ଭାଇରାଲ କିଚେନ ( Kitchen ) ଗାର୍ଲ ଙ୍କ ଭିଡ଼ିଓ ନିଆଁ ଭଳି ହେଉଛି Viral…ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନୂଆ ନୂଆ ଭିଡିଓ ଭାଇରାଲ ହୋଇଥାଏ। ଆଉ ଯାହା ମାଧ୍ୟମରେ ଲୋକ ଅନେକ କଥା ଜାଣି ପାରିଥାନ୍ତି। ତେବେ ଆଜିକାଲି ସୋସିଆଲ ମିଡ଼ିଆର ଯୁଗ ଯୋଗୁଁ ଲୋକ ମାନଙ୍କର ପ୍ରତିଭା କୁ ପ୍ରକାଶ କରିବା ବା ନିଜ ପାଖରେ ଥିବା କଳା କୁ ଦେଖାଇବା ପାଇଁ କାହାର ସାହାଯ୍ୟ ନେବାକୁ ପଡ଼ୁନି।

ତେବେ ନିଜ ପାଖରେ ଥିବା କଳା କୁ ସୋସିଆଲ ସମସ୍ତଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି। ଆଉ ଯାହା ଫଳରେ ବହୁତ ପ୍ରଶଂସା ର ଅଧିକାରୀ ହୋଇ ପାରୁଛନ୍ତି। ତେବେ ଏଠାରେ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ହେଉଛି ଜଣେ ଯୁବତୀ ଗୀତ ଗାଉଥିବାର ଭିଡିଓ। ତେବେ ଜାଣିବା ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ।

ତେବେ ଆମେ ଜାଣିଛୁ ସମସ୍ତଙ୍କ ପାଖରେ କିଛି ନା କିଛି କଳା ରହିଛି କିନ୍ତୁ ତାହା ସମସ୍ତଙ୍କ ସାମ୍ନାରେ ପ୍ରକାଶ କରି ପାରନ୍ତି ନାହିଁ ସମସ୍ତେ। ଆଉ ଯେଉଁଥିପାଇଁ ସେମାନଙ୍କ ପାଖରେ ଥିବା ପ୍ରତିଭା ଗୁଡିକ ସେହି ନିଜ ଭିତରେ ହିଁ ରହିଯାଏ। ତେବେ ଆଜିକାଲି ଯୁଗର ବିକାଶ ଘଟିଛି।

ସୋସିଆଲ ମିଡ଼ିଆ ଯୁଗରେ ସେ ନାଚ ଠାରୁ ଆରମ୍ଭ କରିକି ସବୁ କିଛି ଭାଇରାଲ କରାଯାଉଛି ସୋସିଆଲ ମିଡ଼ିଆରେ। ଆଉ ଯାହା ଯୋଗୁଁ ଲୋକମାନେ ପ୍ରଶଂସା ର ପାତ୍ର ହେବା ସହିତ ବିଭିନ୍ନ ଜାଗାରେ ସୁଯୋଗ ମଧ୍ୟ ପାଉଛନ୍ତି। ଯାହା ଫଳରେ ସେମାନଙ୍କର ଭବିଷ୍ୟତ ବିକାଶରେ ମଧ୍ୟ ତାହା ସାହାଯ୍ୟ କରୁଛି ବୋଲି କୁହାଯାଇଛି।

ତେବେ ଠିକ ସେହିପରି ଜଣେ ଯୁବତୀ ନିଜର ପ୍ରତିଭା ଦେଖାଇ ଏକ ବହୁତ ସୁନ୍ଦର ଗୀତ ଗାଇଥିବା ର ନଜର ଆସିଛନ୍ତି ।ଆଉ ଯେଉଁଥିରେ ଦେଖିବାକୁ ମିଳିଛି କି ଯୁବତୀ ଜଣଙ୍କ ଗାଇଥିବା ଗୀତ ଟି ଭାଇରାଲ ହେବାର କିଛି ସମୟ ମଧ୍ୟରେ ଏହାକୁ ବହୁତ ସଂଖ୍ୟକ ୟୁଟ୍ୟୁବର ମାନେ ଦେଖି ବହୁତ ପସନ୍ଦ କରିଥିବା ଜଣା ପଡିଛି । ତେବେ ସୂଚନା ଅନୁଯାୟୀ ରୋଷେଇ କରିବା ସମୟରେ ବଲିଉଡ ର ବହୁତ ନାମୀ ଦାମୀ କଣ୍ଠ ଶିଳ୍ପୀ ସାର ଅର୍ଜିତ ସିଂହ ଙ୍କ ସେହି ଚର୍ଚ୍ଚିତ ଗୀତ “ଖାମୋସିୟାନ “ଗୀତ ଏବେ ଭାଇରାଲ ହେଉଛନ୍ତି ଯୁବତୀ ଜଣଙ୍କ ।

ଯୁବତୀ ଜଣଙ୍କର ଗୀତ ଗାଇବା ର କୌଶଳ ଓ ମୁହଁର ଅଙ୍ଗଭଙ୍ଗୀ ବହୁତ ଆକର୍ଷିତ ଥିଲା ଓ ତା ସାଙ୍ଗକୁ ସୁନ୍ଦର ସ୍ୱରର ଗୀତ ଦର୍ଶକ ମାନଙ୍କ ମନରେ ଆକୃଷ୍ଟ କରେଇଛି । ତେବେ ରୋଷେଇ ସାଙ୍ଗକୁ ସୁନ୍ଦର ଭାବରେ ଗୀତ ଗାଇବାର ପ୍ରସେସ କୁ ସମସ୍ତେ ବେଶ ପସନ୍ଦ କରିଛନ୍ତି, ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.