ଦେଖନ୍ତୁ Shocking ଭିଡିଓ- ଷ୍ଟେଜ୍ ଉପରେ ବର କନ୍ୟା ଚୁଟି ଝିଙ୍କା ଝିଙ୍କି.. କେତେବେଳେ ବର, କନ୍ୟାକୁ ଠେଲି ଦେଲାଣି ତ ଆଉ କେତେବେଳେ କନ୍ୟା, ବରକୁ ଠେଲି ଦେଲାଣି…ଦେଖନ୍ତୁ, ଏହି ହାଇ ଭୋଲ୍ଟେଜ୍ ଡ୍ରାମା
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଜୋରଜବରଦସ୍ତ କନ୍ୟାକୁ ବର ମିଠା ଖୁଆଉଛନ୍ତି। ହେଲେ ଷ୍ଟେଜ୍ ଉପରେ ବର-କନ୍ୟା ଚୁଟି ଝିଙ୍କାଝିଙ୍କି ଓ ପିଟାପିଟି। ତା’ବି ପୁଣି ଅତିଥି ଓ ପରିବାର ଲୋକଙ୍କ ସାମ୍ନାରେ। କେତେବେଳେ ବର, କନ୍ୟାକୁ ଠେଲି ଦେଲାଣି ତ ଆଉ କେତେବେଳେ କନ୍ୟା, ବରକୁ ଠେଲି ଦେଲାଣି। ପରିସ୍ଥିତି ଏପରି ହୋଇଥିଲା ଯେ, ଏସବୁ ଭଲ ନଲାଗିବାରୁ ଏହାର ସେ ପ୍ରତିବାଦବଲିଉଡ୍ କିଙ୍ଗ୍ ଶାହରୁଖଙ୍କ ପ୍ରଶଂସକମାନେ ତାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ’ ରିଲିଜ୍କୁ ଅପେକ୍ଷା କରିଛନ୍ତି।
ଏହାରି ଭିତରେ ଅନେକ କିନ୍ତୁ ଏହି ଫିଲ୍ମକୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ନିକଟରେ ଫିଲ୍ମର ନିର୍ମାତା ‘ପଠାନ’ର ପ୍ରଥମ ଗୀତ ‘ବେଶରମ୍ ରଙ୍ଗ୍’ ରିଲିଜ୍ କରିଛନ୍ତି। କିନ୍ତୁ ଗୀତ ଆସିବା ମାତ୍ରେ ବଏକଟ୍ ଗ୍ୟାଙ୍ଗ୍ ଏହାକୁ ଟାର୍ଗେଟ୍ କରିଛି। କରିଥିଲେ। ତଥାପି ବର ଜୋରଜବରଦସ୍ତ କନ୍ୟାକୁ ମିଠା ଖୁଆଇବା ପାଇଁ ପ୍ରୟାସ କରୁଛନ୍ତି ।
ଯାହା ସମସ୍ତଙ୍କୁ ଚକିତ କରିଥିଲା। ଶେଷରେ କନ୍ୟା ଏହାର ପ୍ରତିବାଦ କରି ବରକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ହାଇ ଭୋଲଟେଜ୍ ଡ୍ରାମା। ପରିସ୍ଥିତି ଏପରି ହୋଇଥିଲା ଯେ, ଏସବୁ ଭଲ ନଲାଗିବାରୁ ଏହାର ସେ ପ୍ରତିବାଦବଲିଉଡ୍ କିଙ୍ଗ୍ ଶାହରୁଖଙ୍କ ପ୍ରଶଂସକମାନେ ତାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ’ ରିଲିଜ୍କୁ ଅପେକ୍ଷା କରିଛନ୍ତି। ଏହାରି ଭିତରେ ଅନେକ କିନ୍ତୁ ଏହି ଫିଲ୍ମକୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ନିକଟରେ ଫିଲ୍ମର ନିର୍ମାତା ‘ପଠାନ’ର ପ୍ରଥମ ଗୀତ ‘ବେଶରମ୍ ରଙ୍ଗ୍’ ରିଲିଜ୍ କରିଛନ୍ତି। କିନ୍ତୁ ଗୀତ ଆସିବା ମାତ୍ରେ ବଏକଟ୍ ଗ୍ୟାଙ୍ଗ୍ ଏହାକୁ ଟାର୍ଗେଟ୍ କରିଛି।
କନ୍ୟା ଚାପୁଡ଼ା ମାରିବା ପରେ ବର ମଧ୍ୟ ଛାଡ଼ି ନଥିଲା। ସେ ମଧ୍ୟ କନ୍ୟାକୁ ଚାପୁଡ଼ା ଉପରେ ଚାପୁଡ଼ା ମାରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଫାଇଟ୍ ଆରମ୍ଭ ହୋଇଯାଇଥିଲା। ତା’ବି ପୁଣି ଷ୍ଟେଜ୍ ଉପରେ ଓ ଅତିଥିଙ୍କ ସାମ୍ନାରେ। କେତେବେଳେ ବର, କନ୍ୟାକୁ ଠେଲି ଦେଉଥିଲା ତ ଆଉ କେତେବେଳେ କନ୍ୟା ବରକୁ ଠେଲି ଦେଉଥିଲା। ପରିସ୍ଥିତି ଏପରି ହୋଇଲା ଯେ, ଚୁଟି ଝିଙ୍କାଝିଙ୍କି ପର୍ଯ୍ୟନ୍ତ କଥା ଯାଇଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ସମ୍ପର୍କୀୟ ଉଭୟ ବର ଓ କନ୍ୟାକୁ ଅଟକାଇବା ପାଇଁ ପ୍ରୟାସ କରିଥିଲେ।
ଚୁଟି ଝିଙ୍କାଝିଙ୍କ ପର୍ଯ୍ୟନ୍ତ କଥା ଯାଇଥିଲା। କିଛି ସମୟ ପାଇଁ ମ୍ୟାରେଜ୍ ଭେନ୍ୟୁ ସତେ ଯେମିତି ରଣକ୍ଷେତ୍ର ପାଲଟି ଯାଇଥିଲା। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଷ୍ଟେଜ୍ ଉପରେ ବର-କନ୍ୟାଙ୍କ ଏଭଳି ହାଇ ଭୋଲ୍ଟେଜ୍ ଡ୍ରାମା ସମସ୍ତଙ୍କୁ ଚକିତ କରିଛି।
Kalesh B/w Husband and Wife in marriage ceremony pic.twitter.com/bjypxtJzjt
— Ghar Ke Kalesh (@gharkekalesh) December 13, 2022
ଷ୍ଟେଜ୍ ଉପରେ ବର-କନ୍ୟା ଚୁଟି ଝିଙ୍କାଝିଙ୍କି ଓ ପିଟାପିଟି। ତା’ବି ପୁଣି ଅତିଥି ଓ ପରିବାର ଲୋକଙ୍କ ସାମ୍ନାରେ। କେତେବେଳେ ବର, କନ୍ୟାକୁ ଠେଲି ଦେଲାଣି ତ ଆଉ କେତେବେଳେ କନ୍ୟା, ବରକୁ ଠେଲି ଦେଲାଣି। ପରିସ୍ଥିତି ଏପରି ହୋଇଥିଲା ଯେ, ଚୁଟି ଝିଙ୍କାଝିଙ୍କ ପର୍ଯ୍ୟନ୍ତ କଥା ଯାଇଥିଲା। କିଛି ସମୟ ପାଇଁ ମ୍ୟାରେଜ୍ ଭେନ୍ୟୁ ସତେ ଯେମିତି ରଣକ୍ଷେତ୍ର ପାଲଟି ଯାଇଥିଲା। ଯାହ ଚକିତ କରିଛି।