jitu das amrutabani -ଆଜି 17ଡ଼ିସେମ୍ବର 2022 ବୁଧବାର, ଆଜିଠାରୁ ୪ଟି ରାଶିଙ୍କୁ ବଜରଙ୍ଗବାଲି ନିଜେ କରିବେ କୋଟିପତି…ଏବଂ କଣ ରହିଛି ରାଶି ପ୍ରତି ଶୁଭ ଓ ଅଶୁଭ ଜାଣନ୍ତୁ ?

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶି ମାନଙ୍କୁ ଅନେକ ମହତ୍ତ୍ଵ ଦିଆ ଲଯାଇଥାଏ। ତେବେ ଏହି ରାଶି ଗୁଡ଼ିକ ମଣିଷର ବ୍ୟକ୍ତିତ୍ଵ ଦର୍ଶାଇ ଥାଆନ୍ତି। ଅଲଗା ଅଲଗା ରାଶି ଗୁଡ଼ିକ ହେବା କାରଣରୁ ଏହି ରାଶି ଗୁଡ଼ିକ ପ୍ରତ୍ୟେକ ମଣିଷର ଭିନ୍ନ ଭିନ୍ନ ବ୍ୟବହାର ମଧ୍ୟ ହୋଇଥାଏ।ଗ୍ରହ ଗୁଡ଼ିକ ଶୁଭ ହେବା ଶୁଭ ଫଳ ଦେଇ ଥାଏ। ପ୍ରଭୁଙ୍କ ନାମ ଜପ କରନ୍ତୁ, ସତ୍ୟ ପଥରେ ନିଜକୁ ପରିଚାଳିତ କରନ୍ତୁ, ଜୀବନରେ ସଫଳତା ପାଇବେ ଓ ଉନ୍ନତି ଦିଗରେ ଅଗ୍ରସର ହେବେ।ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ମହାବୀର ହନୁମାନ ଙ୍କର କୃପା ଦୃଷ୍ଟି ପଡ଼ିବାକୁ ଯାଉଛି କେତୋଟି ରାଶି ର ଭାଗ୍ୟରେ ।

ଆଉ କୁହାଯାଉଛି କି ହନୁମାନ ଙ୍କର କୃପା ଯୋଗୁ ୪ ଟି ରାଶିର ଭାଗ୍ୟ ବଦଳି ବାକୁ ଯାଉଛି ଓ ସେମାନଙ୍କର ଭାଗ୍ୟରେ ଆସିବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ ।ତାହେଲେ ଆଜି ଆମେ ଜାଣିବା ସେହି ଭାଗ୍ୟଶାଳୀ ୪ ଟି ରାଶି ବିଷୟରେ ଯେଉଁ ମାନଙ୍କ ଉପରେ ହନୁମାନ ଙ୍କର କୃପା ଦୃଷ୍ଟି ପଡ଼ିବାକୁ ଯାଉଛି ।

୧- ମିଥୁନ ରାଶି

 

ଏହି ସମୟରେ ଆପଣଙ୍କର ଯାହା ଅସୁବିଧା ଥିଲା ଏହା ଶେଷ ହୋଇଯିବ। ବହୁତ ଦିନରୁ ଯେଉଁ କାର୍ଯ୍ୟ ଅଟକି ରହିଛି ଆପଣ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଥିଲେ ଏହା ସଫଳ ହେଉ ନଥିଲା ଆପଣଙ୍କ ସେ କାର୍ଯ୍ୟ ସଫଳ ହେବ। ଯାହା ଫଳରେ ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳ ହେବ । କାରଣ ଆପଣଙ୍କର ଭାଗ୍ୟ ଆପଣଙ୍କ ସହିତ ରହିବା ପାଇଁ ଯାଉଛି।ତେବେ ଏହି ବ୍ୟକ୍ତି ମାନେ ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଚାଳିଶା ପାଠ କଲେ ଶୁଭ ଫଳ ମିଳିଥାଏ।

୨- ସିଂହ ରାଶି

 

ଆପଣଙ୍କର ପ୍ରତିଦିନର ଆୟ ଅନେକ ଭାବରେ ବଢ଼ିଯିବ। ଆପଣଙ୍କ ପାଇଁ ବହୁତ ଶୁଭ ପରିସ୍ଥିତି ରହିବ। ଏହା ସହିତ ଆପଣଙ୍କ ବିବାହ ହେବାର ସମ୍ଭାବନା ଦେଖା ଯାଉଚି।ବଜରଙ୍ଗ ବାଲୀଙ୍କ କୃପାରୁ ଆପଣଙ୍କ ଭାଗ୍ୟରେ ଉନ୍ନତି ହେବ। ଏହା ସହିତ ଏହି ସମୟରେ ଆପଣ ବହୁତ କିଛି ପାଇବାକୁ ଯାଉଛନ୍ତି। ହନୁମାନଙ୍କୁ ଜପ କରନ୍ତୁ, ଭାଗ୍ୟ ଏମାନଙ୍କ ସାଥ ଦେବାକୁ ଯାଉ ଅଛନ୍ତି।

୩- ମେଷ ରାଶି

ଆପଣଙ୍କ ପାଇଁ ଏହି ପରିସ୍ଥିତି ବହୁତ ଶୁଭ ରହିବ।ଏହି ସମୟରେ ଆପଣ ନିଜର ସନ୍ତାନ ମାନଙ୍କ ପକ୍ଷରୁ ଶୁଭ ଖବର ପ୍ରାପ୍ତ କରିବେ। ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବ। ଆପଣଙ୍କର ଖର୍ଚ୍ଚ କମିଯିବ। ଏହି ସମୟରେ ଆପଣଙ୍କୁ ପୈତୃକ ସମ୍ପତି ମଧ୍ୟରୁ ଲାଭ ପ୍ରାପ୍ତି ହେବ। ନ୍ୟାୟ ପଥରେ ରୁହନ୍ତୁ,ଜୀବନରେ ଉନ୍ନତି ଦିଗରେ ଅଗ୍ରସର ହେବେ।

୪- ଧନୁ ରାଶି

ଆପଣ ଯଦି କୌଣସି ବ୍ୟବସାୟ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ବହୁତ ଶୁଭ ରହିବ। ଯେଉଁ ବ୍ୟକ୍ତି କୌଣସି କାର୍ଯ୍ୟ କରୁନଥିଲେ ସେମାନଙ୍କୁ ନିଶ୍ଚୟ ଚାକିରି ମିଳିଯିବ। ସତ କର୍ମ କରନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ଆଗକୁ ବଢ଼ିବେ ଓ ସୁଖ ଶାନ୍ତି ପ୍ରାପ୍ତି ହେବ।

Leave A Reply

Your email address will not be published.