ଦିନକୁ କେବେଳ ୨ ଥର ଏହାକୁ ପିଅନ୍ତୁ, ଛାତି ଏବଂ ଗଳାରେ ଜମା କଫ ( COUGH ) ଘିଅ ଭଳି ତରଳିଜିବ – HOME REMEDY

ଆପଣ ଏହି ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଦୁଇ କପ ପାଣି ନିଅନ୍ତୁ, ସେହି ପାଣିରେ ଆପଣ ଏକ ଇଞ୍ଚର ଏକ ଅଦା ନେଇ ତାହାକୁ ଛୋଟ ପିସ କରି ପକାନ୍ତୁ |ସେହି ପାଣିରେ ଆପଣ ଚାରିରୁ ପାଞ୍ଚ ଗୋଟି ତୁଳସୀ ପତ୍ର ଦିଅନ୍ତୁ ଏବଂ ସେଥିରେ ଆପଣ ଏକ ଫୁଲ ଥିବା ଲବଙ୍ଗ ମିଶାନ୍ତୁବନ୍ଧୁଗଣ ବର୍ତମାନ ଋତୁର ପରିବର୍ତନ କାରଣରୁ ଲୋକେ ଥଣ୍ଡା କାଶ ପରି ସମସ୍ୟାରେ ପୀଡିତ ଅଛନ୍ତି |ବଦଳୁଥିବା ଋତୁ ଓ ଥଣ୍ଡା କାରଣରୁ ଅନେକ ଲୋକ କଫ ଜନିତ କଷ୍ଟ ଭୋଗ କରୁଛନ୍ତି |

ଆପଣଙ୍କ ଛାତିରେ କଫ ଜମା ହୋଇଥିଲେ ଆପଣକୁ ଭଲ ଲାଗିନଥାଏ, ତାହା ସହିତ ଆପଣଙ୍କୁ ଏହି କାରଣରୁ ଅନେକ ରୋଗ ମଧ୍ୟ ହୋଇଥାଏ |ମୁଁ ଆଜି ଆପଣକୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବି ଯାହା ଆପଣଙ୍କ କଫକୁ ସମ୍ପୂର୍ଣ ଭଲ କରିଦେବ, ଏହି ରିମିଡି ସମ୍ପୂର୍ଣ ପ୍ରାକୃତିକ ଅଟେ ଏଥିରୁ ଆପଣକୁ କୌଣସି ସାଇଡ ଇଫେକ୍ଟ ଦେଖିବାକୁ ମିଳିନଥାଏ |

 

ତେବେ ଆସନ୍ତୁ ଜାଣିବା ଏହି ହୋମ ରିମିଡିର ପ୍ରସ୍ତୁତି ଓ ବ୍ୟବହାର ଗୁଡିକ ବିଷୟରେ |ସେହି ପାଣିରେ ଆପଣ ଚାରିରୁ ପାଞ୍ଚ ଗୋଟି ତୁଳସୀ ପତ୍ର ଦିଅନ୍ତୁ ଏବଂ ସେଥିରେ ଆପଣ ଏକ ଫୁଲ ଥିବା ଲବଙ୍ଗ ମିଶାନ୍ତୁ |ଦୁଇରୁ ତିନୋଟି ଗୋଲମରିଚ ଏବଂ ଛୋଟ ତେଜ ନେଇ ତାହାକୁ ଛୋଟ ଛୋଟ ପିସ କାରି ପକାନ୍ତୁ |

 

ଏହି ପାଣିରେ ଆପଣ ଏହି ସମସ୍ତ ସାମଗ୍ରୀ ପକାଇ ତାହାକୁ ଫୁଟାନ୍ତୁ ଯେପରି ଦୁଇ କପ ପାଣି ଫୁଟି ଏକ କପଏହା ସହିତ ଆପଣଙ୍କୁ ଯଦି ଅଧିକ ସମୟ ଥଣ୍ଡା ହେଉଥାଏ ତେବେ ଆପଣ ଥଣ୍ଡା ଜାତୀୟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ, ଫ୍ରୀଜ଼ରୁ ବାହାର କରି କୌଣସି ଜିନିଷ ଆପଣ ସଙ୍ଗେ ସଙ୍ଗେ ଖାଆନ୍ତୁ ନାହିଁ |

 

ଏହି କଥା ଆପଣ ଯଦି ମାନି ଚଳନ୍ତି ତେବେ ଆପଣ ଧୀରେ ଧୀରେ ସମ୍ପୂର୍ଣ ସୁସ୍ଥ ହୋଇଯିବେ |ଆପଣ ଏହି ଗାଢାକୁ ପ୍ରତ୍ୟେକ ଦିନ ସକାଳ ସଂଧ୍ୟରେ ପିଇପାରିବେ,ଯେତେବେଳେ ଆପଣ ଏହି ଗାଢା ପିଇବେ ସଙ୍ଗେ ସଙ୍ଗେ ପ୍ରସ୍ତୁତ କରି ଉଷମ ଥିବା ସମୟରେ ପିଅନ୍ତୁ |ଏହିପରି ଆପଣ କିଛି ଦିନ ପିଇବା ଦ୍ଵାରା ଆପଣଙ୍କ କାଶ, କଫ ଓ ଥଣ୍ଡା ପରି ସମସ୍ୟା ଧୀରେ ଧୀରେ ସମ୍ପୂର୍ଣ ଠିକ ହୋଇଯିବ |

 

ଏହି ଗାଢା ଆପଣଙ୍କ ପାଇଁ ରାମଵଣ ପରି କାମ କରିବ | ହୋଇଯିବ||ବର୍ତମାନ ଆପଣଙ୍କର ଏହି ଗାଢା ପ୍ରସ୍ତୁତ ହୋଇଗଲା, ଆପଣ ଏହି ଗାଢାକୁ ଏକ କପକୁ ଛାଣି ନିଅନ୍ତୁ |ଏହି ଗାଢ଼ରେ ଆପଣ ଏକ ଚାମୋଚ ମହୁ କିମ୍ବା ଗୁଡ଼ ଦେଇ ଏହାକୁ ଆପଣ ଭଲରେ ମିକ୍ସ କରି ଦିଅନ୍ତୁ |ଏହି କଥା ଆପଣ ଯଦି ମାନି ଚଳନ୍ତି ତେବେ ଆପଣ ଧୀରେ ଧୀରେ ସମ୍ପୂର୍ଣ ସୁସ୍ଥ ହୋଇଯିବେ |ଆପଣ ଏହି ଗାଢାକୁ ପ୍ରତ୍ୟେକ ଦିନ ସକାଳ ସଂଧ୍ୟରେ ପିଇପାରିବେ,ତୁଳସୀ ପାତ୍ର, ଅଦା, ଲବଙ୍ଗ,ଗୋଲ ମରିଚ ଓ ତେଜ ପତ୍ର

Leave A Reply

Your email address will not be published.