହୋଇ ଯାଇଥାଏ | ଯେତେ ଶକ୍ତିଶାଳୀ ଲୋକ ହୋଇ ଥାଉ ନା କାହିଁକି ଥରେ ରୋଗ ହେଲେ ମଣିଷ କୌଣସି କାର୍ଯ୍ୟ ରେ ମନ ଦେଇ ପାରେ ନାହିଁ | ଆଜିକାଲି ଛୋଟ ଛୁଆ ରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ଙ୍କ ଶରୀର ରେ କିଛି ନା କିଛି ସମସ୍ୟା ଦେଖା ଯାଉଛି |

ତେବେ ଏହି ସମସ୍ୟା ରୁ ମୁକ୍ତ ପାଇଁ ବ୍ୟକ୍ତି ମାନେ ଅନେକ ଉପାୟ ମଧ୍ୟ ଅବଲମ୍ବନ କରି ଥାଆନ୍ତି | ତେବେ ଆଜି ଆମେ ବ୍ଲଡ଼ ପ୍ରେସର ବା ବିପି କଥା ଆଲୋଚନା କରିବା ଯାହାକି 40 ରୁ 50 ବର୍ଷ ହେଇ ଗଲେ ଏହା ଲୋକ ମାନଙ୍କ ମଧ୍ୟରେ ଦେଖା ଯାଏ | ତେବେ କୁହା ଯାଏ କି ଏହି ବ୍ଲଡ଼ ପ୍ରେସର ମହିଳା ମାନଙ୍କ ଅପେକ୍ଷା ପୁରୁଷ ମାନଙ୍କ ଶରୀର ରେ ଅଧିକ ଦେଖାଯାଏ | ତେବେ ଆଜି ଆମେ ଜାଣିବା କି କଣ କଣ ଖାଦ୍ୟ ଖାଇବା ଦ୍ୱାରା ଆମେ ବ୍ଲଡ଼ ପ୍ରେସର ସମସ୍ୟା ରୁ ଦୂର ହୋଇ ପାରିବା |


ଏହି ବ୍ଲଡ଼ ପ୍ରେସର ଭଳି ସମସ୍ୟା ବିଭିନ୍ନ ରୋଗ ର କାରଣ ହୋଇଥାଏ ଏହା ଆମର କିଡ଼ନୀ, ହାର୍ଟ ସହିତ ଶରୀରର ବିଭିନ୍ନ ଅଙ୍ଗ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ବୋଲି କୁହାଯାଉଛି ତେବେ ଏଥିପାଇଁ ଲୁଣ ର ଖାଇବା କୁ କମେଇବା ପାଇଁ ପଡିବ | ସେଥିପାଇଁ ଲୁଣ ର ଅଧିକ ସେବନ ଫଳରେ କ୍ଲାର୍ଣ ରୁ ହାଇ ବିପି ହେବାର ଦେଖା ଯାଇଥାଏ |

ତେଣୁ ଲୁଣ ର ସେବନ କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ପଡିବ | ସେଥିପାଇଁ କୁହାଯାଉଛି କି ଦିନକୁ ମାତ୍ର ଗୋଟିଏ ଚାମଚ ଲୁଣ ର ସେବନ କରିବା ଆବଶ୍ୟକ ହୋଇଥାଏ | ଯାହା ଆମର ଶରୀରରେ ବ୍ଲଡ଼ ପ୍ରେସର କୁ ଠିକ ରଖିବାରେ ସାହାଯ୍ୟ କରିଥାଏ |

କେଉଁ ସବୁ ଖାଦ୍ୟ ଖାଇବା ଆବଶ୍ୟକ ହୋଇଥାଏ :-


ତେବେ ପ୍ରଥମେ ତ ଏହି ବ୍ଲଡ଼ ପ୍ରେସର କୁ ଆମ ଶରୀର ରେ ନିୟନ୍ତ୍ରଣ କରିବା ପାଇଁ ହେଲେ ବିଟ ଜୁସ ର ସେବନ କରିବା ନିହାତି ଆବଶ୍ୟକ ଅଟେ | ଏହା ସହିତ ସେଓ ର ମଧ୍ୟ ସେବନ କରିବା ଉଚିତ ଏବଂ ଡାଳିମ୍ବ ଓ କମଳା ଜୁସ ପ୍ରସ୍ତୁତ କରି ସେବନ କଲେ ବ୍ଲଡ଼ ପ୍ରେସର ନିୟନ୍ତ୍ରଣ ରେ ଆସିଥାଏ | ତେବେ ମନେ ରଖିବେ କି ଏହି ସବୁ ଖାଦ୍ୟ ଖାଇଲା ବେଳେ ଲୁଣ ର ବ୍ୟବହାର ଅନାବଶ୍ୟକ ହୋଇ ଥାଏ | ତେବେ ଏହି ସବୁ ଖାଦ୍ୟ ଉପରେ ହିଁ ଆମ ବ୍ଲଡ଼ ପ୍ରେସର ନିୟନ୍ତ୍ରଣ ହେବାରେ ନିର୍ଭର କରିଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.