ଓଲିଉଡ଼ ସୁପରଷ୍ଟାର Couple ଯୋଡି Ashwin & Prerana ଙ୍କ ଷ୍ଟେଜ ଉପରେ ରୋମାଣ୍ଟିକ ରୋମାନ୍ସ ଡ୍ୟାନ୍ସ…. ଦେଖନ୍ତୁ ଭାଇରାଲ Video

ତେବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅଶ୍ୱିନୀ ଓ ପ୍ରେରଣା ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି ଯିଏ କି ଏକ ଖୁବ ସୁନ୍ଦର ଯୋଡ଼ି ଅଟନ୍ତି | ତେବେ ଅଶ୍ୱିନୀ ପ୍ରଥମେ ନିଜର କ୍ୟାରିୟର ଆଙ୍କରିଂ ରୁ ହିଁ ଆରମ୍ଭ କରି ଥିଲେ ଅନେକ ଟିଭି ସୋ ରେ ଆଙ୍କରିଂ କରି ମିଠା ମିଠା କଥା କହି ଦର୍ଶକ ମାନଙ୍କର ହୃଦୟ କୁ କିଣି ପାରି ଥିଲେ | ଏହାପରେ ସେ ବିଭିନ୍ନ ଫିଲ୍ମ ରେ କାମ କରିବା ସହିତ ସୁପରହିଟ ଆଲବମ ରେ ମଧ୍ୟ କାମ କରିଛନ୍ତି | ଠିକ ସେହିଭଳି ପ୍ରେରଣା ମଧ୍ୟ କିଛି କମ ନୁହଁନ୍ତି ସେ ମଧ୍ୟ ଆଙ୍କରିଂ ଜରିଆରେ ମିଠା ମିଠା କଥା କହି ଦର୍ଶକ ମାନଙ୍କର ମନକୁ ଛୁଇଁ ପାରି ଥିଲେ |

 


ତେବେ ପ୍ରଥମେ ପ୍ରଥମେ ଉଭୟ ଙ୍କର ବନ୍ଧୁତା ହୋଇ ଥିଲା କିନ୍ତୁ ପରେ ପରେ ଉଭୟ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠି ଥିଲା | ତେବେ ବର୍ତ୍ତମାନ ସମୟରେ ଉଭୟ ଙ୍କର ବିବାହ ହୋଇ ସାରିଛି ଯାହାର ଭିଡ଼ିଓ ଆପଣ ମାନେ ସୋସିଆଲ ମିଡ଼ିଆ ରେ ନିହାତି ଭାବରେ ଦେଖି ଥିବେ | ତେବେ ଏବେ ଆଉ ଏକ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେଉଛି ଯେଉଁଥିରେ ଅଶ୍ୱିନୀ ଓ ପ୍ରେରଣା ଙ୍କୁ ଦେଖିବା ପାଇଁ ମିଳିଛି |


ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଓଡ଼ିଆ ଚ୍ୟାନେଲ ମଧ୍ୟରୁ ତରଙ୍ଗ ଚ୍ୟାନେଲ ହେଉଛି ନମ୍ବର ୱାନ ଓଡ଼ିଆ ଚ୍ୟାନେଲ | ଯେଉଁ ଚ୍ୟାନେଲ ରେ ଅନେକ ସୋ ଦେଇ ଥାଏ ସେଥି ମଧ୍ୟରୁ ସମସ୍ତଙ୍କର ଏକ ପ୍ରିୟ ସୋ ହେଉଛି ତରଙ୍ଗ ମହାମୁକାବିଲା | ତେବେ ଏହି ସୋ ରେ ସିରିଏଲ ଜଗତ କଳାକାର ମଧ୍ୟରେ କମ୍ପଡିସନ ଲାଗିଥାଏ ଯାହାକୁ ଦେଖିବା ପାଇଁ ଖୁବ ମଜାଦାର ଲାଗିଥାଏ | ତେବେ ଏହି ସୋ ରେ ଅଶ୍ୱିନୀ ଓ ପ୍ରେରଣା ଙ୍କୁ ଏକ ସୁନ୍ଦର କପୁଲ ଡ୍ୟାନ୍ସ ରେ ଦେଖିବା ପାଇଁ ମିଳିଛି |

 

ସେମାନେ ଦୁହେଁ ବିବାହ ପୂର୍ବରୁ ଏହି ସୋ ରେ ଅଂଶ ଗ୍ରହଣ କରି ଥିଲେ ଆଉ ଆଉ ତୋଫା ଚାନ୍ଦିନୀ ରେ ଗୀତ ରେ ଉଭୟ ସୁନ୍ଦର ଭାବେ ଡ୍ୟାନ୍ସ କରି ଦେଖାଇ ଥିଲେ | ସେମାନଙ୍କ ଡ୍ୟାନ୍ସ ସହିତ ରୋମାଣ୍ଟିକ ୱେ ରେ ଲୁକ ଦେବା ଦର୍ଶକ ମାନଙ୍କୁ ବେସ ଆକର୍ଷିତ କରି ଥିଲା ଏବଂ ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନେ ମଧ୍ୟ ଏହି ଡ୍ୟାନ୍ସ କୁ ଉପଭୋଗ କରି ଥିଲେ | ତେବେ ବର୍ତ୍ତମାନ ସମୟରେ ତାଙ୍କର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଯାହାକୁ କି ଦର୍ଶକ ମଧ୍ୟ ବେସ ଭଲ ପାଇବା ଦେଇଛନ୍ତି |

Leave A Reply

Your email address will not be published.