ପୁଣି ଆଜି ଗୁରୁ ଛାତ୍ର ସମ୍ପର୍କରେ ଲାଗିଲା କଳଙ୍କ ର ଦାଗ ! ଜଣେ ଛାତ୍ର ଙ୍କୁ ନେଇ ଛୁ.. ମାରିଲେ ଶିକ୍ଷୟତ୍ରୀ…..ପୁରା କାରନାମା ଶୁଣିଲେ ଆପଣ ବି ସତର୍କ ହେବେ ପିଲାଙ୍କ ପାଇଁ…

ଛାତ୍ରଙ୍କ ପ୍ରେମରେ ଉବୁଟୁବୁ ଦିଦି। ସତ ଜଣାପଡିବା ପରେ ଘର ଲୋକ ବାରଣ କଲେ, ହେଲେ ଦିଦି କିଛି ଶୁଣିଲେନି। ପ୍ରେମ ଏମିତି ବାୟା କଲା ଯେ ଛାତ୍ରଙ୍କ ସହ ଫେରାର ମାରିଲେ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ସଂମ୍ପପ୍ରେମରେ ପାଗଳ ଟ୍ୟୁସନ ଦିଦି । ଛାତ୍ରଙ୍କୁ ପ୍ରେମ କଲେ, ଟ୍ୟୁସନରୁ ଦୁହେଁ ଫେରାର ହେଲେ ।

ପ୍ରେମରେ ଦିଦି ଏମିତି ଉବୁଟୁବୁ ହେଉଥିଲେ ଯେ ସ୍ଥାନକାଳ ପାତ୍ର ସବୁକିଛି ଭୁଲିଗଲେ। ଏମିତିକି ନିଜେ ଟ୍ୟୁସନ କରୁଥିବା ଛାତ୍ରଙ୍କ ସହ ପ୍ରେମ ସଂପର୍କ ରଖିଲେ । ଖାଲି ସଂପର୍କ ରଖିଲେ ତାହା ନୁହେଁ ବରଂ ଛାତ୍ରଙ୍କୁ ନେଇ ଫେରାର ହୋଇଯାଇଥିବା ପରି ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।

ଛାତ୍ରକୁ ନେଇ ଫେରାର ହୋଇଗଲେ ଟ୍ୟୁସନ ଦିଦି । ଛାତ୍ରକୁ ନିଜ ପ୍ରେମ ଜାଲରେ ଫସାଇ ଫେରାର ହେବା ପରେ ଛାତ୍ରଙ୍କ ପରିବାର ପକ୍ଷରୁ ଏବେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ନୟାଗଡ଼ ଦଶପଲ୍ଲା ନାହାକପଡା ଅଂଚଳର ଜଣେ ଛାତ୍ରଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା ସ୍ଥାନୀୟ ଅଂଚଳର ଜଣେ ଦିଦିଙ୍କ ସହିତ ।

ପାଠ ପଢିବା ପାଇଁ ୨୦୨୦ ମସିହାରେ ସଂପୃକ୍ତ ନାବାଳକଙ୍କର ସ୍ଥାନୀୟ ଏକ କଲେଜ୍‌ରେ ନାଁ ଲେଖାଇଥିଲେ ପରିବାର ଲୋକ । ଆଉ ସ୍କୁଲରେ ପାଠ ପଢିବା ସହିତ ଟ୍ୟୁସନ ପାଇଁ ଜଣେ ଶିକ୍ଷୟିତ୍ରଙ୍କ ପାଖକୁ ଯାଉଥିଲେ ସଂପୃକ୍ତ ନାବାଳକ । ବାଳକର ବୟସ ମାତ୍ର ୧୭ ବର୍ଷ ହୋଇଥିବା ବେଳେ ଦିଦିଙ୍କ ବୟସ ୩୦ ବର୍ଷ ବୋଲି ଜଣାପଡ଼ିଛି।

ହେଲେ ଟ୍ୟୁସନ ଯାଉଯାଉ ଶିକ୍ଷୟିତ୍ରୀ ଓ ନାବାଳକଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସଂପର୍କ । ଖାଲି ସଂପର୍କ ଗଢିଉଠିଥିଲା । ଶିକ୍ଷୟିତ୍ରୀ ଓ ନାବାଳକଙ୍କ ପ୍ରେମ ସଂପର୍କ କଥା ଜଣାପଡିବା ପରେ ନାବାଳକ ପରିବାର ଲୋକ ଏହାକୁ ବାରଣ କରିଥିଲେ । ଖାଲି ବାରଣ କରିଥିଲେ ତାହା ନୁହେଁ ବରଂ ଶିକ୍ଷୟିତ୍ରୀ ଜଣକ କେମିତି ନାବାଳକଙ୍କ ସହ କୌଣସି ସଂପର୍କ ରଖିବେନି, ସେନେଇ କଲେଜ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । ହେଲେ ସବୁ ପରେ ବି ଉଭୟଙ୍କ ମଧ୍ୟରେ ଚାଲିଥିଲା ପ୍ରେମ । ଆଉ ପ୍ରେମ ଏତେ ଅଧିକ ହୋଇଥିଲା ଯେ ନାବାଳକଙ୍କ ସହ ଫେରାର ମାରିଛନ୍ତି ଶିକ୍ଷୟିତ୍ରୀ ।

ତେବେ ପୁଅ ଫେରାର ହେବା ପରେ ଶିକ୍ଷୟିତ୍ରୀଙ୍କୁ ଦୋଷ ଦେଇଛନ୍ତି ନାବାଳକଙ୍କ ପରିବାର ଲୋକ । ଖାଲି ଏତିକି ନୁହେଁ ବରଂ ଜଣେ ଶିକ୍ଷୟିତ୍ରୀ ହୋଇ କେମିତି ନିଜ ଛାତ୍ରଙ୍କ ସହ ପ୍ରେମ ସଂପର୍କ ରଖିଲେ, ତାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି । ତେବେ ପୂରା ଘଟଣାରେ ଶିକ୍ଷୟିତ୍ରୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.