ଶିକ୍ଷୟତ୍ରୀ ହୋଇ ଚଳାଉଥିଲେ ଦେହ ବ୍ୟବସାୟ ।..ଚାଲିଥିଲା ଦେହ ବେପାର ହଟାତ୍ ମାଡି ବସିଲା ପୁଅ ଆଉ ତା ପରେ…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଏହି ଭଳି ଏକ ଘଟଣା ସମଗ୍ର ଅଞ୍ଚଳରେ ଚହଳ ସୃଷ୍ଟି କରିଛି ବୋଲି ମଧ୍ୟ କୁହାଯାଉଛି ତେବେ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ଏଭଳି ଏକ ଲଜ୍ୟା ଜଣଙ୍କ ଘଟଣା ଟି ଦେଖିବାକୁ ମିଳିଛି ବଲାଙ୍ଗୀରି ଜିଲ୍ଲାରେ | ଆଉ ଯେଉଁଠି ବ୍ୟବସାୟ ରେ ସାଙ୍ଗ ହୋଇ କାମ କରୁଥିବା ସ୍ତ୍ରୀ ଜଣଙ୍କ ପ୍ରେମରେ ପଡ଼ି ଯାଇଥିଲେ ସ୍ୱାମୀ ଙ୍କର ସାଙ୍ଗ ଙ୍କ ସହିତ |

ଆଉ ଯାହା ଫଳରେ ସ୍ତ୍ରୀ ଜଣଙ୍କ 13 ବର୍ଷର ସମ୍ପର୍କ କୁ ଭୁଲି ଘରୁ ଛାଡି ପଳେଇ ଯାଇଛନ୍ତି ସ୍ୱାମୀ ଙ୍କର ବ୍ୟବସାୟୀ ସାଙ୍ଗ ସହିତ ବୋଲି କୁହାଯାଉଛି || ଯାହା ଜଣା ପଡିଛି କି ସ୍ୱାମୀ ଓ ସ୍ତ୍ରୀ ଙ୍କର ସମ୍ପର୍କ ମଧ୍ୟରେ ପଶି ଆସିଥିଲେ ବ୍ୟବସାୟୀ ସାଙ୍ଗ ଜଣଙ୍କ |

 

ଆଉ ଯାହା କୁହାଯାଉଛି କି ସାଙ୍ଗର ସ୍ତ୍ରୀ ସହିତ ଫେରାଲ ହୋଇଗଲେ ବ୍ୟବସାୟ ରେ ସାଙ୍ଗ ହୋଇ କାମ କରିଥିବା ଲୋକ ଜଣଙ୍କ | ଆଉ ଯେଉଁଥିପାଇଁ ସ୍ୱାମୀ ତାଙ୍କର ସ୍ତ୍ରୀ ଙ୍କର ଶୁଦ୍ଧି କ୍ରିୟା କରିଥିବା କଥା ମଧ୍ୟ କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଯାହା କୁହାଯାଉଛି କି ବଲାଙ୍ଗୀର ସହରର ରିଏଲି ଷ୍ଟେଟ ର ବ୍ୟବସାୟୀ ବିକାଶ ଚେନ ଓ ମୁସ୍କାନ ଙ୍କ ମଧ୍ୟରେ ବୌବାହିକ ଜୀବନ ଭଲରେ ଚାଲୁଥିବା ବେଳେ ବିବାହିତା ହୋଇ ମଧ୍ୟ ବିକାଶ ତାଙ୍କ ର କଣ୍ଟ୍ରାକ୍ଟର ଙ୍କ ସ୍ତ୍ରୀ ସୁନିତା ଙ୍କୁ ଭଲ ପାଉଥିଲେ ଓ ତାଙ୍କୁ ନେଇକି ପଳେଇ ଯାଇଛନ୍ତି | ଆଉ ତାହା ସହିତ ମୁସ୍କାନ ଙ୍କ ଅଭିଯୋଗ କ୍ରମେ ସେମାନେ 10 ଲକ୍ଷ ଟଙ୍କା, ସୁନା ଗହଣା ସହିତ ଦରକାରୀ କାଗଜ ପତ୍ର ମଧ୍ୟ ନେଇ ଯାଇଛନ୍ତି |

ଆଉ ଏହା ବ୍ୟତୀତ ବିକାଶ ଙ୍କ ସ୍ତ୍ରୀ ଙ୍କୁ ଧମକ ଦେବା କଥା କୁହାଯାଉଛି |ଆଉ ଯାହା କୁହାଯାଉଛି କି ଜମି ମାମଲା କୁ ନେଇକି ଅନେକ ଦିନ ଧରିକି ସେମାନଙ୍କର ମଧ୍ୟରେ ସମ୍ପର୍କ ରହିଥିଲା | ଆଉ ସେମାନେ ଯିଏ ଯାହାର ଘରକୁ ମଧ୍ୟ ଯାଉଥିଲେ ଆଉ ସେତିକି ମଧ୍ୟରେ ସେମାନଙ୍କର ପସନ୍ଦ ଆସିଥିଲା ଓ ଭଲ ପାଇବା ହୋଇଥିଲା |

ଆଉ ଏହି କାମରେ ସୁନିତା ଙ୍କ ସ୍ୱାମୀ ଅକ୍ଷୟ ସମସ୍ତ କଥା ଜାଣିବା ପରେ ମଧ୍ୟ ସପୋର୍ଟ କରୁଥିଲେ ବୋଲି କୁହାଯାଉଛି | ଏହା ବ୍ୟତୀତ ସୁନିତା ଙ୍କ ବାପା ଙ୍କ ନାଁ ରେ ଥିବା ସମସ୍ତ ସମ୍ପତ୍ତି ଙ୍କୁ ତାଙ୍କର ସ୍ୱାମୀ ହାତେଇ ନେଇଥିବା କଥା କୁହାଯାଉଛି | ଏହା ବ୍ୟତୀତ ଦେଖିବାକୁ ମିଳିଛି କି ଅକ୍ଷୟ ତାଙ୍କର ସ୍ତ୍ରୀ ଙ୍କର ଶୁଦ୍ଧି କ୍ରିୟା ମଧ୍ୟ କରିଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

Leave A Reply

Your email address will not be published.